Browsing Category
ଓଡିଶା
ରାଉରକେଲା : ହକି ବିଶ୍ୱକପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।। ଷ୍ଟାଡିଅମ ଏବଂ ଅନ୍ୟ କାମର ସମୀକ୍ଷା ଲାଗି ବୁଧବାର…
ଭୁବନେଶ୍ୱର ସହ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱ କପ ୨୦୨୩ । ରାଉରକେଲା ରେ ଏବେ ନିର୍ମାଣ କରା ଯାଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିଅମ ର କାମ ସରିବା ଉପରେ। ବିପିୟୁଟି ପରିସରରେ ଷ୍ଟାଡିଅମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ଲାଗି ବୁଧବାର ଦିନ ରାଉରକେଲା ରେ ଆସି!-->…
Read More...
Read More...
ବଣେଇ : ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର।। କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ।
ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଟିକାୟତ ପାଲି ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନା ର ଦେବଗଡ଼ ଏବଂ ବଣାଇ ସୀମା ରେ ଏହି ଘଟଣା!-->…
Read More...
Read More...
ମହୁମାଛି ଆକ୍ରମଣରେ ଦୁଇ ମୃତ।। ସୁନ୍ଦରଗଡ ଜିଲ୍ଲାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ କନ୍ଧମାଳ ରେ ଜଣେ ମୃତ୍ୟୁ ବରଣ…
ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଧୂକାମୁଣ୍ଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମି ମୁଣ୍ଡା। ଗତକାଲି ସୁମି ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ!-->…
Read More...
Read More...
ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି। ଦେଶର ୪୫ ଜଣ ଶିକ୍ଷକଙ୍କୁ…
ମୂଳ ପ୍ରତିଭା ବିକାଶର ମାଧ୍ୟମ ହେଉଛି ମାତୃଭାଷା – ମହାମହିମ ରାଷ୍ଟ୍ରପତି
ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ ଶିକ୍ଷିତ ଭାରତ ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ପ୍ରୋତ୍ସାହିତ କରିବ- ଧର୍ମେନ୍ଦ୍ର ପ୍ରଧାନ
• ଦେଶର ୪୫ ଜଣ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ!-->!-->!-->!-->!-->…
Read More...
Read More...
ରାଉରକେଲା : ଲହୁଣୀପଡା , କୋଇଡା , ବିଶ୍ରା ର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ପରିକ୍ରମା କଲା ‘ଅହିଂସା…
'ଅହିଂସା ରଥ' ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ପରିକ୍ରମା କରିଥିଲା। ଉଡୁସୁ ଗ୍ରାମପଞ୍ଚାୟତଠାରେ ଏହି ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରକୁ ମଧ୍ୟ ରଥ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ ଅଧ୍ୟକ୍ଷା ଫୁଲମଣି କେରକେଟା, ଉପାଧ୍ୟକ୍ଷା ତରନୁମ ସବା,!-->…
Read More...
Read More...
ରାଉରକେଲା ସହର ପରିକ୍ରମା କଲା ଅହିଂସା ରଥ।। ଲୋକ ନୃତ୍ୟ ଏବଂ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଲୋକମାନେ ରଥକୁ କଲେ…
ରାଉରକେଲା, ୫ ସେପ୍ଟେମ୍ବର ୨୦୨୨: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଏବଂ ଜନସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ‘ଅହିଂସା ରଥ’ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିଛି। ସୋମବାର ଦିନ ଏହି ରଥ ରାଉରକେଲା ସହର!-->…
Read More...
Read More...
ରାଉରକେଲା : ବିଦ୍ୟା ଷ୍ଟଡି ପଏଣ୍ଟ ପକ୍ଷରୁ ଗୁରୁ ଦିବସ ପାଳିତ।। ଛାତ୍ରଛାତ୍ରୀ ମାନେ ଉପହାରରେ ଗୁରୁଙ୍କୁ ଦେଲେ ଚାରା…
ରାଉରକେଲା,୫/୯ (ନି.ପ୍ର): ପ୍ରାକ୍ତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା!-->…
Read More...
Read More...
ସୁନ୍ଦରଗଡ ସଦର ମହକୁମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି।। ୨୧ ଟି ଅଭିଯୋଗର ତୁରନ୍ତ ସମାଧାନ।
ସୁନ୍ଦରଗଡ଼, ୫ ଅଗଷ୍ଟ ୨୦୨୨: ସାଧାରଣ ଲୋକଙ୍କ ଆପତ୍ତି, ଅଭିଯୋଗ ଆଦି ଶୁଣି ଏହାର ଆଶୁ ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ ଅଭିଯୋଗ ଶୁଣାଣି କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି!-->…
Read More...
Read More...
ସୁରୁଚି ବଜ଼ାର ର ନୂତନ ଆଉଟ ଲେଟ ଉଦଘାଟିତ।। ସିଭିଲ ଟାଉନ ଶିପ ନିକଟ ମୁଖ୍ୟମାର୍ଗ ରେ ଉଦଘାଟିତ।
ସୁରୁଚି ବଜ଼ାର ପ୍ରାଇଭେଟ ଲିମିଟେଡ଼ ଚେନ ର ୧୧ ତମ ଆଉଟଲେଟ ରାଉରକେଲା ସିଭିଲ ଟାଉନଶିପ ନିକଟ ମୁଖ୍ୟ ମାର୍ଗରେ ଉଦଘାଟିତ ହୋଇଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ନୂତନ ଷ୍ଟୋର କୁ ଉଦଘାଟନ କରିଥିଲେ। ସୁରୁଚି ବଜ଼ାର ନିର୍ଦେଶକ ରମେଶ ଅଗ୍ରୱାଲ , ରୋନକ ଗୋଏଲ ଙ୍କ ସମେତ ସହର!-->…
Read More...
Read More...
ରାଉରକେଲା : ବିଭିନ୍ନ ଦାବି ନେଇ ଜୀବନ ବୀମା ନିଗମ ଏଜେଣ୍ଟ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ।। ବିଭିନ୍ନ କାର୍ଯ୍ୟାଳୟ…
ଜୀବନ ବୀମା ନିଗମ ଏଜେଣ୍ଟ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଚାଲିଥିବା ପ୍ରତୀକ ଆନ୍ଦୋଳନ ୫ ଦିନ ହୋଇଯାଇଛି। ଆଜି ରାଉରକେଲା ରେ ଏଲଆଇସି ଏଜେଣ୍ଟ ସଙ୍ଘ ପକ୍ଷରୁ ସହରରେ ଥିବା ବିଭିନ୍ନଏଲ ଆଇ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଉଦିତନଗର , ପାନପୋଷ , ୧୯ ନମ୍ବର ସେକ୍ଟର ଜୀବନ!-->…
Read More...
Read More...