Browsing Category

ଓଡିଶା

ରାଉରକେଲା : ଟ୍ରକ- ବାଇକ ମଧ୍ୟରେ ଧକ୍କା।। ଜଣେ ମୃତ ଜଣେ ଗୁରୁତର।। ୧୪୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା।

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ରାଜାମୁଣ୍ଡା-ରାଉରକେଲା ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଦିନ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସପିଟାଲ ପଠାଯାଇଛି। ଏହି ଦୁଘଟଣା ଲହୁଣୀପଡା ଥାନା ଅନ୍ତର୍ଗତ
Read More...

ରାଉରକେଲା : ବିଶିଷ୍ଟ ସମାଜସେବୀ ଗିଆସୁଦ୍ଦିନଙ୍କ ଅନ୍ତିମ ସଂସ୍କାର ଆଜି।। ଶେଷ ଦର୍ଶନ ପାଇଁ ବାସଭବନରେ ଭିଡ଼।

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ରାଉରକେଲାର ଜଣାଶୁଣା ସମାଜସେବୀ ତଥା ଶାନ୍ତିଦୂତ ଭାବେ ପରିଚିତ ମହମ୍ମଦ ଗିଆସଉଦ୍ଦିନଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି। ସେ ରାଉରକେଲାରେ ଗିଆସ ଚାଚା ଭାବେ ପରିଚିତ ଥିଲେ। ଭୁବନେଶ୍ୱର ସନସାଇନ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ
Read More...

ରାଉରକେଲା : ସମାଜସେବୀ ମହମ୍ମଦ ଗିଆସୁଦ୍ଦିନଙ୍କ ୮୨ ବର୍ଷ ବୟସରେ ପରଲୋକ।। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର…

ରାଉରକେଲା : ୧୦/୬ (ସତ୍ୟାନ୍ୟୁଜ) ରାଉରକେଲାର ଜଣାଶୁଣା ସମାଜସେବୀ ତଥା ଶାନ୍ତିଦୂତ ଭାବେ ପରିଚିତ ମହମ୍ମଦ ଗିଆସଉଦ୍ଦିନ @ ଗିଆସ ଚାଚା ଙ୍କ ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସନସାଇନ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ
Read More...

ରାଉରକେଲା : ରାଉରକେଲାରେ ଚାଞ୍ଚଲ୍ୟ ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ବାପା ଫେରାର।। ପୋଲିସ ତଦନ୍ତ ଜାରି।

ରାଉରକେଲା : ୧୦/୬ (ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନା ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟି ଯାଇଛି। ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାର ବାପା ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ବାପା ରାଜୁ ଲାକ୍ରା ଫେରାର ହୋଇଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡି
Read More...

ରାଉରକେଲା : ବରଯାତ୍ରୀ ବସ ଓଲଟି ଜଣେ ମୃତ , ୩ ଗୁରୁତର।। ଗୁରୁତର ଜେପି ହସପିଟାଲରେ ଭର୍ତ୍ତି।। ଗୁରୁଣ୍ଡିଆ ଥାନା…

ରାଉରକେଲା : ୯/୬ ( ସତ୍ୟାନ୍ୟୁଜ) ବରଯାତ୍ରୀ ଯାଉଥିବା ବେଳେ ବସ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲା ଜେପି ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ
Read More...

ରାଉରକେଲା : ମିଳିତ ଅମଲା ମଞ୍ଚର ଧାରଣା ନଅ ଦିନରେ।। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ନେଇ ସୂଚନା।

ରାଉରକେଲା : ୯/୬ (ସତ୍ୟାନ୍ୟୁଜ) ମିଳିତ ଅମଲା ସଂଘର ଆନ୍ଦୋଳନ ନଅ ଦିନରେ ପହଁଚିଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ଚାଲିଛି। ରାଉରକେଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅମଲା ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ସମୂହ ଛୁଟି ନେଇ ମିଳିତ ଅମଲା ମଞ୍ଚ
Read More...

ରାଉରକେଲା : ରଥଯାତ୍ରା ପାଳନ ପାଇଁ ପ୍ରଶାସନ ଏବଂ ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ।। ସୂଚାରୁ ରୂପେ…

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସୂଚାରୁ ରୂପେ ସମ୍ପନ୍ନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଉଦିତନଗର ଆଇ ଟି ଡି ଏ ହଲ୍ ରେ ଅୟୋଜିତ ଏହି ବୈଠକରେ ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟିର କର୍ମକର୍ତ୍ତା ମାନେ
Read More...

ରାଉରକେଲା : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଲାଠିକଟା ବ୍ଲକ ଗସ୍ତ।। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର କଲେ…

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ମାନ୍ୟବର ଅଧ୍ଯକ୍ଷ ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତ ରେ ଆସି ଆଜି ରାଉରକେଲା ସରକାରୀ ଚିକିତ୍ସାଳୟ ର ପୁଷ୍ଟିସାଧନ କେନ୍ଦ୍ର, ଲାଠିକଟା ବ୍ଲକ ର ଆଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ
Read More...

ରାଉରକେଲା : ରାଉରକେଲାରେ ଖୋଲିଲା ‘ଗାଁ ଆମ୍ବ ପସରା’।। କେନ୍ଦୁଝର , ବ୍ରହ୍ମପୁର , ରାୟଗଡାର ଆମ୍ବ ମଧ୍ୟ…

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ ସ୍ଥାନୀୟ ରାଉରକେଲା ର ଆମ ବାଗାନ ଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ବୁଧବାର ଦିନ ଏହି ଷ୍ଟଲକୁ ଜିଲ୍ଲା ପରିଷଦ
Read More...

ଯାଜପୁରରୋଡ଼ : ମାଲଗାଡି ବଗି ତଳେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ , ୩ ଗୁରୁତର।। ଆହତ ଯାଜପୁରରୋଡ଼ ହସପିଟାଲରେ ଭର୍ତ୍ତି।

ଯାଜପୁରରୋଡ଼ : ୭/୬ (ସତ୍ୟାନ୍ୟୁଜ) ଯାଜପୁରରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ତଳେ କଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ଗୁରୁତର ମାନଙ୍କୁ ଯାଜପୁରରୋଡ଼ ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପୋଲିସ ପହଞ୍ଚି ଉଦ୍ଧାର
Read More...