Browsing Category

ଓଡିଶା

ରାଉରକେଲା : ‘ମୁକ୍ତା’ ଯୋଜନାରେ ୧୬୧ଟି ୱାର୍କ ଅର୍ଡର ବଣ୍ଟନ।। ୧୨ କୋଟି ୫୦ ଲକ୍ଷ ତାଙ୍କର ବ୍ୟୟ ବରାଦ।

ରାଉରକେଲା : ୧୭/୧୦ (ସତ୍ୟାନ୍ୟୁଜ) ଓଡ଼ିଶାରେ ସହରାଞ୍ଚଳର ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ ମୁକ୍ତା ଯୋଜନାରେ ରାଉରକେଲା ସହରାଞ୍ଚଳରେ
Read More...

ସୁନ୍ଦରଗଡ : ବିଶ୍ୱ ଛାତ୍ରଛାତ୍ରୀ ଦିବସ ପାଳିତ।। ଭାରତର ପୂର୍ବତନରାଷ୍ଟ୍ରପତି ଡକ୍ତର ଏପିଜେ ଅବଦୁଲ କଲାମଙ୍କ…

ସୁନ୍ଦରଗଡ : ୧୭/୧୦ (ସତ୍ୟାନ୍ୟୁଜ) ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ୧୫ ଅକ୍ଟୋବରକୁ ସାରା ପୃଥିବୀରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ପାଳନ କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର
Read More...

ମୟୁରଭଞ୍ଜ : ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଏ ଏସ୍ ଆଇ ଏବଂ ହୋମଗାର୍ଡ ଗିରଫ।। କୋର୍ଟ ଚାଲାଣ।

ରାଇରଙ୍ଗପୁର : ୧୭/୧୦ (ସତ୍ୟାନ୍ୟୁଜ) ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସ୍‌ଆଇ ଆନନ୍ଦ ମାଝୀ ଓ ହୋମ୍‌ଗାର୍ଡ ଦେବାନନ୍ଦ ପାତ୍ର। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।ହୋମ୍‌ଗାର୍ଡଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଝାଡ଼ଖଣ୍ଡର ଲାଗଡ଼ା ଥାନା
Read More...

ରାଉରକେଲା : ଟ୍ରାକ୍ଟର ଧକ୍କା ଦେଲା ସ୍କୁଲ ଅଟୋକୁ।। ୨ ଛାତ୍ରଙ୍କ ସମେତ ୩ ଆହତ।

ରାଉରକେଲା : ୧୭/୧୦ (ସତ୍ୟାନ୍ୟୁଜ) ସ୍କୁଲ ଅଟୋକୁ ଏକ ଟ୍ରାକ୍ଟର ଧକ୍କା ଦେବା ଫଳରେ ୨ ଜଣ ଛାତ୍ରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ରାଉରକେଲା ୧ ନମ୍ବର ସେକ୍ଟର ଦୁର୍ଗାପୂଜା ମଣ୍ଡପ ନିକଟ ରୋଡ଼ରେ ଘଟିଛି ଏହି ଦୁର୍ଘଟଣା। ଅଟୋରେ ଏକ ଘରୋଇ ଇଂରାଜୀ ମିଡ଼ିଅମ ସ୍କୁଲ
Read More...

ମୟୁରଭଞ୍ଜ : ତିରିଂ ବ୍ଲକ ମାଙ୍କଡ଼ ଘାଟିରେ ବିଜେପିର ସମ୍ବର୍ଦ୍ଧନା ଏବଂ ମିଶ୍ରଣ ପର୍ଵ ଅନୁଷ୍ଠିତ।। ଯୋଗଦେଲେ…

ମୟୁରଭଞ୍ଜ : ୧୭/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଭାରତୀୟ ଜନତା ପାର୍ଟି ତରଫରୁ ତିରିଂ ବ୍ଲକ ମାଙ୍କଡିଘାଟୀ ହାଟପଡିଆ ଠାରେ ଏକ ସମ୍ବର୍ଦ୍ଧନା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ମହାରାଷ୍ଟ୍ର : କଣ୍ଟେନର ପଛରେ ପିଟିହୋଇ ଗଲା ଯାତ୍ରୀ ବାହୀ ମିନି ବସ୍। ୧୨ ମୃତ , ୨୩ ଆହତ। ପ୍ରଧାନମନ୍ତ୍ରୀଙ୍କ ଶୋକ…

ମହାରଷ୍ଟ୍ର : ୧୫/୧୦ (ସତ୍ୟାନ୍ୟୁଜ) ଗତକାଲି ରାତିରେ ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ଔରାଙ୍ଗାବାଦ)
Read More...

ରାଉରକେଲା : ବେଦବ୍ୟାସ ସୌନ୍ଦର୍ଯ୍ୟକରଣରୁ ବାଦ ପଡିଲା ଝୁଲା ପୋଲ।। ଝୁଲା ପୋଲ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର…

ରାଉରକେଲା : ୨୫/୧୦ (ସତ୍ୟାନ୍ୟୁଜ) ନିକଟରେ ବେଦବ୍ୟାସ ପୀଠର ବିକାଶରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ୧୦ କ‌ୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ଜାନୁଆରିରେ ୫-ଟି ସଚିବଙ୍କ ବେଦବ୍ୟାସ ପରିଦର୍ଶନ ଓ ଘୋଷଣା ପରେ ଶୁକ୍ରବାର ଦିନ ରାଜ୍ୟ ସରକାର ପୁଣି ୧୪ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର
Read More...

ଶିମିଳିପାଳ : ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ।। ପ୍ରାକୃତିକ ପରିବେଶ ସହ ବନ୍ୟ ପ୍ରଣୀଙ୍କ ମଜା…

ଶିମିଳିପାଳ : ୧୫/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଗତକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଶିମିଳିପାଳ ଜଙ୍ଗଲ ଖୋଲାଯାଇଛି। ଏବେ ପର୍ଯ୍ୟଟକ ମାନେ ଏହି ପ୍ରାକୃତିକ ପରିବେଶର ମଜା ନେଉଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅକ୍ଟୋବର ୧୪ ରୁ ଖୋଲିଛି
Read More...

ବଣାଇ : ଦୁଇ ଦିନିଆ କବାଡି ପ୍ରତିଯୋଗିତା ଉଦଯାପିତ।। କୃତି ଦଳ ବାଲେଶ୍ୱରରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ…

ବଣାଇ : ୧୪/୧୦ (ସତ୍ୟାନ୍ୟୁଜ) ବଣାଇ ଠାରେ ୧୪ବର୍ଷ ଏବଂ ୧୭ବର୍ଷ ବର୍ଗର ବାଳକ, ବାଳିକାଙ୍କୁ ନେଇ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକର ପ୍ରାୟ ୬୮ଟି ଦଳ ଯୋଗ ଦେଇ ଥିଲେ। ପ୍ରତିଯୋଗିତାରେ ବାଳକ ଏବଂ
Read More...

ରାଉରକେଲା : ମହାରାଜା ଅଗ୍ରସେନ ଜୟନ୍ତୀ ପରିପ୍ରେକ୍ଷୀରେ ବିଶାଳ ଶୋଭାଯାତ୍ରା।। ସହରର ମୁଖ୍ୟମାର୍ଗରେ ଶୋଭାଯାତ୍ରା।

ରାଉରକେଲା : ୧୪/୧୦ (ସତ୍ୟାନ୍ୟୁଜ) ମହାରାଜା ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ରାଉରକେଲାରେ ଏକ ବିଶାଳ ଶୋଭାଯାତ୍ରାର ଅୟୋଜନ କରା ଯାଇଥିଲା। ଆମର ଭବନ ରୁ ବାହାରିଥିବା ଏହି ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗ ଦେଇ ଅଗ୍ରସେନ ଭବନରେ ପହଞ୍ଚି ଥିଲା। ମହାରାଜା ଅଗ୍ରସେନଙ୍କ ମୂର୍ତ୍ତିରେ ମଲ୍ୟାର୍ପଣ
Read More...