Browsing Category

ଓଡିଶା

ରାଉରକେଲା : ବାସନ୍ତୀ କଲୋନୀ ର ଭେଣ୍ଡିଙ୍ଗ ଜୋନ ରେ ୬୦ ରୁ ଉର୍ଦ୍ଧ୍ବ ଦୋକାନ ଘର ଭଙ୍ଗା ଗଲା।। ବହୁତଳ ମାର୍କେଟ…

ରାଉରକେଲା ରେ ହକି ବିଶ୍ୱକପ ପୂର୍ବରୁ ଚାଲିଛି ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ। ବୁଧବାର ଦିନ ବାସନ୍ତୀ କଲୋନୀ ଭେଣ୍ଡିଙ୍ଗ ଜୋନ ରେ ଥିବା ୬୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହି ସ୍ଥାନରେ ଅସ୍ଥାୟୀ ଦୋକାନ ଘର କରାଯାଇ ଆର
Read More...

ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଙ୍କ ପରଲୋକ।। ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସ ରେ ଚିକିତ୍ସା ଧୀନ ଅବସ୍ଥାରେ…

୪୧ ଦିନର ସଂଘର୍ଷ ପରେ ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଶେଷରେ ଆଖି ବୁଜିଲେ। ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅଗଷ୍ଟ ୧୦ ତାରିଖରେ ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏମ୍ସ ରେ ଭର୍ତ୍ତି ହୋଇଥିଲେ । ଜିମ ରେ ୱାର୍କଆଉଟ କରୁଥିବା ବେଳେ ସେ ଛାତିରେ ଯନ୍ତ୍ରଣା
Read More...

ସୁନ୍ଦରଗଡ : ଅତିରିକ୍ତ ତହସିଲଦାର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଧବାର ସକାଳୁ ସୁନ୍ଦରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ଟାଙ୍ଗରପାଲି ତହସିଲ ର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଏହି ଚଢ଼ାଉ କରାଯାଇଛି। କୁଳମଣି ଙ୍କ ପିତୃକ
Read More...

ରାଉରକେଲା ରେ ହକି ବିଶ୍ୱକପ ୨୦୨୩ ଲାଗି ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ।। ଭିତ୍ତିଭୂମି , ପର୍କିଙ୍ଗ , ସୌନ୍ଦର୍ଯ୍ୟକରଣ…

ରାଉରକେଲା: ୨୦/୯ (ସତ୍ୟା ନିଉଜ଼) ୨୦୨୩ ଜାନୁୟାରୀ ମାସରେ ଭୁବନେଶ୍ୱର ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାମ କରାଯାଉଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ
Read More...

ରାଉରକେଲା : ବନ୍ଧମୁଣ୍ଡା ରେ ମାଲଗାଡି ର ୩ଟି ବଗି ଲାଇନଚ୍ୟୁତ।। ଆରଏସପି ରୁ ମାଲ ଅନଲୋଡ଼ କରି ଫେରୁଥିବା ବେଳେ…

ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ରାଉରକେଲା ବନ୍ଧମୁଣ୍ଡାରେ ଏକ ମାଲ ଗାଡିର ତିନୋଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆରଏସପିରୁ ମାଲ ଅନଲୋଡ୍ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେଲୱେ ୟାର୍ଡ ନିକଟରେ ଘଟିଥିବା ସୂଚନା ମିଳିଛି। ଗୋଟିଏ ବଗି ଲାଇନଚ୍ୟୁତ ହେବ ପରେ
Read More...

ରାଉରକେଲା : ତାପସ୍ୱିନୀ ଏକ୍ସପ୍ରେସ ରହଣି ଦାବିରେ ନୂଆଗାଁ ଷ୍ଟେସନରେ ଧାରଣା ଏବଂ ରେଳ ରୋକ।। ନୂଆଗାଁ , ହାତୀବାରି…

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସ୍‌ ଏବଂ ଜାମ୍ମୁ-ତାଇ ଏକ୍ସପ୍ରେସ ଟ୍ରେନ୍‌ ରହଣି ଦାବିରେ ଆଜି ରେଳରୋକ କରାଯାଇଛି। ରେଳ ରୋକ ସହ ସ୍ଥାନୀୟ ଲୋକମାନେ ଷ୍ଟେସନ ନିକଟରେ ଧାରଣା ମଧ୍ୟ ଦେଇଛନ୍ତି।ସୁନ୍ଦରଗଡ଼ ଜିଲ୍ଲା ଝାଡ଼ଖଣ୍ଡ ସୀମାନ୍ତରେ ଥିବା ନୂଆଗାଁ ରେଳ
Read More...

ଗୁରୁଣ୍ଡିଆ ବ୍ଲକରେ ବିଭିନ୍ନ ଜନ କଲ୍ୟାଣ କାମର ସମୀକ୍ଷା।। ଅନୁଧ୍ୟାନ କଲେ ଜିଲ୍ଲାପାଳ ଏବଂ ବିଧାୟକ।

ରାଉରକେଲା,(ସତ୍ୟା ନିଉଜ)୧୯ ସେପ୍ଟେମ୍ବର ୨୦୨୨: ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଗୁରୁଣ୍ଡିଆ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଏହି ବ୍ଲକରେ ଶିକ୍ଷା,
Read More...

ଗୁରୁଣ୍ଡିଆ ବ୍ଲକରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ।

ରାଉରକେଲା ( ସତ୍ୟା ନିଉଜ଼)୧୯ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜନଶୁଣାଣିରେ ସୁନ୍ଦରଗଡ଼
Read More...

ସୁନ୍ଦରଗଡ଼ : ଟ୍ରକ ମାଲିକ ସଂଘର ଦୂତୀୟ ଦିନରେ ଚକ୍କା ବନ୍ଦ ଆନ୍ଦୋଳନ।। ଏମ୍ ସି ଏଲ ରୁ କୋଇଲା ପରିବହନ ଠପ।

ସୁନ୍ଦରଗଡ଼/( ସତ୍ୟା ନ୍ୟୁଜ )୧୯/୯: କୋଇଲା ପରିବହନ ରେ ଭଡା ବୃଦ୍ଧି ଦାବି ରେ ଆଜି ଟ୍ରକ ମାଲିକଙ୍କ ଚକ୍କା ଜାମ ଆନ୍ଦୋଳନ ଦ୍ୱିତୀୟ ଦିନ ରେ ପହଁଞ୍ଚିଛି । ଏମସିଏଲ ର ତିନୋଟି କୋଇଲା ଖଣି ରୁ କୋଇଲା ପରିବହନ ଠପ୍ ହୋଇଯାଇଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ଛତିଶଗଡ଼ କୁ ଏମସିଏଲ କୋଇଲା
Read More...

ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି ସମ୍ପାଦକ ଭାବେ ବିରାଜ କୁମାର ବିଶ୍ବାଳ ନିର୍ବାଚିତ।

ରାଉରକେଲା ରେ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତା ନିର୍ବାଚନ ଲାଗି ଭୋଟ ଗଣତି ପରେ ରବିବାର ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ପୂଜା କମିଟି ର ସାଧାରଣ ସମ୍ପାଦକ ଭାବେ ବିରାଜ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି । ରାଉରକେଲା ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ଆଜି ଭୋଟ
Read More...