Browsing Category

ଓଡିଶା

ରାଉରକେଲା : ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ରେଡ୍ ଦୂତୀୟ ଦିନରେ।। ୨୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ।

ରାଉରକେଲା : ୭/୧୨ (ସତ୍ୟାନ୍ୟୁଜ) ରାଉରକେଲା ସୁନ୍ଦରଗଡ ସମେତ ବଲାଙ୍ଗୀର , ଟିଟିଲାଗଡ , ସମ୍ବଲପୁର , ବୌଦ୍ଧ ଆଦି ସ୍ଥାନରେ ଦୂତୀୟ ଦିନରେ ଚାଲିଛି ଆଇଟି ରେଡ୍। ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ୨୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ ହେଲାଣି। ବୌଦ୍ଧରେ ମଦ ପ୍ରସ୍ତୁତ କରୁଥିବା ଏକ କମ୍ପାନୀର
Read More...

ରାଉରକେଲା : ରାଉରକେଲାରେ ୬୧ ତମ ଗୃହରକ୍ଷୀ ଏବଂ ବେସାମରିକ ବାହିନୀ ପ୍ରତିଷ୍ଠା ଦିବସ ପାଳିତ।।ବିଭିନ୍ନ ପ୍ରକାର ଉଦ୍ଧାର…

ରାଉରକେଲା : ୬/୧୨ (ସତ୍ୟାନ୍ୟୁଜ) ଉଦିତନଗର ମିନି ଷ୍ଟାଡିଅମରେ ୬୧ ତମ ଗୃହରକ୍ଷୀ ଏବଂ ବେସାମରିକ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ଯୋଗ ଦେଇ ଅୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।
Read More...

ସୁନ୍ଦରଗଡ : ସୁନ୍ଦରଗଡରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ।। ଆସିଥିବା ୧୪୦ ଟି ମାମଲାରୁ ୭୩ଟିର ତତ୍କାଳ ସମାଧାନ।

ସୁନ୍ଦରଗଡ଼ : ୫/୧୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଯୋଗ ଦେଇ ଜନସାଧାରଣ ଙ୍କ ଅଭିଯୋଗ ଆଦି ର ଶୁଣାଣି କରିଥିଲେ।ଆଜି ମୋଟ ୧୪୦ ଗୋଟି ଅଭିଯୋଗ
Read More...

ରାଉରକେଲା : ବାତ୍ୟାର ପ୍ରଭାବରେ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା।। ଆସନ୍ତାକାଲି ମଧ୍ୟ ବର୍ଷାର…

ରାଉରକେଲା : ୫/୧୨ (ସତ୍ୟାନ୍ୟୁଜ) ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ। ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି। ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯୁଆଡେ ଚାହିଁବ ସିଆଡେ କେବଳ
Read More...

ରାଉରକେଲା : କୋଏଲ ନଦୀରେ ବୁଡି ନିଖୋଜ ଥିବା ଅନ୍ୟ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର।। ଗତକାଲି ଜଣେ ଛାତ୍ରଙ୍କ ମୃତ ଦେହ…

ରାଉରକେଲା : ୩/୧୨ (ସତ୍ୟାନ୍ୟୁଜ) ରାଉରକେଲା କୋଏଲ ନଦୀରେ ବୁଡି ନିଖୋଜ ଥିବା ଛାତ୍ର ପ୍ରିୟ ରଞ୍ଜନ ପାଢ଼ୀଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଫାୟାର ଏବଂ ଓଡ୍ରାଫ ଟିମ୍ ତାଙ୍କ ଶବ ନଦୀ ମଧ୍ୟରୁ ଉଦ୍ଧାର କରିଛନ୍ତି। ଗତକାଲି ବୁଡି ଯାଇଥିବା ଅନ୍ୟ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର
Read More...

ରାଉରକେଲା : କୋଏଲ ନଦୀରେ ବୁଡି ଜଣେ ଛାତ୍ର ମୃତ , ଜଣେ ନିଖୋଜ।। ନିଖୋଜ ଏବଂ ମୃତ ଛାତ୍ର ଡିଏଭି ପବ୍ଲକ ସ୍କୁଲର।

ରାଉରକେଲା : ୨/୧୨ (ସତ୍ୟାନ୍ୟୁଜ) ଶନିବାର ଦିନ ଏକ ଅତି ଦୁଃଖଦ ଘଟଣାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ବେଳେ ଆଉଜଣେ ଛାତ୍ର ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ମୃତ ଛାତ୍ର ପ୍ରିୟଂଶୁ ଭୋଳ ଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ନିଖୋଜ ଛାତ୍ର
Read More...

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଥିମ୍ ପାର୍କ , ପାରିଜାତ ପାର୍କ ଏବଂ ସମଲେଶ୍ବରୀ ମନ୍ଦିର ପରିଦର୍ଶନ।

ସୁନ୍ଦରଗଡ:- ୨/୧୨ : (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ଗୁରୁବାର ଦିନ ମହେଶଡିହିରେ ଥିବା ଥିମ ପାର୍କ ଏବଂ ସହର ଉପକଣ୍ଠରେ ଥିବା ପାରିଜାତ ପାର୍କ ସହ ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିବା ବରିଷ୍ଠ
Read More...

ରାଉରକେଲା : ରାଉରକେଲାରେ ବିଶ୍ୱ ଏଡସ୍ ଦିବସ ପାଳିତ।। ସ୍ୱାସ୍ଥ୍ୟ କର୍ମୀଙ୍କ ସଚେତନତା ଶୋଭାଯାତ୍ରା।

ରାଉରକେଲା ୨/୧୨: (ସତ୍ୟାନ୍ୟୁଜ) ବିଶ୍ବ ଏଡସ ଦିବସ ଉପଲକ୍ଷେ ଓଡିଶା ରାଜ୍ଯ ଏଡସ ନିୟନ୍ତ୍ରଣ ସୋସାଇଟି, ଏନଏସିଓ, ଓ ଆରଜିଏଚ ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ରାଉରକେଲାରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହାର ଶୁଭାରମ୍ଭ ରାଉରକେଲା ସରକାରୀ ଚିକିତ୍ସାଳୟର ଉପ ଅଧୀକ୍ଷକ
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ।। ସୁନ୍ଦରଗଡରୁ ବାହାରିଲା ସଡକ ସୁରକ୍ଷା…

ସୁନ୍ଦରଗଡ:୨/୧୨: (ସତ୍ୟାନ୍ୟୁଜ) ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଉପଲକ୍ଷେ ଶୁକ୍ରବାର ଦିନ ସୁନ୍ଦରଗଡରେ ସଡକ ସୁରକ୍ଷା ରଥ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ଡ଼ା .ପରାଗ ଗାଭାଲୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ
Read More...

ବିରମିତ୍ରପୁର : ବନ୍ଧୁକ ମୁନରେ ନୂଆଗାଁ ବଜାରରେ ମୋବାଇଲ ଦୋକାନରୁ ଲୁଟ୍।। ମୋବାଇଲ ଫୋନ ଏବଂ ନଗଦ ଟଙ୍କା ଲୁଟି ନେଲେ…

ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ବନ୍ଧୁକ ମୁନରେ ନଗଦ ଟଙ୍କା ଏବଂ ମୋବାଇଲ ଫୋନ ଲୁଟିନେଲେ ଦ୍ରୁବୃତ୍ତ ମାନେ। ତା ପୁଣି ସନ୍ଧ୍ୟା ବେଳେ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ ନୂଆଗାଁ ବଜ଼ାରରେ। ଗୁରୁବାର ସନ୍ଧ୍ୟାରେ ଦୁଇଜଣ ଦ୍ରୁବୃତ୍ତ ଏକ ବାଇକ୍ ରେ ଆସି ନୂଆଗାଁ
Read More...