Browsing Category
ଓଡିଶା
ପାଣି ସୁଅରେ ଭାସି ଯାଇଥିବା କାର ଠାବ।। କାର ମଧ୍ୟରୁ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର।
କୁଚିଣ୍ଡାର ନକଟିପାଲି ନିକଟରେ ଶନିବାର ସନ୍ଧ୍ୟାରେ ପାଣିରେ ଭାସି ଯାଇଥିବା କାର ର ସନ୍ଧାନ ଆଜି ସକାଳେ ମିଳିଛି। କାର ମଧ୍ୟରୁ ଭାସି ଯାଇଥିବା ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ଦୁଇଜଣ ହେଲେ ପ୍ରତାପ ପଟେଲ ଏବଂ ତାପସ ନାଏକ। ଜମନକିରା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ!-->…
Read More...
Read More...
କାର ଓଲଟି ପଡି ୩ ଆହତ।। ରାଉରକେଲା ୨ ନମ୍ବର ସେକ୍ଟର
ଏନ ଆଇ ଟି ରୋଡ଼ ରେ ଦୁର୍ଘଟଣା।
ରାଉରକେଲା ୨ ନମ୍ବର ସେକ୍ଟର ସ୍ଥିତ ଏନ ଆଇ ଟି ରୋଡ଼ର ଲୋଟସ ଛକ ନିକଟରେ ଏକ କାର ଓଲଟି ପଡିବା ଫଳରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲ ପଠାଇଛନ୍ତି। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଏହି କାର ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ!-->…
Read More...
Read More...
ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଅଗଷ୍ଟ ୨୭ ରେ।। ୨୧ ତାରିଖରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ଯୋଗୁ…
ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଏ ଏସ ଓ ପରୀକ୍ଷା ବନ୍ୟା ଯୋଗୁ ଘୁଞ୍ଚି ଯାଇଥିଲା। ଏବେ ଓଡିଶା ପବ୍ଲିକ ସର୍ଭିସ କମିଶନ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏ ଏସ ଓ) ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ପରୀକ୍ଷା ୩ଟି ସିଟିଂରେ ହେବ। ପ୍ରଥମ ସିଟିଂ!-->…
Read More...
Read More...
ହାଇୱା ଗାଡି ସହ ଜଳିଗଲେ ଡ୍ରାଇଭର।। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଗୀତାରାଣୀ ଖଣି ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା l ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ସମେତ ଏକ ହାଇୱା ଜଳିଯାଇଛି l ଲଗାଣ ବର୍ଷା ଜାରି ରହିଥିବାରୁ ହାଇୱା ଭିତରେ ପାଣି ପଶିଯିବା ଆଶଙ୍କାରେ ଡ୍ରାଇଭର ଡ଼ାଲାକୁ!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେ ଲଗାଣ ବର୍ଷା ଜାରି।। ବଣେଇ ଏବଂ ଲେଫ୍ରିପଡା ରେ ଅଧିକ ବର୍ଷା ସମ୍ଭାବନା।
ଗତକାଲି ଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବଣେଇ ଏବଂ ଲେଫ୍ରିପଡା ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି।!-->…
Read More...
Read More...
ପାଣି ମିଶା ପେଟ୍ରୋଲ ବିକ୍ରି ଅଭିଯୋଗରେ ପେଟ୍ରୋଲ ପମ୍ପ ସିଲ।। ସିଲ କଲେ ଯୋଗାଣ ବିଭାଗ।
ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଲମସି ଠାରେ ଥିବା ଏକ ପେଟ୍ରୋଲ ପମ୍ପ କୁ ସିଲ କରିଛି ଯୋଗାଣ ବିଭାଗ। ଗ୍ରାହକଙ୍କୁ ପାଣି ମିଶା ପେଟ୍ରୋଲ ବିକ୍ରି କରୁଥିବା ଅଭିଯୋଗ ରେ ଏହି ପମ୍ପ କୁ ସିଲ କରିଦିଆଯାଇଛି। ଲମସି ଠାରେ ଥିବା ଏହି ପେଟ୍ରୋଲ ପମ୍ପରେ ପାଣି ମିଶା ତେଲ ମିଳୁଥିବା ଖବର!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାପାଳଙ୍କ କୁତ୍ରା ବ୍ଲକ ଗସ୍ତ।। ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା।
ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଶୁକ୍ରବାର ଦିନ କୁତ୍ରା ବ୍ଲକ ଗସ୍ତ କରି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଜୀବିକା, କୃଷି ଓ କ୍ରୀଡ଼ା ଆଦି କ୍ଷେତ୍ରରେ ଚାଲିଥିବା ବିଭିନ୍ନ!-->…
Read More...
Read More...
ସୁନ୍ଦରଗଡ ମେଡ଼ିକାଲ କଲେଜରେ ୧୦୦ ସିଟ ଲାଗି ଅନୁମୋଦନ।।
ଏମ୍ ବି ବି ଏସ ପଢିବା ଲାଗି
ଏନ ଏମ୍ ସି ର ଅନୁମୋଦନ।
ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ!-->…
Read More...
Read More...
ସମ୍ଭାବ୍ୟ ବର୍ଷା , ବନ୍ୟା ଲାଗି ସୁନ୍ଦରଗଡ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ।। ରିଲିଫ ସାମଗ୍ରୀ ମହଜୁଦ ରଖିବାକୁ…
ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଶୁକ୍ରବାର ଦିନ ସନ୍ଧ୍ୟାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ଏହି!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ ମେଡ଼ିକାଲ ଭ୍ୟାନ।। ଲୋକଙ୍କ ଦୁଆର ମୁହଁରେ ମିଳୁଛି ମାଗଣା ସ୍ୱାସ୍ଥ୍ୟ ସେବା।
ସୁନ୍ଦରଗଡ଼, ୧୯ ଅଗଷ୍ଟ ୨୦୨୨: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି ‘ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି’। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ଜିଲ୍ଲାର ୧୯ ଲକ୍ଷରୁ!-->…
Read More...
Read More...