Browsing Category

ଓଡିଶା

ରାଉରକେଲା : ବିଶ୍ରା ଥାନା ଖୁଣ୍ଟଗାଁ ଡକାୟତି ଘଟଣାରେ ୬ ଜଣ ଡ଼କାୟତ ଗିରଫ।। ବାଇକ , ନଗଦ ଟଙ୍କା , ସୁନା ଗହଣା ଜବତ।

ନୂଆଗାଁ ବ୍ଲକ ଖୁଣ୍ଟଗାଁ ରେ ସେପ୍ଟେମ୍ବର ୨୫ ତାରିଖ ରାତିରେ ହୋଇଥିବା ବହୁ ଚର୍ଚ୍ଚିତ ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ଛଅ ଜଣ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଶ୍ରା ଥାନା ଅଧୀନସ୍ଥ ଖୁଣ୍ଟଗାଁରେ ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀ
Read More...

ଅନ୍ତର୍ଜାତୀୟ ସ୍ତରରେ ରାଉରକେଲା ଇସ୍ପାତ ନଗରୀକୁ ବଡ ସଫଳତା।। ଇ-କୁଲ ମଣ୍ଡି ଲାଗି ମିଳିଲା ମିଲାନ ଫୁଡ଼ ପଲିସି…

ସ୍ମାର୍ଟସିଟି ରାଉରକେଲାକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର। ଅର୍ଥନୈତିକ ଓ ସାମାଜିକ ସମାନତା ବର୍ଗରେ ଇ-କୁଲ୍ ମଣ୍ଡି ପାଇଁ ରାଉରକେଲାକୁ ମିଳିଲା ମିଲାନ୍ ପ୍ୟାକ୍ଟ ଆୱାର୍ଡ, ୨୦୨୨ । ବ୍ରାଜିଲ୍ ସ୍ଥିତ ରିଓ ଡି ଜେନିରିଓରେ ଅକ୍ଟୋବର ୧୭ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ମିଲାନ୍ ଅର୍ବାନ୍
Read More...

ରାଉରକେଲା : ପରିବହନ କାର୍ଯ୍ୟାଳୟରେ ଦଲାଲୀ କରୁଥିବା ଅଭିଯୋଗରେ ୪ ଗିରଫ।। ଗିରଫ କଲା ଉଦିତନଗର ଥାନା ପୋଲିସ।

ରାଉରକେଲା ପରିବହନ କାର୍ଯ୍ୟାଳୟ ନିକଟରୁ ଉଦିତନଗର ପୋଲିସ ମଙ୍ଗଳବାର ଦିନ ୪ ଜଣ ଦଲାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେତେକ ଗାଡି ମାଲିକଙ୍କ ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଛି। ରାଉରକେଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)ରେ ବର୍ଷ ବର୍ଷ ଧରି ଚାଲିଛି ଦଲାଲଙ୍କ ରାଜ।
Read More...

ବଣାଇ : ପୋଖରୀ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ପରେ ଉତ୍ତେଜନା।। ହତ୍ୟା ସନ୍ଦେହ।। ୪ ବଙ୍ଗୀୟ ଯୁବକ ଅଟକ।

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶୁଣ୍ଢୀକୋଣ ରେ ଏକ ପୋଖରୀରୁ ରାଜେଶ କୁମାର ସାହୁ ନାମକ ଜଣେ ଯୁବକଙ୍କ ଶବ ମିଳିବା ପରେ ଉତ୍ତେଜନା ଦେଖାଦେଇଛି। ରାଜେଶ ସନ୍ଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇ ଥିଲେ। କିଛି ସମୟ ପରେ ପୋଖରୀରେ ତାଙ୍କର ମୃତ ଦେହ ଭସୁ ଥିବା କିଛି ଲୋକ ଦେଖି ପରିବାର
Read More...

ରାଉରକେଲା : ତାଏକ୍ୱାଣ୍ଡୋ ମାଷ୍ଟର ମାନଙ୍କୁ ସମ୍ମାନିତ କରାଗଲା।।
ଆଇ ଟି ୟୁ ଆୱାର୍ଡ ୨୦୨୨ ଦ୍ୱାର ସମ୍ମାନିତ।

ରାଉରକେଲା ରେ ଦ୍ଵୀ ଦିବସୀୟ ରାଷ୍ଟ୍ରୀୟ ତାଏକ୍ଵାଣ୍ଡୋ ଇନଷ୍ଟ୍ରକ୍ଟର୍ ଓ ରେଫ୍ରି ଟ୍ରେନିଂ ର ଆୟୋଜନ ଭଞ୍ଜ ଭବନ ର ଆଦର୍ଶ ସାହିତ୍ୟ ଘର ପରିସର ରେ ସମ୍ପନ୍ନ ହୋଇଛି ଯାଇଛି । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟ ରୁ ତାଏକ୍ଵାଣ୍ଡୋ ଖେଳାଳୀ ମାନେ ଯୋଗ ଦେଇ ଜାତୀୟ ସ୍ତରୀୟ ସେମିନାର ର ଲାଭ ଉଠାଇ
Read More...

କୋଏଲ ସୁରକ୍ଷା ମଞ୍ଚ ପକ୍ଷରୁ ଆର ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ବିଭିନ୍ନ ସମସ୍ୟା ସମାଧାନ ନେଇ…

ରାଉରକେଲା କୋଏଲ ନଗର ଅଞ୍ଚଳରେ ସ୍ବେରେଜ କାମ ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଅଞ୍ଚଳ ବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ବାବଦରେ ମଙ୍ଗଳବାର ଦିନ କୋଏଲ ସୁରକ୍ଷା ମଞ୍ଚ ପକ୍ଷରୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Read More...

ବଣାଇ : ଗ୍ରାମବାସୀ ମାନେ ସ୍କୁଲ ଗେଟ୍ ରେ ପକାଇଲେ ତାଲା।। ଶିକ୍ଷକ , ଶିକ୍ଷୟତ୍ରୀ ବିଳମ୍ବରେ ଆସୁଥିବାରୁ ପ୍ରତିବାଦ।

ବାରମ୍ବାର ତାଗିଦ ସତ୍ତ୍ୱେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସ୍କୁଲ କୁ ବିଳମ୍ବରେ ଆସିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି l ଘଟଣା ଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ କେନାଭେଟା ଗ୍ରାମରେ lକେନାଭେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଢନ୍ତି ୧୬୮ ଜଣ ଛାତ୍ରଛାତ୍ରୀ । ପାଠ
Read More...

ସୁନ୍ଦରଗଡ଼ : କୁତ୍ରା ଠାରେ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ।। ବାଳକ ବର୍ଗରେ କୋଇଡା ଏବଂ ବାଳିକା…

ସୁନ୍ଦରଗଡ଼ର କୁତ୍ରାଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଳକ ବର୍ଗରେ କୋଇଡ଼ା ଏବଂ ବାଳିକା ବର୍ଗରେ ଲାଠିକଟା ଟିମ୍ ବିଜୟୀ ହୋଇଛନ୍ତି। ଜୋନସ୍ତରୀୟ ମ୍ୟାଚରୁ ଉଭୟ ବର୍ଗରେ ମୋଟ ୮ଟି ଟିମ୍ ଫାଇନାଲରେ ଖେଳିବା ପାଇଁ ଉନ୍ନୀତ ହୋଇଥିଲେ
Read More...

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଇଡ଼ା ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି।। ୧୭ ଟି ଅଭିଯୋଗର ତୁରନ୍ତ…

ରାଉରକେଲା, ୧୮ ଅକ୍ଟୋବର ୨୦୨୨ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ମୁକେଶ କୁମାର ଭାମୁ ଉପସ୍ଥିତ ରହି ସାଧାରଣ
Read More...

ଇଡ଼କୋ ପରିଚାଳନା ନିର୍ଦ୍ଧେଶକଙ୍କ ରାଉରକେଲା ଗସ୍ତ।। ନିର୍ମାଣଧୀନ ଆନ୍ତର୍ଜାତିକ ହକି ଷ୍ଟାଡିଅମର ଭତ୍ତିଭୂମି ସମୀକ୍ଷା।

ରାଉରକେଲା, ୧୮ ଅକ୍ଟୋବର ୨୦୨୨: ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଶ୍ରୀଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ସେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିର୍ସା ମୁଣ୍ଡା
Read More...