Browsing Category

ଓଡିଶା

ପେଟ୍ରୋଲ ପମ୍ପରୁ ପାଣି ମିଶା ତେଲ ବାହାରୁଥିବା ଅଭିଯୋଗ।। ଟାଙ୍କି ବନ୍ଦ କଲେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ।। ତଦନ୍ତ…

ବର୍ଷା ଦିନରେ ଗାଡିର ପେଟ୍ରୋଲ ଟାଙ୍କିରୁ ପାଣି ବାହାରିବା ପ୍ରାୟ ଶୁଣିବାକୁ ମିଳେ। ଏବେ କିନ୍ତୁ ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି ମିଶା ତେଲ। ଏହି ତେଲ ପକାଇଲେ ଗାଡି ଆଉ ଆଗକୁ ବଢୁନି । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରୁ ଏବେ ଏପରି ବହୁ ଅଭିଯୋଗ ଆସୁଛି। ତେବେ ସୁନ୍ଦରଗଡ଼ ଜିଲ୍ଲା
Read More...

ସୁନ୍ଦରଗଡରେ ରାଜ୍ୟର ଦୂତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା।। ବନ୍ଦ ଯୋଗୁଁ ସୁନ୍ଦରଗଡ ରେ…

ସୁନ୍ଦରଗଡରେ ରାଜ୍ୟର ଦୂତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡିଶା ଯୁବ ମଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ର ପ୍ରଭାବ ସୁନ୍ଦରଗଡ଼ ରେ ପରିଲକ୍ଷିତ ହେଉଛି। ଦୋକାନ ବଜ଼ାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।
Read More...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କଲେ।। ୧୫ ଦିନ ଲାଗି ରିଲିଫ ଯୋଗାଇ ଦେବାକୁ ନିର୍ଦେଶ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି
Read More...

ଆଉ ଏକ ଲଘୁଚାପ : ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ବର୍ଷା।। ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖ…

ଲଘୁଚାପ ପ୍ରଭାବରେ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ଉପକୂଳ ଓଡ଼ିଶାରେ ଆଜି ସଂଧ୍ୟାରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ଏବଂ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖରେ ରେ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର
Read More...

ବାରମ୍ବାର ଦୁଷ୍କର୍ମ ପରେ ଦିବ୍ୟାଙ୍ଗ ଯୁବତୀ ୬ ମାସର ଗର୍ଭବତୀ।। ଅଭିଯୁକ୍ତ ଯୁବକ ଗିରଫ ଏବଂ କୋର୍ଟ ଚାଲାଣ।

ରାଉରକେଲା ଉଦିତନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଲଜ୍ୟା ଜନକ ଘଟଣା। ଜଣେ ଦିବ୍ୟାଙ୍ଗ ଯୁବତୀ ଙ୍କୁ ବାରମ୍ବାର ଦୁଷ୍କର୍ମ କରି ୬ ମାସର ଗର୍ଭବତୀ କରିଥିବା ଘଟଣା ସାମ୍ନା କୁ ଆସିଛି। ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିଲେ। ପରିବାର ତରଫରୁ ଥାନାରେ ଅଭିଯୋଗ ହେବା
Read More...

ଆଜି ଜନ୍ମାଷ୍ଟମୀ।। ରାଉରକେଲା ର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା।

ଆଜି ଜନ୍ମାଷ୍ଟମୀ। ରାଉରକେଲା ରେ ବିଭିନ୍ନ ମନ୍ଦିର ସହ ଘରେ ଘରେ ଚାଲିଛି ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ ଲାଗି ପୂଜାର୍ଚ୍ଚନା। ଯଦିଓ ମଧ୍ୟରାତ୍ରରେ ଜନ୍ମୋତ୍ସବ ପାଳନ କରାଯିବ ତଥାପି ସକାଳୁ ସହରର ବିଭିନ୍ନ ମନ୍ଦିର ସହ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରୁଛନ୍ତି।ଭାଦ୍ରବ
Read More...

୧୫ ଲକ୍ଷ ଅନଲାଇନ ଠକେଇ ମାମଲାରେ ୫ ସାଇବର ଠକ ଗିରଫ।। ଗିରଫ କଲା ରାଉରକେଲା ସାଇବର ପୋଲିସ।

ଅବସର ପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ୫୬ ହଜାର ଟଙ୍କା ଅନଲାଇନ ଠକେଇ ମାମଲାରେ ରାଉରକେଲା ପୋଲିସ ଆଉ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଉରକେଲା ସାଇବର ପୋଲିସ ଝାରଖଣ୍ଡ ର ଜାମତାରା ଗ୍ରାମରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ମାମଲାରେ ସାଇବର
Read More...

ବାର୍ଦ୍ଧକ୍ୟ ଭତ୍ତା ନେଇ ଫେରୁଥିବା ବେଳେ କାର ଧକ୍କାରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ।। କାର ଚାଳକ ଫେରାର।

ବେପରୁଆ ଗାଡି ଚାଳନାର ଦୁଃଖଦ ପରିଣତି। ରାଉରକେଲା ରିଙ୍ଗରୋଡ଼ ରେ କାର ଧକ୍କାରେ ଜଣେ ବୟସ୍କ ଲୋକ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣା ଘଟିଛି ସରଣା ଛକ ନିକଟ ରିଙ୍ଗରୋଡ଼ ରେ। ପୋଲିସ କାର କୁ ଜବତ କରି ତଦନ୍ତ କରୁଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟ ରୋଡ ରେ ରହୁଥିବା ହରେକୃଷ୍ଣ
Read More...

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ଠାରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ।। ୫୭ ଟି ଅଭିଯୋଗରୁ ୮ ଟି ର ତୁରନ୍ତ…

ସୁନ୍ଦରଗଡ଼, ୧୬ ଅଗଷ୍ଟ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ କୁତ୍ରାଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ
Read More...

ସ୍ବାଧୀନତାର ଅମୃତ ମହୋତ୍ସବ ଫଟ ଚିତ୍ର ପ୍ରଦର୍ଶନୀ ଉଦଯାପିତ।। ତିନିଦିନ ଧରି ରାଉରକେଲା ରେଳ ଷ୍ଟେସନ ରେ ଚାଲିଥିଲା…

କେନ୍ଦ୍ର ସରକାରଙ୍କ ସୂଚନା ଓ ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ରେଳଷ୍ଟେସନଠାରେ ଚାଲିଲଥିବା ତନି ଦିନିଆ ସ୍ୱାଧୀନତାର ଅମୃତ ମହୋତ୍ସବ ଫଟୋଚ୍ଚିତ୍ର ପ୍ରଦର୍ଶନୀ ଗତ ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏଥିରେ ପୂର୍ବତନ ନଗରପାଳ ନିହାର ରୟ ମୁଖ୍ୟ ଅତିଥିରୁପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ
Read More...