Browsing Category

ଓଡିଶା

ବସକୁ ୩ ଲକ୍ଷ ୭୦ ହଜାର ଟଙ୍କା ଜରିମାନା।। ଜରିମାନା ସହ ବସ ଜବତ କଲେ ସୁନ୍ଦରଗଡ଼ ପରିବହନ ବିଭାଗ।

ବସ କୁ ଲାଗିଲା ୨ ଲକ୍ଷ ୭୦ ହଜାର ଟଙ୍କା ଫାଇନ। ଏହି ଜରିମାନା ଲାଗୁ କରିଛନ୍ତି ସୁନ୍ଦରଗଡ଼ ପରିବହନ ବିଭାଗ। ଝାରଖଣ୍ଡ କୁ ବାହାଘର ବରାତ୍ ନେଇ ଯାଇ ଫେରୁଥିବା ବେଳେ ପରିବହନ ବିଭାଗ ଯାଞ୍ଚ ରେ ଧରା ପଡି ୩ ଲକ୍ଷ ୭୦ ହଜାର ଟଙ୍କା ର ଫାଇନ ହୋଇଛି ବରଗଡ଼ ର ଏକ ଘୋରୋଇ ବସକୁ । ସୂଚନା
Read More...

ହକି ବିଶ୍ୱ କପ ଚିନ୍ତା।। ଶକ୍ତି , ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ରାଉରକେଲା ଗସ୍ତ।। ପ୍ରଶାସନିକ…

ଶକ୍ତି , ଶିଳ୍ପ ଏବଂ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ଗସ୍ତ ଦୁଇଟି କାରଣ ଯୋଗୁଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୨୩ ରେ ରାଉରକେଲା ରେ ହେବାକୁ ଥିବା ହକି ବିଶ୍ୱ
Read More...

ନକଲି ସରକାରୀ ଡାକ୍ତରଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ।। ଦଣ୍ଡ ବିଧାନ କଲେ ଜେ ଏମ୍ ଏଫ ସି , ସୁନ୍ଦରଗଡ଼।। ନୂଆଗାଁ…

ନକଲି ସରକାରୀ ଡାକ୍ତରଙ୍କୁ ଆଜି ୫ ବର୍ଷ ଦଣ୍ଡ ବିଧାନ କରିଛନ୍ତି ସୁନ୍ଦରଗଡ ଜେ ଏମ୍ ଏଫ ସି କୋର୍ଟ । ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଆଉ ଦୁଇ ମାସ ଦଣ୍ଡ ବିଧାନ କରିଛନ୍ତି ସୂଚନା ଅନୁଯାୟୀ ପଦ୍ମନାଭ ମୁଖୀ କାରୱା
Read More...

ରାଉରକେଲାରେ ଆୟୋଜିତ ଚିତ୍ରକଳା ଶିବିରରେ କଳାକାରଙ୍କୁ ସମ୍ମାନିତ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ…

ଗ୍ରୀଷ୍ମ ଉତ୍ସବ ଅବସରରେ ରାଉରକେଲା ରେ ଚାଲିଥିବା ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । କଲଚରାଲଏକାଡେମୀ ପରିସରରେ ଚାଲିଥିବା ଏହି ତିନିଦିନିଆ ଉତ୍ସବର ଶେଷ ଦିନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଉରକେଲା ସମେତ
Read More...

ସୁନ୍ଦରଗଡରେ ବ୍ଲକ ସ୍ତରରେ ଉତ୍କଳ କିଚେନ।। ଉଚିତ ଦର ଏବଂ ସ୍ଵାସ୍ଥ୍ୟ କର ପରିବେଶରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ…

ସୁନ୍ଦରଗଡ଼, ୨୧ ଏପ୍ରିଲ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଉଛି। ପାଇଲଟ୍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ ‘ଉତ୍କଳ କିଚେନ୍’ ଖୋଲିଛି।
Read More...

ସ୍କୁଲ ବସ , ଅଟୋ , ଭ୍ୟାନ ଯାଞ୍ଚରେ ୨ଲକ୍ଷ ୧୫ହଜାର ଟଙ୍କା ଜରିମାନା।। ଛାତ୍ରଛାତ୍ରୀ ଙ୍କ ସୁରକ୍ଷିତ ଯିବା ଆସିବା…

ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନେବା ଆଣିବା କରୁଥିବା ବସ , ଅଟୋ , ଭ୍ୟାନ ଗୁଡିକ କେତେଦୂର ସଡକ ସୁରକ୍ଷା ନିୟମ କୁ ମାନୁଛନ୍ତି , ତାର ଯାଞ୍ଚ ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଏକ ସପ୍ତାହ ଧରି ଚାଲିବାକୁ ଥିବାବେଳେ ରାଉରକେଲା ପରିବହନ ବିଭାଗ ପକ୍ଷରୁ ଗୁରୁବାର ଠାରୁ
Read More...

ରାସ୍ତାକଡ଼ ଜଳଛତ୍ର କେତେଦୂର ସୁରକ୍ଷିତ!।। ୱାଟର ଫିଲଟର ମେସିନ ଲଗାଇବାକୁ ବୁଦ୍ଧିଜୀବୀଙ୍କ ପରାମର୍ଶ।

ପ୍ରବଳ ଗ୍ରୀଷ୍ମରେ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଇଦେବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ଖୋଲାଯାଇଛି ୨୦ ରୁ ଉର୍ଦ୍ଧ୍ବ ଜଳଛତ୍ର। ମହାନଗର ନିଗମ ବ୍ୟତୀତ ଅନ୍ୟ କେତେକ ଘରୋଇ ଅନୁଷ୍ଠାନ ମଧ୍ୟ ଜଳଛତ୍ର ଖୋଲିଛନ୍ତି। ଉଦେଶ୍ୟ ବହୁତ ମହତ। କିନ୍ତୁ ଏହି ଜଳଛତ୍ରରେ ସକାଳେ
Read More...

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଙ୍କ ଏକ ଦିବାସୀୟ ରାଜଗାଙ୍ଗପୁର ଗସ୍ତ।। ଡାଲମିଆଁ ସିମେଣ୍ଟ କମ୍ପାନୀ ର ବିଭିନ୍ନ…

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଏକ ଦିବସୀୟ ରାଜଗାଙ୍ଗପୁର ଗସ୍ତ ସାରି ଫେରି ଯାଇଛନ୍ତି। ଗୁରୁବାର ସକାଳେ ତପସ୍ୱିନୀ ଏକ୍ସପ୍ରେସ ଯୋଗେ ରାଜଗାଙ୍ଗପୁର ରେ ପହଞ୍ଚିବା ପରେ ତାଙ୍କୁ ଵିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ
Read More...

ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ।। ୮ ଦଫା ଦାବି ଉପସ୍ଥାପନ।

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଉରକେଲା ପ୍ରତି ଅବହେଳା ଯୋଗୁଁ ବହୁ ପ୍ରକଳ୍ପ ବନ୍ଦ ହୋଇ ପଡିଛି। ଅନ୍ୟ କେତେକ ପ୍ରକଳ୍ପ ଅତି ମନ୍ଥର ଗତିରେ ଚାଲିଛି । ରାଉରକେଲା ରେ ୨୦୨୩ ରେ ହକି ବିଶ୍ୱ କପ ହେବାକୁ ଥିବାବେଳେ ଏଠାରେ ଉତ୍କୃଷ୍ଟ ମାନର ବିମାନ ସେବା ଉପଲବ୍ଧ ହେବ ବୋଲି
Read More...

ଟ୍ରାନ୍ସପୋର୍ଟ ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦାଫସ।। ଟ୍ରକ ଲୁଟ ଲାଗି ହତ୍ୟା କରାଯାଇଥିଲା।। ହତ୍ୟାକାରୀ ହେଲ୍ପର୍ କୁ…

ଗୁଜରାଟର ଟ୍ରାନ୍ସପୋର୍ଟ ବ୍ୟବସାୟୀ ହତ୍ୟା ମାମଲାର ପର୍ଦାଫସ କରିଛି ସୁନ୍ଦରଗଡ଼ ପୋଲିସ ।ଗତ ଏପ୍ରିଲ ୧୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାର ୧୦ ନମ୍ବର ରାଜ୍ୟ ରାଜପଥ କଡରୁ ପ୍ଲାଷ୍ଟିକ ବସ୍ତାରେ ମିଳିଥିଲା ଏକ ଅଜଣା ଶବ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଜଣା
Read More...