Browsing Category
ଓଡିଶା
କୋଭିଡ ରେ ପ୍ରାଣ ହରାଇଥିବା ରାଉରକେଲା ର ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ।
ରାଉରକେଲା, ୪ ଏପ୍ରିଲ ୨୦୨୨: କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ରାଉରକେଲାର ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ଵାଳଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୋମବାର!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେ ସିରିଜ ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ୧୨ ଆହତ।
ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ଦିନ ଦୁର୍ଘଟଣା ଘଟି ଅନ୍ୟୁନ ୧୨ ଜଣ ଆହତ ହୋଇଛନ୍ତି। ରାଜଗାଙ୍ଗପୁର ଥାନା ଅନ୍ତର୍ଗତକାଂଶବାହାଲ ଫାଣ୍ଡି ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ଏକ ଘରୋଇ ବସ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିଲେ।
ପ୍ରଥମେ ବସ ଏକ ଇଟା ବୋଝେଇ ଟ୍ରାକ୍ଟରକୁ!-->!-->!-->!-->!-->!-->!-->…
Read More...
Read More...
ନିୟନ୍ତ୍ରିତ ବଜ଼ାର କମିଟି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ରେଡ଼ ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।
ସୁନ୍ଦରଗଡ ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ ବନମାଳୀ ନାଏକ ଏବେ ଭିଜିଲାନ୍ସ ସ୍କାନର ରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାଏକ ଙ୍କ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।
ବାଲିଶଙ୍କରା କୁକୁରିଡ଼ିହି ରେ ପୈତୃକ ଘର, ସୁନ୍ଦରଗଡ ଅଫିସ!-->!-->!-->!-->!-->!-->!-->…
Read More...
Read More...
ସ୍କୁଲ ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ।। ନିର୍ଯ୍ୟାତନା ଅଭିଯୋଗ।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ପଟୁଆଡ଼ିହି ପଞ୍ଚାୟତ ସମିତି ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତ ରୁ ପଡି ମୃତ୍ୟୁ ବରଣ କରିଛି।
କେଉଁ ପରିପ୍ରେକ୍ଷୀରେ ଛାତ୍ରୀ ଜଣଙ୍କ ଛାତ ଉପରୁ ପଡି ମୃତ୍ୟୁ ବରଣ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ଯୁବକଙ୍କ ଦିଲ୍ଲୀ ପଦଯାତ୍ରା।। ସୁପର ସ୍ପେସିଆଲିଟି ହସପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଉଦ୍ଧେଶ୍ୟରେ…
ରାଉରକେଲା ରେ ଥିବା ସୁପର ସ୍ପେସିଆଲିଟି ହସପିଟାଲ କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ ସହରର ଜଣେ ଯୁବକ ଦିଲ୍ଲୀ ପଦଯାତ୍ରା କରିଛନ୍ତି। ଉତ୍କଳ ଦିବସରୁ ସହରର ଜଣେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି।
ସ୍ୱାସ୍ଥ୍ୟ ସେବା!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧୂମଧାମରେ ଉତ୍କଳ ଦିବସ ପାଳନ।
ଆଜି ଉତ୍କଳ ଦିବସ। ଆଜି ଦିନରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ସ୍ୱୀକୃତି ଲାଭ କରିଥିଲା।
ଏହି ଦିନକୁ ସମଗ୍ର ଓଡିଶା ବାସୀ ଧୂମଧାମ ରେ ପାଳନ କରିଥାନ୍ତି। ମାତ୍ର କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ହେଲା ଉତ୍କଳ ଦିବସ ପାଳନ ଫିକା ପଡିଯାଇଥିଲା। ଚଳିତ ବର୍ଷ କୋଭିଡ କଟକଣା!-->!-->!-->!-->!-->!-->!-->…
Read More...
Read More...
ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ।। ରାଉରକେଲା ରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ।
ରନ୍ଧନ ଗ୍ୟାସ ଏବଂ ତୈଳଦର ର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଗୁରୁବାର ଦିନ ଏସ୍ ଟି ଆଇ ଛକ ନିକଟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କର୍ମୀମାନେ ହାତରେ ଗ୍ୟାସ ସିଲିଣ୍ଡର ଧରି , ଘଣ୍ଟା ବାଡେଇ!-->!-->!-->!-->!-->!-->!-->…
Read More...
Read More...
ରାଜସ୍ଥାନ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଅବସରରେ ରାଉରକେଲାରେ ରାଜସ୍ଥାନ ଦିବସ ପାଳନ।। ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ…
ରାଜସ୍ଥାନ ପରିଷଦର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ରାଉରକେଲା ଅମର ଭବନ ପରିସରରେ ରାଜସ୍ଥାନ ଦିବସକୁ ନେଇ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମର ଭବ୍ଯ ଆୟୋଜନ କରାଯାଇଥିଲା।
ଏହି ଅବସରରେ କୋଲକାତାରୁ ଆସିଥିବା କଳାକାରମାନଙ୍କ ଦ୍ବାରା ରାଜସ୍ଥାନ ଲୋକନୃତ୍ୟ ଓ ଗୀତ ପରିବେଷଣ!-->!-->!-->!-->!-->!-->!-->…
Read More...
Read More...
ବଣାଇ ଅଞ୍ଚଳରେ ଦନ୍ତା ଆକ୍ରମଣରେ ମହିଳା ଗୁରୁତର।। ଆହତ ମହିଳାଙ୍କୁ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଗୁରୁବାର ସକାଳେ ବଣେଇ ରେଞ୍ଜର କେଲସାହି ରେ ଦନ୍ତା ଟି ଘର ଭାଙ୍ଗିବା ସହିତତେଲଡିହି ଅଞ୍ଚଳରେ ରେ ଘର ଅଗଣା ରେ ଝାଡୁ ମାରୁ ଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରି ଆହତ କରିଛି
। ଦନ୍ତା ହାତୀ ଟି!-->!-->!-->!-->!-->!-->!-->…
Read More...
Read More...
ଆଦି ମହୋତ୍ସବ ୨୦୨୨ ଉଦଘାଟିତ।। ଆଦିବାସୀ ସଂସ୍କୃତିର ଏହି ମହୋତ୍ସବ ରେ ଭାଗନେଲେ ବିଭିନ୍ନ ରାଜ୍ୟର କାରିଗର।
ସେଲ ରାଉରକେଲା ଇସ୍ପାତ କାରଖାନା ଓ ଆଦିବାସୀ ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ , ଟ୍ରାଇଫେଡର ମିଳିତ ଆନୁକୂଲ୍ୟରେ ଆଦି ମହୋତ୍ସବ-୨୦୨୨ ଉଦଘାଟିତ ହୋଇଯାଇଛି।
ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନ ଏବଂ ବାଣିଜ୍ୟର ଏହି ମହୋତ୍ସବ ମାର୍ଚ୍ଚ ୩୦ ବୁଧବାର ଠାରୁ ଏପ୍ରିଲ ୮!-->!-->!-->!-->!-->!-->!-->…
Read More...
Read More...