Browsing Category

ଓଡିଶା

ସୁନ୍ଦରଗଡ଼ ଜିଲ୍ଲାରେ ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଆୟ ବଢ଼ିବାରେ ସହାୟକ ହେଉଛି।

• ୮,୪୮୫ଟି ପ୍ରକଳ୍ପ, ୪୫ ହଜାରରୁ ଅଧିକ ଚାଷୀ ଉପକୃତ• ବିଭିନ୍ନ ନଦୀ, ନାଳ ଭଳି ପ୍ରାକୃତିକ ଜଳ ଉତ୍ସର ବ୍ୟବହାର• ଧାନ ସହିତ ବିଭିନ୍ନ ପ୍ରକାର ଆୟକାରୀ ଫସଲ କରୁଛନ୍ତି ଚାଷୀ ସୁନ୍ଦରଗଡ଼, ୧୩ ସେପ୍ଟେମ୍ବର ୨୦୨୨: ‘‘ଆଗରୁ ପାଣି ଅସୁବିଧା ଯୋଗୁଁ ଭଲ ଚାଷବାସ ହେଉ ନଥିଲା। ଏପରିକି ଧାନ ଚାଷ
Read More...

ଲାକଡାଉନ ସମୟର ଦୁଇ ମାସ ଦୋକାନ ଭଡା ଛାଡ଼ କଲା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ।। ଆରଡିଏ ସମ୍ପାଦକଙ୍କ ଦୋକାନୀଙ୍କ ସହ…

ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ଆବଣ୍ଟିତ ଦୋକାନ ମାଲିକଙ୍କ ସହ ଆରଡିଏ ସମ୍ପାଦକ ଡ. ଶୁଭଙ୍କର ମହାପାତ୍ରଙ୍କ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାନପୋଷ ସ୍ଥିତ ସଭାଗୃହରେ ଏହି ବୈଠକରେ ବ୍ୟବସାୟୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା
Read More...

ସୁନ୍ଦରଗଡ଼ : ସବଡେଗା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କଲେ ଜିଲ୍ଲାପାଳ।। ଜନ ଶୁଣାଣି ରେ ଶୁଣିଲେ ଆପତ୍ତି…

ସୁନ୍ଦରଗଡ଼, ୧୨ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସବଡେଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଶି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ବିଭିନ୍ନ
Read More...

ସୁନ୍ଦରଗଡ଼ : ଆବଶ୍ୟକୀୟ ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ।

ପାଞ୍ଚଟି ଶ୍ରେଣୀର ୩୬ ଜଣ ପିଲାଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ବାରମ୍ବାର ଶିକ୍ଷକ ନିଯୁକ୍ତି ଲାଗି ନିବେଦନ କରି ବିଫଳ ହେବା ପରେ ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଏର୍ଗା ଡମବହାଲ ପ୍ରାଥମିକ ବିଦ୍ୟାଳୟ ର
Read More...

ରାଉରକେଲା : ଅନଲାଇନ ଅନ୍ତର୍ରାଜ୍ୟ ଠକ ଗ୍ୟାଙ୍ଗ ର ୮ ଜଣ ସଦସ୍ୟଙ୍କୁ ଗିରଫ କଲା ପୋଲିସ।। ନାମିଦାମୀ ଅନଲାଇନ କମ୍ପାନୀ…

ରାଉରକେଲା ପୋଲିସ ଏକ ଅନଲାଇନ ଠକ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଠକ ଦଳ ବିହାର , ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଅଞ୍ଚଳର । ଉଦିତନଗର ଥାନା ଅଞ୍ଚଳରେ ଏକ ଫ୍ଲାଟ ଭଡା ନେଇ ଅନଲାଇନ ଠକେଇ କରି ଆସୁଥିଲେ। ନାପତୋଲ , ସୁଧି , ଅୟୁର୍ବେଦୀ ଭଳି ନାମୀ ଅନଲାଇନ ବ୍ୟବସାୟ
Read More...

ରାଉରକେଲା : ୫ ଜଣ ନିଶା ବେପାରୀଙ୍କୁ ଗିରଫ କଲା ପ୍ଲାଣ୍ଟସାଇଟ ପୋଲିସ ।। କାର , ବାଇକ ସହ ଲକ୍ଷାଧିକ ଟଙ୍କାର ହିରୋଇନ…

ବୃଦ୍ଧି ପାଉଥିବା ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସ ଅଣ୍ଟା ଭିଡ଼ିଚି। ଦୁଇ ଦିନରେ ପ୍ଲାଣ୍ଟସାଇଟ ପୋଲିସ ୫ ଜଣ ଡ୍ରଗ୍ସ ବିକ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ହିରୋଇନ ଜବତ କରିଛନ୍ତି। ଏହି ଡ୍ରଗ୍ସ ବେପାରୀ ମାନେ ପଶ୍ଚିମବଙ୍ଗ ଏବଂ
Read More...

ରାଉରକେଲା ରୁ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜାଲ ନୋଟ ଜବତ।। ଅନ୍ତର୍ରାଜ୍ୟ ଜାଲ ନୋଟ କାରବାରୀ ଶେଖ ଅହମ୍ମଦ ଗିରଫ।

ରାଉରକେଲା ରୁ ଧରା ପଡ଼ିଲା ଅନ୍ତର୍ରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତା ରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟର ରୁ ଗିରଫ କରିଛି। ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର
Read More...

ରାଉରକେଲା ରୁ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜାଲ ନୋଟ ଜବତ।। ଅନ୍ତର୍ରାଜ୍ୟ ଜାଲ ନୋଟ କାରବାରୀ ଶେଖ ଅହମ୍ମଦ ଗିରଫ।

ରାଉରକେଲା ରୁ ଧରା ପଡ଼ିଲା ଅନ୍ତର୍ରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତା ରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟର ରୁ ଗିରଫ କରିଛି। ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର
Read More...

ସୁନ୍ଦରଗଡ଼ : ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ୧୫ ଗ୍ରାମବାସୀ ଆହତ।। ଜଣେ ଗୁରୁତର ମହିଳାଙ୍କୁ ବୁର୍ଲା ମେଡ଼ିକାଲ…

ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ଯଜନ୍ତୁ ଉତ୍ପାତ ରେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଘରେ ପଶି ଶୋଇଥିବା ଅବସ୍ଥାରେ ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି। ପ୍ରାୟ ୧୫ ଜଣଙ୍କୁ କାମୁଡି ଥିବାବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି।
Read More...

ବେଆଇନ ପର୍କିଙ୍ଗ ଫି ଆଦାୟ କଲେ ଆର ଏମ୍ ସି ନେବ ଦୃଢ କାର୍ଯ୍ୟାନୁଷ୍ଠାନ।। ବିଭିନ୍ନ ମଲ , ମଲ୍ଟି ପ୍ଲେକ୍ସ ,…

ରାଉରକେଲା ମହାନଗର ନିଗମ ଅଧିନରେ ଥିବା ସପିଂ ମଲ୍‌, ମଲ୍ଟିପ୍ଳେକ୍ସ, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ହାଉସିଂ ପ୍ରଜେକ୍ଟ ଭଳି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଆରଡିଏର (ପି ଆଣ୍ଡ ବିଏସ୍) ୨୦୧୭ ନିୟମ ଏବଂ ଓଡ଼ିଏର (ପିଆଣ୍ଡ ବିଏସ୍‌ ) ନିୟମ ୨୦୨୦ ଅନୁଯାୟୀ ପାର୍କିଂ ସୁବିଧା ଯୋଗାଇ ଦେବାର
Read More...