Browsing Category

ଓଡିଶା

ତ୍ରିଶକ୍ତି ଧାମ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ।। ଭକ୍ତଙ୍କ ଦର୍ଶନ ଲାଗି ଖୋଲାଗଲା ମନ୍ଦିର।। ପୂର୍ଣ୍ଣାହୁତି…

ରାଉରକେଲା ହନୁମାନ ବାଟିକା ପରିସରରେ ନିର୍ମିତ ତ୍ରିଶକ୍ତି ଧାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଯାଇଛି। ବୁଧବାର ଦିନ ପ୍ରାଣ ପ୍ରତିଷ୍ଠା ରୀତିନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ମନ୍ଦିର ଖୋଲା କରି ଦିଆଯାଇଥିଲା। ସାତଦିନ ଧରି ଚାଲିଥିବା
Read More...

କୁତ୍ରା ବ୍ଲକରେ ରାସ୍ତା ନିର୍ମାଣକୁ ବିରୋଧ।। ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା।। ସମିତି ସଭ୍ୟା ଆହତ।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାଟୋଲିରେ ଜେଏସ୍ ଡବ୍ଲୁ ତରଫରୁ ଏକ ରାସ୍ତା ନିର୍ମାଣକୁ ନେଇ ୨ ଗୋଷ୍ଠୀ ମଧ୍ଯରେ ବିବାଦ ସୃଷ୍ଟି ହୋଇ ଉତ୍ତେଜନା ଦେଖାଦେଇଛି । ଘଟଣା ଅନୁଯାୟୀ ଖତକୁରବାହାଲ ଗ୍ରାମର
Read More...

ସୁନ୍ଦରଗଡ ଜିଲ୍ଲା ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ପାଇଁ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା।

• ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ସବୁ ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର• ସମସ୍ତ ୧୭ଟି ବ୍ଲକର ଏସସି/ଏସଟି ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ• ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ମାଗଣାରେ ତାଲିମ ସୁନ୍ଦରଗଡ଼, ୧୧ ମେ’ ୨୦୨୨: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ
Read More...

ରାଉରକେଲା ସିଭିଲ ଟାଉନଶିପ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲାର ନୂଆ ମୋଡ଼।। ଘରେ ପହଞ୍ଚିଲା ମୃତ୍ୟୁ ପୂର୍ବରୁ ରାହୁଲ…

ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଆସୁଛି। ରାହୁଲ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ରେ ତାଙ୍କ ଶ୍ୱଶୁର ଘର ମାନସିକ ନିର୍ଯାତନା ଦେଉଥିବା କହିଥିଲେ। ଏବେ ରାହୁଲ ମୃତ୍ୟୁ ପୂର୍ବରୁ ପଠାଇଥିବା
Read More...

ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ନୂଆଗାଁ ବ୍ଲକରେ ରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ।। ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ…

ସୁନ୍ଦରଗଡ଼, ୯ ମେ ୨୦୨୨: ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଆଦି ଶୁଣିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ଦିନ ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ
Read More...

ଅଟୋ-ସ୍କୋର୍ପିଓ ମୁହାଁମୁହିଁ ଧକ୍କା।। ତିନି ଜଣ ଗୁରୁତର ଆହତଙ୍କୁ ରାଉରକେଲା ପଠାଗଲା।

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଲଲେଇ ବ୍ରିଜ ନିକଟରେ ସ୍କିର୍ପିଓ ଏବଂ ଏକ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରାଉରକେଲା ପଠାଇଛନ୍ତି। ଦୁର୍ଘଟଣା ଏତେ ଭୟାବହ
Read More...

ରାଉରକେଲା ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ।।

ରାଉରକେଲା: ୮/୫/୨୨: ଭାରତୀୟ ରେଡକ୍ରସ ସୋସାଇଟି ର ରାଉରକେଲା ଶାଖା ପକ୍ଷରୁ ଆଜି ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଯୁବପିଢି କୁ ଭଲ
Read More...

ପେଟ୍ରୋଲ ପମ୍ପ , ଏଲପିଜି ଗ୍ୟାସ ଗୋଦାମ,ଶପିଙ୍ଗମଲ ରେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ଯାଞ୍ଚ ଆରମ୍ଭ।। ଯାଞ୍ଚ କଲେ ବଣେଇ…

ଏବେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବାର ଦେଖାଯାଉଛି। ଅଗ୍ନି ନିର୍ବାପକ ଯନ୍ତ୍ର ଠିକ ରହିଲେ ଅଗ୍ନିକାଣ୍ଡକୁ ବହୁ ପରିମାଣରେ ପ୍ରତିହିତ କରାଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି ବଣାଇ ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ର
Read More...

ରାଉରକେଲା ସରକାରୀ ହସପିଟାଲ ରେ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

ରାଉରକେଲା ସରକାରୀ ହସପିଟାଲ ରେ ଜଣେ ଚିକିତ୍ସାଧୀନ ରୋଗୀ ର ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏହି ଅଘଟଣ ର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି।
Read More...

ରାହୁଲ ଅଗ୍ରୱାଲ ଙ୍କ ରାଉରକେଲା ରେ ଶେଷକୃତ୍ୟ ସମ୍ପନ।। ରାହୁଲଙ୍କ ମୃତ୍ୟୁ ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ…

ଜାମସେଦପୁର ରେ ରାଉରକେଲା ସିଭିଲ ଟାଉନଶିପ ର ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ କୋଠାରୁ ପଡି ମୃତ୍ୟୁ ମାମଲା ର ଏବେ ପୋଲିସ ତଦନ୍ତ ଚାଲିଛି। ତେବେ ଶନିବାର ଦିନ ରାହୁଲ ଙ୍କ ଅନ୍ତିମ ସଂସ୍କାର ରାଉରକେଲା ରେ ସମ୍ପନ୍ନ ହୋଇଛି। ରାଉରକେଲା ସିଭିଲ ଟାଉନଶିପ ବାସଭବନରେ ରାହୁଲଙ୍କ ଶେଷ ଦର୍ଶନ ଲାଗି
Read More...