Browsing Category

ଓଡିଶା

ରାଜ୍ୟ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି।। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି ପ୍ରଶାସନ…

ରାଜ୍ୟ ରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି। ଏହା ସହିତ ପ୍ରତିଦିନ ଅଧିକ ରୁ ଅଧିକ ଜିଲ୍ଲା କୋଭିଡ ଦ୍ୱାରା ପ୍ରଭାବିତ ହେଉଛି। ରବିବାର ଦିନ ରାଜ୍ୟରେ ୫୭୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ ସଂକ୍ରମଣ ବଢି ଚାଲିଛି। ଶନିବାର
Read More...

ରାଉରକେଲା ରେ ବିପୁଳ ପରିମାଣର ବେଆଇନ ମାଦ ଜବତ।। ୪ ଗିରଫ।। ସ୍କୋର୍ପିଓ ଗାଡି ସହ ସ୍କୁଟି ଜବତ।

ରାଉରକେଲା ଏକ୍ସସାଇଜ ବିଭାଗ ପକ୍ଷରୁ କୋଣାର୍କ ସିନେମା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ବେଆଇନ ମଦ ଚାଲାଣ ଅଭିଯୋଗରେ ଚାରି ଜଣ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ସୁଦର୍ଶନ ସାହୁ,ସୁବୋଧ ସାହୁ, ସ୍ୱଦୀପ ଲାକ୍ରା ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ
Read More...

ରେଳ ବୋର୍ଡ ଅଧ୍ୟକ୍ଷ ବିନୟ କୁମର ତ୍ରିପାଠୀ ଙ୍କ ରାଉରକେଲା ଗସ୍ତ।। ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କଲେ।

ରେଳ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ଶନିବାର ରାତି ରେ ଆସି ରାଉରକେଲାରେ ପହଞ୍ଚିଛନ୍ତି। ରାତି ପ୍ରାୟ 9:30 ସମୟରେ ସେ ଷ୍ଟେସନ ରେ ପହଞ୍ଚିଥିଲେ। ରାଉରକେଲା ଇସ୍ପାତ କାରଖାନା ଅଧିକାରୀ , ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ରେଳବାଇ ବୋର୍ଡର ଚେୟାରମ୍ୟାନ୍ ଶ୍ରୀ ତ୍ରିପାଠୀଙ୍କୁ
Read More...

କୋଭିଡ ଚିକିତ୍ସା ଲାଗି ସୁନ୍ଦରଗଡ ଏବଂ ରାଉରକେଲା ରେ ଫ୍ଲୁ କ୍ଲିନିକ।। ସୁନ୍ଦରଗଡରେ ୩୦ ଏବଂ ରାଉରକେଲା ରେ ୨୦ ଟି…

ସୁନ୍ଦରଗଡ଼, ୯ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ କୋଭିଡ୍
Read More...

ରାଉରକେଲା କୋଏଲ ନଦୀରେ ବୁଡି ଦୁଇ ବାଳକ ମୃତ।। ଅନ୍ୟ ଦୁଇ ବାଳକ ନିଖୋଜ।। ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।

ରାଉରକେଲା କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଅଛନ୍ତି। ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମ ର ପ୍ରୟାସ ଜାରି ରହିଛି।ମିଳିଥିବା ସୂଚନା ଅନୁଯାୟୀ ଝାରଖଣ୍ଡ ରୁ ଚାରିଜଣ ବାଳକ ତାଙ୍କ ବନ୍ଧୁଙ୍କ ଘରକୁ ବୁଲି
Read More...

ଗାଡି ଯାଞ୍ଚ ପ୍ରକ୍ରିୟା ରେ ଅବ୍ୟବସ୍ଥା।। କାର ମାଲିକଙ୍କୁ ନୋ ହେଲମେଟ ଚାଲାଣ।

ସୁନ୍ଦରଗଡରେ ଏମିତି ଚାଲିଛି ଗାଡି ଯାଞ୍ଚ। ଉଭୟ ପୁଲିସ ଓ ପରିବହନ ବିଭାଗର ତ୍ରୁଟିରୁ ଦୁଇ ଓ ଚାରି ଚକିଆ ଗାଡି ଚାଳକଙ୍କୁ ଏହାର ଦଶା ଭୋଗିବାକୁ ପଡୁଛି। କେତେବେଳେ ମୋଟରବାଇକ୍‌ ମାଲିକଙ୍କ ନାଁରେ କଟୁଛି ନୋ ସିଟ୍‌ ବେଲ୍‌ଟ ଚାଳାଣ। ପୁଣି ଅନ୍ୟ କେତେବେଳେ କାର୍‌ ମାଲିକଙ୍କୁ ନୋ
Read More...

କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବଙ୍କ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତ।। ଶିକ୍ଷା , ସ୍ୱାସ୍ଥ୍ୟ , ପୋଷଣ ଏବଂ ଜୀବିକା…

ସୁନ୍ଦରଗଡ଼, ୮ ଜୁଲାଇ ୨୦୨୨: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀଯୁକ୍ତ ଅନିଲ କୁମାର ଝା ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ।
Read More...

ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ।। ନବୀନ ଦ୍ରୌପଦୀଙ୍କୁ ସ୍ୱାଗତ କରି ପୂର୍ଣ୍ଣ ସମର୍ଥନ…

ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାରେ ସାଂସଦ ଏବଂ ବିଧାୟକ ମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ସହ
Read More...

ପଶ୍ଚିମ ଓଡ଼ିଶାର ସମ୍ବଲପୁର ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କଲେ ରାଜଗାଙ୍ଗପୁର ଓଲିଲ ସଙ୍ଘ।।…

ଗୋଟିଏ ପଟେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଲାଗି ଦାବି ଜୋର ଧରିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୁଣି ଆରମ୍ଭ ହୋଇଗଲାଣି। ରାଜଗାଙ୍ଗପୁର ଓକିଲ ସଂଘ ପକ୍ଷରୁ ସମ୍ବଲପୁରରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରାଯାଇଛି । ଓକିଲ ମାନେ ଏକ
Read More...

ରାଉରକେଲା ରେ ୩୧୧ କୋଟି ଟଙ୍କାର ଜି ଏସ୍ ଟି ଠକେଇ ମାମଲା।। ୫ ଗିରଫ ପରେ ୬ ଜଣଙ୍କ ନାମରେ ଜାମିନ ବିହୀନ ପରୱାନା।।…

ଗତକାଲି ୩୧୧ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାର ଚେର ଏବେ ଲମ୍ବି ଲମ୍ବି ଯାଉଛି। ରାଜ୍ୟ ଜିଏସଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ଗିରଫ ହୋଇଛନ୍ତି ରାଉରକେଲାର ଦୁଇ ଭାଇ- ଧନୱାନ ସା ଓ ରାମ ଭରୋସେ ସା ଏବଂ ଅନ୍ୟ ତିନି ଜଣ। ଏହି ୫ ବ୍ୟବସାୟୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ
Read More...