Browsing Category

ଓଡିଶା

ହୃଦରୋଗଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ଲାଗି ସୁନ୍ଦରଗଡରେ ସୁପର ସ୍ପେସିଆଲିଟି ଚିକିତ୍ସା ସେବା ଆରମ୍ଭ।

ସୁନ୍ଦରଗଡ଼ ଜିଲ୍ଲାର ହୃଦରୋଗଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କୁ ସୁପରସ୍ପେଶାଲଟି ଚିକିତ୍ସା ସେବା ଯୋଗାଇଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହା ଫଳରେ ରୋଗୀମାନେ ବିଶେଷଜ୍ଞଙ୍କଠାରୁ ମାଗଣାରେ ଚିକିତ୍ସା ଓ ପରାମର୍ଶ ପାଇପାରିବେ ।
Read More...

ସ୍କୁଲ ପରିସରରୁ ବେଆଇନ ଭାବେ ଶହ ଶହ ଗଛ କଟାଯାଇଥିବା ଅଭିଯୋଗ।। ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଗ୍ରାମବାସୀ।

ସ୍କୁଲ ର ନୂତନ ଘର ନିର୍ମାଣ ଆଳରେ ବହୁ ସଂଖ୍ୟକ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ଅଞ୍ଚଳରୁ। ଟେଣ୍ଟେଙ୍ଗାଗିଳା ସ୍କୁଲ ର ଚାଲିଛି ରୂପାନ୍ତିକରଣ। ସ୍କୁଲ ଘର ତିଆରି ସ୍ଥାନରୁ ଯେତିକି ଗଛ କଟାଯାଇନାହିଁ ତା ଠାରୁ ବେଶୀ କଟା
Read More...

ରାଉରକେଲା ସହର ଏବଂ ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଲାଗିବ ସିସିଟିଭି।। ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବା ଆଶା।

ରାଉରକେଲା ସହର ତଥା ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଲାଗିବ ସିସିଟିଭି । ଟ୍ରାଫିକ ବ୍ୟବସ୍ଥା ସୁନିୟୋଜିତ କରିବାକୁ ଏବଂ ଅପରାଧ ରୋକିବାକୁ ଏହା ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ତାଙ୍କ ଗସ୍ତ ଅବସରରେ କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମହାପାତ୍ର ସୁନ୍ଦରଗଡ଼
Read More...

ମଧ୍ୟପ୍ରଦେଶ ଗୁନା ରେ ଶିକାରୀଙ୍କ ଗୁଳିରେ ୩ ପୁଲିସ କର୍ମୀ ସହିଦ।। ଅପରାଧୀ ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ର…

ଭୋପାଳ: ମଧ୍ୟପ୍ରଦେଶ ଗୁନାରେ ଶିକାରୀଙ୍କ ଗୁଳିରେ ୩ ପୁଲିସ୍‌ କର୍ମୀ ଶହୀଦ ହୋଇଥିବା ବେଳେ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଆଇଜି ଅନୀଲ ଶର୍ମାଙ୍କୁ ତୁରନ୍ତ
Read More...

ଚଳିତ ମାସ ସର୍ବସାଧାରଣ ଙ୍କ ଯାତାୟାତ ଲାଗି ଖୋଲା ଯିବ ଦୂତୀୟ ବ୍ରାହ୍ମଣୀ ସେତୁ ।। ସୂଚନା ଦେଲେ ମୁଖ୍ୟ ଶାସନ ସଚିବ।

ଚଳିତ ମାସ ଶେଷ ସପ୍ତାହରେ ସର୍ବସାଧାରଣ ଙ୍କ ଯାତାୟାତ ଲାଗି ଖୋଲାଯିବ ଦୂତୀୟ ବ୍ରାହ୍ମଣୀ ସେତୁ।ଏହାଦ୍ୱାରା ଅନେକାଂଶରେ ସହରର ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ଠାରୁ ରାଉରକେଲା
Read More...

ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ ଗସ୍ତ।। ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା।।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଶୁକ୍ରବାର ଅପରାହ୍ନ ରେ ସୁନ୍ଦରଗଡରେ ପହଞ୍ଚିବା ପରେ ସଦର ବ୍ଲକ କୋପସିଙ୍ଗା ଠାରେ ପ୍ରସ୍ତାବିତ ଇବ ନଦୀ ଉପରେ ବ୍ୟାରେଜ କାର୍ଯ୍ୟର
Read More...

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ ଆଜି।। ହକି ବିଶ୍ୱ କପ ପ୍ରସ୍ତୁତି ର ସମୀକ୍ଷା କରିବେ।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଉରକେଲା ଗସ୍ତରେ ରେ ଆସି ପହଞ୍ଚୁଛନ୍ତି। ସାନ୍ଧ୍ୟ ୭ ଟା ୪୫ ରେ ପହଁଚିବା ପରେ ସେ ରାଉରକେଲା ହାଉସ ରେ ହକି ବିଶ୍ୱକପ ୨୦୨୩ ପ୍ରସ୍ତୁତି ର ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକ ରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ
Read More...

ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର।। ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ।। ନିମ୍ନ ମାନର କାମ ହେଉଥିବା ଅଭିଯୋଗ।

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ଭୋଗରା ସ୍କୁଲ ରେ ଏବେ ଚାଲିଛି ରୂପାନ୍ତିକରଣ କାର୍ଯ୍ୟକ୍ରମ। କିନ୍ତୁ ଆଜି ଏହି ସ୍କୁଲରେ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ ମାନେ। ସ୍କୁଲ ର ଛାତ ରୁ ଏକ ବଡ଼ ପ୍ଲାଷ୍ଟର ଖଣ୍ଡ ଖସି ପଡିବାରୁ ସେଠାରେ ହଇଚଇ ଖେଳି
Read More...

ରାଉରକେଲା ବଣିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କଲେ ।

ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଉରକେଲା ଚେମ୍ବର ଅଫ କମର୍ସ କାର୍ଯ୍ୟାଳୟରେ ଏକ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ରୋଷେଇ ଗ୍ୟାସ ର ଦର ବୃଦ୍ଧି ବିରୁଦ୍ଧରେ ରାଉରକେଲା ରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

ଦେଶରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବୃଦ୍ଧି ବିରୁଦ୍ଧରେ ରାଉରକେଲା ରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପେଟ୍ରୋଲ , ଡିଜେଲ ଆଦିର ଦର ବୃଦ୍ଧି ଲୋକଙ୍କୁ ଅସହ୍ୟ ହୋଇପଡିଥିବା ବେଳେ ଏବେ ରୋଷେଇ ଗ୍ୟାସ ରେ ଦର ବୃଦ୍ଧି ସିଧାସଳଖ ଲୋକଙ୍କ
Read More...