Browsing Category

ଓଡିଶା

ରାଉରକେଲା : ୨୭ ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ।। ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଡିଆଇଜି ପଦକ ଏବଂ…

୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ ରାଉରକେଲା : ୧୬/୯(ସତ୍ୟାନ୍ୟୁଜ) ରାଉରକେଲାରେ ଉଦ୍‌ଯାପିତ ହୋଇଛି ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା। ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିଅମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହରେ କୃତୀ…
Read More...

ଭଦ୍ରକ : ସଂଘବଦ୍ଧ ଆକ୍ରମଣରେ ବାପା ମୃତ , ପୁଅ ଗୁରୁତର।। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ।

ଭଦ୍ରକ:୧୬/୯(ସତ୍ୟା ନ୍ୟୁଜ) ଭଦ୍ରକରେ ପୁଣି ଉଗ୍ର ହେଲା ସାହି ବିବାଦ। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ କୁକୁଡ଼ା ଦୋକାନୀଙ୍କ ମୃତ୍ୟୁ। ବାପାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହେଲେ ପୁଅ। ଘଟଣାକୁ ନେଇ ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…
Read More...

ରାଉରକେଲା : ଅଟୋ ରିକ୍ସା ଷ୍ଟ୍ରାଇକ ଯୋଗୁଁ ଯାତ୍ରୀ ହନ୍ତସନ୍ତ।। ଷ୍ଟେସନ୍ ପରିସର ରୁ ଅଟୋ ଷ୍ଟାଣ୍ଡ ଉଠାଇବା…

ରାଉରକେଲା : ୧୬/୯(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରେ ଅଟୋ ଚାଳକଙ୍କ ଆନ୍ଦୋଳନ ଯୋଗୁଁ ଯାତ୍ରୀ ହନ୍ତସନ୍ତ । ଅଟୋ ଚାଳକଙ୍କ ଧର୍ମଘଟ ଯୋଗୁଁ ରେଳ ଷ୍ଟେସନରୁ ଯାତାୟାତ କରିବାରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଷ୍ଟେସନ ପରିସରରୁ ଅଟୋଗୁଡ଼ିକୁ ହଟାଇବା ରେଳବାଇ…
Read More...

ଭଦ୍ରକ : ସଂଘବଦ୍ଧ ଆକ୍ରମଣରେ ବାପା ମୃତ , ପୁଅ ଗୁରୁତର।। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ।

ଭଦ୍ରକ:୧୬/୯(ସତ୍ୟା ନ୍ୟୁଜ) ଭଦ୍ରକରେ ପୁଣି ଉଗ୍ର ହେଲା ସାହି ବିବାଦ। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ କୁକୁଡ଼ା ଦୋକାନୀଙ୍କ ମୃତ୍ୟୁ। ବାପାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହେଲେ ପୁଅ। ଘଟଣାକୁ ନେଇ ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…
Read More...

ଗଞ୍ଜାମ : ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ବୁଡି ଦୁଇ ନାବାଳକ ମୃତ।। ଦିଗ ପହଣ୍ଡିରେ ଜଣେ ଏବଂ…

ଗଞ୍ଜାମ : ୧୬/୯(ସତ୍ୟାନ୍ୟୁଜ) ଗଞ୍ଜାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ନଦୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଘୋଡ଼ାହାଡ଼ ନଦୀରେ ଘଟିଛି ଏହି ଦୁଃଖଦ ଘଟଣା।ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିବା ବେଳେ ଗଭୀର ପାଣିକୁ…
Read More...

ବିରମିତ୍ରପୁର : ନଦୀରେ ଭାସି ଯାଇ ୩ ନାବାଳିକା ଙ୍କ ମୃତ୍ୟୁ।। ୨ ଉଦ୍ଧାର।। କର୍ମା ପୂଜା ଲାଗି ପାଣି ଆଣିବାକୁ ଯାଇଥିଲେ…

ରାଉରକେଲା : ୧୬/୯(ସତ୍ୟାନ୍ୟୁଜ) କର୍ମା ପୂଜା ଲାଗି ନଦୀ କୁ ଯାଇଥିଲେ ପାଣି ଆଣିବାକୁ। ଗାଧୋଇବା ବେଳେ ଭାସି ଗଲେ ୬ ନାବାଳିକା । ସ୍ଥାନୀୟ ଲୋକମାନେ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ରାଏବଗା ଥାନା ଅନ୍ତର୍ଗତ ଦଲକି…
Read More...

ଭୁବନେଶ୍ୱର: ଚନ୍ଦକା – ଡମପଡା ଅଭୟାରଣ୍ୟ ହାତୀଙ୍କ ସୁରକ୍ଷା ଲାଗି ଏକ ପ୍ରକୃଷ୍ଟ ସ୍ଥାନ।। ପର୍ଯ୍ୟଟକଙ୍କ ପାଇଁ…

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ: ରାଜଧାନୀ ନିକଟରେ ଜଙ୍ଗଲର ଅନନ୍ୟ ଦୁନିଆ। ଭୁବନେଶ୍ବର: ୧୬/୯(ସତ୍ୟାନ୍ୟୁଜ) ଭୁବନେଶ୍ୱର ସହରର କୋଳାହଳଠାରୁ ଅଳ୍ପ ଦୂରରେ ରହିଛି ଓଡ଼ିଶାର ଏକ ପ୍ରମୁଖ ବନ୍ୟପ୍ରାଣୀ ଆଶ୍ରୟସ୍ଥଳୀ—ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ।ପ୍ରାୟ ୧୯୩ ବର୍ଗ କିଲୋମିଟର ଅଞ୍ଚଳରେ…
Read More...

ରାଉରକେଲା: ଆଜି ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୁଆଁଖାଇ।। ରାଉରକେଲା ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା।

ରାଉରକେଲା: ୧୫/୯(ସତ୍ୟାନ୍ୟୁଜ) ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ପାଇଁ ଗାଁରୁ ସହର ସବୁ ଆଡେ ପରିବେଶ ଚଳଚଞ୍ଚଳ। ଆଜି ଦିନରେ ପରିବାରର ସମସ୍ତ ସଦସ୍ୟ ମାନେ ଏକ ସଙ୍ଗରେ ବସି ନବାନ୍ନ ଗ୍ରହଣ କରି ଥାଆନ୍ତି। ଇଷ୍ଟ ଦେବୀଙ୍କ ନିକଟରେ ନୂତନ ଚାଉଳ , କ୍ଷୀର , ଗୁଡ଼ , ଘିଅ ଏବଂ…
Read More...

ରାଉରକେଲା: କବିତା ରାୟଙ୍କ ଏକଦଶାହ ରେ ଶ୍ରଦ୍ଧାଞ୍ଜଳି ଦେଲେ ସହରର ବହୁ ବ୍ୟକ୍ତି ବିଶେଷ।। ଶ୍ରଦ୍ଧାଞ୍ଜଳି ସଭା ସହ ଭଜନ…

ରାଉରକେଲା:୧୫/୯(ସତ୍ୟାନ୍ୟୁଜ) ରାଉରକେଲା ପୌରପାଳିକାର ପୂର୍ବତନ ନଗରପାଳ କବିତା ରାୟ ଙ୍କ ଏକଦଶାହ କାର୍ଯ୍ୟକ୍ରମ ରେ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମଙ୍ଗଳବାର ଦିନ ମେ ଫେଆର୍ ହକି ଭିଲେଜ୍ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼…
Read More...

ଯାଜପୁରରୋଡ : ସେକ୍ସ ରାକେଟ୍ ଉପରେ ପୋଲିସ୍ ର ଚଢାଉ।। ମହିଳା ଦଲାଲ ଙ୍କ ସମେତ ୨ ଯୁବତୀ ଅଟକ।। ୩ ଗ୍ରାହକ ଫେରାର।

ଯାଜପୁରରୋଡ଼: ୧୫/୯(ସତ୍ୟାନ୍ୟୁଜ) ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର ସ୍ଥିତ ଏକ ଘରେ ସେକ୍ସ ରାକେଟ୍ ଚାଲୁଥିବା ବେଳେ ପୋଲିସ୍ ର ଚଢାଉ। ଏହି ଚଢାଉ ବେଳେ ୩ ଜଣ ଗ୍ରାହକ ଫେରାର ହୋଇ ଯାଇଥିବା ବେଳେ ସେକ୍ସ୍ ରାକେଟ୍ ଚଳାଉଥିବା ମହିଳା ଦଲାଲ ଙ୍କ ସମେତ ଅନ୍ୟ ଦୁଇ ଯୁବତୀଙ୍କୁ ଅଟକ ରଖିଛି…
Read More...