Browsing Category
ଓଡିଶା
ରାଉରକେଲା : ପାୱାର ହାଉସ ରୋଡ ରେ ଥିବା ବେଆଇନ୍ ପାର୍କିଂ ସ୍ଥଳ କୁ ଜବର ଦଖଲ ମୁକ୍ତ କରାଗଲା।।ଆରଏସପି ର ଏହି ଜମିକୁ ଜନ…
ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମି ହେଲା ଜବରଦଖଲ ମୁକ୍ତ
ରାଉରକେଲା : ୨୭/୧୧(ସତ୍ୟାନ୍ୟୁଜ) ପାୱାର ହାଉସ୍ ରୋଡ଼ ନିକଟରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଆରଏସପି ଅଧୀନରେ ଥିବା ଉକ୍ତ ଜମିରୁ ଜବରଦଖଲ ହଟାଇବା ପାଇଁ ପୂର୍ବରୁ ରାଉରକେଲା!-->!-->!-->…
Read More...
Read More...
ରାଜଗାଙ୍ଗପୁର : ଭୁଶୁଡ଼ି ପଡ଼ିଲା ଭାରତ ଡାଲମିଆ ସିମେଣ୍ଟ କମ୍ପାନୀର କନ ଭେୟର ବେଲ୍ଟ ଓଭର ବ୍ରିଜ।। ସୁରକ୍ଷା ବ୍ୟବସ୍ଥା…
ରାଜଗାଙ୍ଗପୁର : ୨୬/୧୧(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ରେ ଥିବା ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ର କନ୍ ଭେୟର ବେଲ୍ଟ ଓଭର ବ୍ରିଜ ଭୁଶୁଡ଼ି ପଡିବାରୁ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଆଜି ଅପରାହ୍ନ ରେ ଲାଇନ୍ ୧ ରୁ ଲାଇନ୍ ୨ କୁ ଯାଉଥିବା ଏହି ବ୍ରିଜ ଭୁଶୁଡ଼ି ପଡିଥିଲା। ଏହି କନଭେୟର!-->…
Read More...
Read More...
ରାଉରକେଲା : ବଣାଇ ଏବଂ ରାଉରକେଲାରେ ଆୟକର ବିଭାଗର ଚଢ଼ାଉ।। ଶିଳ୍ପପତିଙ୍କ ବାସଭବନ , ଅଫିସ ଏବଂ ଫ୍ୟାକ୍ଟ୍ରି ରେ ଚଢ଼ାଉ…
ରାଉରକେଲା : ୨୬/୧୧(ସତ୍ୟାନ୍ୟୁଜ) ଟିକସ ଫାଙ୍କି ଅଭିଯୋଗରେ ଆଜି ଆୟକର ବିଭାଗ ପକ୍ଷରୁ ରାଉରକେଲା ଏବଂ ବଣାଇ ଅଞ୍ଚଳରେ ଚଢ଼ାଉ କରାଯାଇଛି।ଏସ ଏନ ମାହାନ୍ତି କମ୍ପାନୀର ଆଠୋଟି ସ୍ଥାନରେ ଆୟକର ବିଭାଗ ରେଡ୍ ଚାଲିଥିବା ବେଳେ ବଣାଇ ର ଦୁଇଟି ସ୍ପଞ୍ଜ କାରଖାନାରେ ଆଜି ସକାଳୁ ଚାଲିଛି ରେଡ୍।!-->…
Read More...
Read More...
ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତବ୍ୟରେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ କରିବା ପ୍ରସଙ୍ଗରେ…
ସୁନ୍ଦରଗଡ଼ : ୨୬/୧୧(ସାତ୍ୟନ୍ୟୁଜ) ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରୁ କାଢି ସୁନ୍ଦରଗଡ଼ ଜିଲ୍ଲାକୁ ଉତ୍ତର ଓଡ଼ିଶା ବିକାଶ ପରିଷଦ ରେ ସାମିଲ କରିବା ଉଦ୍ୟମ କୁ ଜିଲ୍ଲାରେ ପ୍ରବଳ ବିରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁନ୍ଦରଗଡ଼ ଗସ୍ତ ସମୟରେ ଏହି ବ୍ୟକ୍ତଵ୍ୟ ଦେବା ପରେ!-->…
Read More...
Read More...
ରାଉରକେଲା : ଓପିଟିସିଏଲ୍ ଗ୍ରିଡ୍ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।। ବିଭାଗୀୟ ତଦନ୍ତ ଆରମ୍ଭ।
ରାଉରକେଲା : ୨୬/୧୧(ସତ୍ୟା ନ୍ୟୁଜ) ସୋମବାର ସନ୍ଧ୍ୟାରେ ରାଉରକେଲା ବାଲୁଘାଟ ତରକେରା ଓ ପି ଟି ସି ଏଲ୍ ଗ୍ରିଡ୍ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲାଯେ ନିଆଁ କୁ କାବୁ କରିବାକୁ ୫ଟି ଫାୟାର ବ୍ରଗେଡ୍!-->…
Read More...
Read More...
ସୁନ୍ଦରଗଡ଼ : ୬୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ।। ଲୁହା ପ୍ଲେଟ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ରାଜସ୍ଥାନ।। ଟ୍ରକ୍…
ସୁନ୍ଦରଗଡ଼ : ୨୫/୧୧(ସତ୍ୟାନ୍ୟୁଜ୍) ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ଏହାକୁ ଧରିବାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଟ୍ରକ୍ ରେ ରାଜସ୍ଥାନ କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୬୦ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ୍ କରିଛି ପୋଲିସ୍।ଟାଉନଥାନାର ଲୁହୁରାଢିପା ଛକ ନିକଟରେ ଏକ!-->…
Read More...
Read More...
ବଣାଇ : ବିଦ୍ୟୁତ୍ ଖୁଣ୍ଟରେ ବାଡେଇ ହୋଇ ଗଲା ବାଇକ୍।। ଚାଳକ ଗୁରୁତର।। ରାଉରକେଲା ସ୍ଥାନାନ୍ତର।
ବଣାଇ : ୨୪/୧୧(ସତ୍ୟାନ୍ୟୁଜ୍) ବଣେଇ ଥାନା ଅନ୍ତର୍ଗତ ଜକେଇକଳା ଗ୍ରାମରେ ବାଇକ୍ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।ଜାଙ୍ଗଳା ଜାମଚୁଆ ଗ୍ରାମର ଶ୍ରୀମନ୍ତ ମୁଣ୍ଡା ବଣେଇରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଜକେଇକଳା ଗାଁ ମୁଣ୍ଡରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା!-->…
Read More...
Read More...
ସୁନ୍ଦରଗଡ଼ : ସୁଭଦ୍ରା ଯୋଜନାର ତୃତୀୟ କିସ୍ତିରେ ୨୦ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଟଙ୍କା।। ଜିଲ୍ଲାର ୯୦…
*ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ରେ ୨୦ ଲକ୍ଷ ରୁ ଉର୍ଦ୍ଧ ମହିଳାଙ୍କୁ ମୂଖ୍ୟମନ୍ତ୍ରୀ ବାଣ୍ଟିଲେ ଟଙ୍କା
ସୁନ୍ଦରଗଡ଼ : ୨୪/୧୧(ସତ୍ୟାନ୍ୟୁଜ୍) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡରେ ଆଜି ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା!-->!-->!-->…
Read More...
Read More...
ସୁନ୍ଦରଗଡ : ଯାଯାବର କ୍ୟାମ୍ପରେ ୫ ଜଣଙ୍କ ହତ୍ୟାର ପର୍ଦ୍ଦାଫାଶ।। ଭାଇ ହତ୍ୟାର ପ୍ରତିଶୋଧ ପାଇଁ ସ୍ତ୍ରୀ ରଚି ଥିଲା…
ସୁନ୍ଦରଗଡ଼ : ୨୨/୧୧(ସତ୍ୟା ନ୍ୟୁଜ୍) ପ୍ରତିଶୋଧ ର ବହ୍ନି କେତେ ଭୟଙ୍କର ହୋଇ ପାରେ ତା ସୁନ୍ଦରଗଡ଼ ଯାଯାବର ଗ୍ରୁପ୍ ଗଣ ହତ୍ୟା ରୁ ସ୍ପଷ୍ଟ ବାରି ହୋଇଛି। ଏପରିକି ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଜଣେ ନାରୀ ହତ୍ୟାକାରୀ କୁ ପ୍ରେମ କରି ବାହା ହୋଇଛି। ପରେ ସୁଯୋଗ ଦେଖି ଭାଇର ହତ୍ୟାକାରୀ ନିଜ!-->…
Read More...
Read More...
ରାଉରକେଲା : ସହରର ଅନ୍ୟତମ ନାମୀ ରେଷ୍ଟୁରାଣ୍ଟ ‘ ମଧୁବନ ‘ ସିଲ୍।। ୭ ଦିନ ପାଇଁ ସିଲ୍ କଲେ ଖାଦ୍ୟ…
ରାଉରକେଲା : ୨୧/୧୧(ସତ୍ୟାନ୍ୟୁଜ୍) ରାଉରକେଲା ମଧୁବନ ହୋଟେଲ କରାଗଲା ସିଲ୍। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ହୋଟେଲ କୁ ୭ ଦିନ ପାଇଁ ସିଲ୍ କଲେ ଆର୍ ଏମ୍ ସି ଖାଦ୍ୟ ସୁରକ୍ଷା ବିଭାଗ। ଏଡିଏମ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ହୋଟେଲ ସିଲ୍ କରାଯାଇଥିବା ନେଇ ସୂଚନା ଦେଲେ!-->…
Read More...
Read More...