Browsing Category
ଓଡିଶା
ବଜରଙ୍ଗ ଷ୍ଟିଲ ରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। ୨୦ ଲକ୍ଷ କ୍ଷତିପୂରଣ ଦାବି।
ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳ ସ୍ଥିତ ବଜରଙ୍ଗ ଷ୍ଟିଲ୍ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗର୍ଜନ ଗ୍ରାମର ଜାଭିୟର ସଏ(୩୮)। ଉପଯୁକ୍ତ କ୍ଷତିପୂରଣ ଦାବିରେ ପରିବାରବର୍ଗ ଦାବି କରିବାସହ ଶବ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।ଗୁରୁବାର ରାତି!-->…
Read More...
Read More...
ବଡ଼ଗାଁ ବ୍ଲକରେ ଥିବା “ଉତ୍କର୍ଷ କେନ୍ଦ୍ର” ପରିଦର୍ଶନ କଲେ ସୁନ୍ଦରଗଡ ଜିଲ୍ଲାପାଳ।
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ତୁଡାଲଗାସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା 'ଉତ୍କର୍ଷ କେନ୍ଦ୍ର' ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।
ଏହି କେନ୍ଦ୍ରରେ ଯୁକ୍ତ ୨ ପାଠ ପଢ଼ିବା ସହ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ!-->!-->!-->!-->!-->!-->!-->…
Read More...
Read More...
ବନ୍ୟା ବେଳେ ଉଦ୍ଧାର କାର୍ଯ୍ୟର ସଫଳତା ଲାଗି ଏନ ଡି ଆର ଏଫ ର ମକ ଡ୍ରିଲ।। ରାଉରକେଲା ବ୍ରାହ୍ମଣୀ ନଦୀରେ ମକ ଡ୍ରିଲ।
ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଗକୁ ହେବ ପ୍ରବଳ ବର୍ଷା। ତା ସହିତ ବୃଦ୍ଧି ପାଇବ ବିଭିନ୍ନ ନଦୀର ଜଳସ୍ତର। ନଇବଢି ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
!-->!-->!-->!-->!-->…
Read More...
Read More...
ରାଉରକେଲା ସହର ସ୍ଥିତ ସିଭିଲ ଟାଉନସିପ୍ ରେ ରହିଥିବା ଇଣ୍ଡିଆନ୍ ତାଏକ୍ୱାଣ୍ଡୋ ୟୁନିଅନ ର ସାଧାରଣ ସମ୍ପାଦକ ମାଷ୍ଟର…
ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଗକୁ ହେବ ପ୍ରବଳ ବର୍ଷା। ତା ସହିତ ବୃଦ୍ଧି ପାଇବ ବିଭିନ୍ନ ନଦୀର ଜଳସ୍ତର।
ନଇବଢି ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ର ମୁକେଶ ସାହୁଙ୍କୁ ମିଳିଲା ୫ମ ଡ଼ନ ବ୍ଲାକବେଲ୍ଟ ।
ରାଉରକେଲା ସହର ସ୍ଥିତ ସିଭିଲ ଟାଉନସିପ୍ ରେ ରହିଥିବା ଇଣ୍ଡିଆନ୍ ତାଏକ୍ୱାଣ୍ଡୋ ୟୁନିଅନ ର ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ ସାହୁ ଙ୍କୁ କୁକ୍କିୱନ ସାଉଥ୍ କୋରିଆ ତରଫ ରୁ ତାଏକ୍ୱାଣ୍ଡୋ ର 5th ଡନ୍ ବ୍ଲାକ୍ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
ତାଙ୍କର ଏହି ସଫଳତା ରେ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ହାଇୱେ ପେଟ୍ରୋଲିଂ ଟିମ ର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।
ରାଉରକେଲା ରାଜପଥ ପେଟ୍ରୋଲିଂ ଟିମ ଏବଂ ଏଲ ଏଣ୍ଡ ଟି ପକ୍ଷରୁ ଏକ ସଡକ ସୁରକ୍ଷା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଶୁକ୍ରବାର ଦିନ ଏହି କାର୍ଯ୍ୟକ୍ରମ ୧୦ ନମ୍ବର ରାଜ୍ୟ ରାଜପଥ କାଂଶବାହଲ ଟୋଲଗେଟ ନିକଟରେ କରାଯାଇଥିଲା।
ହାଇୱେ ପେଟ୍ରୋଲିଂ ଅଧିକାରୀ ବିଭିନ୍ନ ଯାନବାହନ ଚାଳକ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ଘରୋଇ ସ୍କୁଲ ଗେଟ ଭୁଶୁଡି ସୁରକ୍ଷାକର୍ମୀଙ୍କ ସମେତ ଦୁଇ ମୃତ। ପୋଲିସ ତଦନ୍ତ ଜାରୀ।
ରାଉରକେଲା ୯ ନମ୍ବର ସେକ୍ଟରରେ ଥିବା ବିକାଶ ବିଦ୍ୟାଳୟର ମୁଖ୍ୟ ଫାଟକ ଅଚାନକ ଭୁଶୁଡ଼ି ପଡିବା ଫଳରେ ଜଣେ ସୁରକ୍ଷାକର୍ମୀଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି।
ଗୁରୁବାର ଦିନ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ୭ ନମ୍ବର ସେକ୍ଟର ପୋଲିସ ଷ୍ଟେସନ ଅଞ୍ଚଳର!-->!-->!-->!-->!-->!-->!-->…
Read More...
Read More...
ମୁମ୍ବାଇରେ ଜଲୱା ଦେଖାଉଛନ୍ତି ଓଡ଼ିଆ ପୁଅ ପ୍ରତୀକ।। ୮ ମ ଶ୍ରେଣୀର ଛାତ୍ର ପ୍ରତୀକ ସୁନ୍ଦରଗଡର।
ମୁମ୍ବାଇ ରେ ନିଜ ଡ୍ୟାନ୍ସ ଜରିଆ ରେ ଜଲୱା ଦେଖାଉଛି ଓଡ଼ିଆ ପୁଅ । କଲର୍ସ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଡ୍ୟାନ୍ସ ପ୍ରତିଯୋଗିତା ଡ୍ୟାନ୍ସ ଦିୱାନେ ଜୁନିୟର ରେ ନିଜର ଧୂଆଁଧାର ନୃତ୍ୟ ପରିବେଶଣ କରି ଜଜ ଓ ସେଲିବ୍ରେଟି ଙ୍କ ସହିତ ଦର୍ଶକ ଙ୍କ ମନ ଜିଣିଛି ସୁନ୍ଦରଗଡ଼ ର ପୁଅ ପ୍ରତୀକ ନାଏକ!-->…
Read More...
Read More...
ମୁମ୍ବାଇରେ ଜଲୱା ଦେଖାଉଛନ୍ତି ଓଡ଼ିଆ ପୁଅ ପ୍ରତୀକ।। ୮ ମ ଶ୍ରେଣୀର ଛାତ୍ର ପ୍ରତୀକ ସୁନ୍ଦରଗଡର।
ମୁମ୍ବାଇ ରେ ନିଜ ଡ୍ୟାନ୍ସ ଜରିଆ ରେ ଜଲୱା ଦେଖାଉଛି ଓଡ଼ିଆ ପୁଅ । କଲର୍ସ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଡ୍ୟାନ୍ସ ପ୍ରତିଯୋଗିତା ଡ୍ୟାନ୍ସ ଦିୱାନେ ଜୁନିୟର ରେ ନିଜର ଧୂଆଁଧାର ନୃତ୍ୟ ପରିବେଶଣ କରି ଜଜ ଓ ସେଲିବ୍ରେଟି ଙ୍କ ସହିତ ଦର୍ଶକ ଙ୍କ ମନ ଜିଣିଛି ସୁନ୍ଦରଗଡ଼ ର ପୁଅ ପ୍ରତୀକ ନାଏକ!-->…
Read More...
Read More...
ସୁନ୍ଦରଗଡ଼ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ତର
ଗାଭାଲି ପରାଗ ହର୍ଷଦ।। ଜିଲ୍ଲାକୁ ଏକ ନମ୍ବର କରିବା…
ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ଗାଭାଲି ପରାଗ ହର୍ଷଦ। ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ତାଙ୍କୁ ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ଭେଟି!-->…
Read More...
Read More...