Browsing Category

ଓଡିଶା

ସୁନ୍ଦରଗଡ଼ : ମଦ ନିଶା ଆଗରେ ତୁଚ୍ଛ ପଡ଼ିଗଲା ମା’ ର ମମତା।। ନିଶାରେ ଚୁର୍ ପୁଅ କାଠ ଫାଳିଆରେ ପିଟି ହତ୍ୟା କଲା…

ସୁନ୍ଦରଗଡ଼ : ୧/୧୨(ସତ୍ୟାନ୍ୟୁଜ) ମଦ ନିଶା ଆଗରେ ତୁଚ୍ଛ ପଡ଼ି ଗଲା ମା' ର ମମତା। ମାତାଲ୍ ପୁଅ ନିଶାରେ ଚୂର୍ ହୋଇ ହତ୍ୟା କରିଛି ନିଜ ଜନ୍ମ କଲା ମା କୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ତଲସରା ଥାନା ତୁମୁଲିଆ ଗାଁ ନୂଆପଡାରେ । ରାତିରେ ମାତାଲ୍ ଅବସ୍ଥାରେ ପୁଅ ବିଶ୍ବ ଲାକ୍ରା
Read More...

ରାଉରକେଲା : ପୁଣି ବଢିଲା ଆଳୁ ଦର।। କେଜି ପ୍ରତି ଖୁଚୁରା ମାର୍କେଟ ରେ ୪୫ ଟଙ୍କା।। ବେଙ୍ଗଲ ରୁ ଆସୁ ନାହିଁ ଆଳୁ…

ରାଉରକେଲା : ୧/୧୨(ସତ୍ୟାନ୍ୟୁଜ) ପୁଣି ବଢିଲା ଆଳୁ ଦର। ତିନିଦିନ ହେଲା ପଶ୍ଚିମବଙ୍ଗ ରୁ ଆଳୁ ଗାଡ଼ି ଆସୁ ନଥିବାରୁ ଆଳୁ ରେଟ୍ ବୃଦ୍ଧି ପାଇଥିବା କୁହାଯାଉଛି। ଦୁଇ ଦିନରେ ଆଳୁ ଦର ୮ ରୁ ୧୦ ଟଙ୍କା ବୃଦ୍ଧି ପାଇଛି। ଫଳରେ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ କେତେକ ସ୍ଥାନରେ ୪୫
Read More...

ରାଉରକେଲା : ବଣାଇ ରେ ଚାଲିଥିବା ତିନିଦିନିଆ କୃଷି ଯନ୍ତ୍ରପାତି ମେଳା ଉଦଯାପିତ।। ୧ କୋଟି ଟଙ୍କାର ଯନ୍ତ୍ରପାତି ପାଇଁ…

ବଣାଇ : ୩୦/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଠାରେ ଶୁକ୍ରବାର ଦିନ ରାଜ୍ୟ କୃଷି ବିଭାଗ ଆନୁକୂଲ୍ଯରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି l ବଣାଇଁ ବହୁମୁଖି ଖେଳ ପଡିଆ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ କୃଷକ ଙ୍କୁ କୃଷି ର
Read More...

ରାଉରକେଲା : ଡିସେମ୍ବର ୧୫ ରେ ଜାତୀୟ ଯୋଗାସନ ପ୍ରତିଯୋଗିତା।। ଅଂଶ ଗ୍ରହଣ କରିବେ ୩୦୦ ପ୍ରତିଯୋଗୀ।

ରାଉରକେଲା : ୩୦/୧୧ (ସତ୍ୟାନ୍ୟୁଜ) ଆସନ୍ତା ଡ଼ିସେମ୍ବର ୧୫ ତାରିଖରେ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ଯୋଗାସନ ପ୍ରତିଯୋଗୀତା। ଓଡ଼ିଶା ସମେତ ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଛତିଶଗଡ , ମଧ୍ୟପ୍ରଦେଶ , ଆନ୍ଧ୍ରପ୍ରଦେଶ , ଆସାମ ଆଦି ରାଜ୍ୟରୁ ୩୦୦ ରୁ ଅଧିକ ପ୍ରତିଯୋଗୀ ଏହି
Read More...

ରାଉରକେଲା : ୩ କୋଟି ଅର୍ଥ ବିନିମୟ ରେ ନିର୍ମିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ୨ ବର୍ଷ ହେଲା ବନ୍ଦ ପଡ଼ିଛି।। କାର୍ଯ୍ୟକ୍ଷମ…

ବନ୍ଦ ପଡ଼ିଛି ଗ୍ରାମୀଣ ଶିଳ୍ପ ଉଦ୍ୟାନ-ଖର୍ଚ୍ଚ ହୋଇଛି ୩ କୋଟି, ଖତଖାଉଛି ଯନ୍ତ୍ରପାତିରାଉରକେଲା : ୩୦/୧୧(ସତ୍ୟାନ୍ୟୁଜ) ସ୍ଥାନୀୟ ଅଞ୍ଚଳର ଚାଷୀ ଓ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାରେ ପ୍ରତିଷ୍ଠା କରାଯାଇଛି ଗ୍ରାମୀଣ ଶିଳ୍ପ ଉଦ୍ୟାନ। ଏଥିରେ ଜିଲ୍ଲା
Read More...

ବାରିପଦା : କିଲର୍ ଟ୍ରକ୍ ର ସିରିଜ୍ ଦୁର୍ଘଟଣାରେ ୪ ମୃତ , ୩ ଗୁରୁତର।। ମର୍ଣିଂ ୱାକର୍ , ଅଟୋ ଡ୍ରାଇଭର ଏବଂ…

ବାରିପଦା : ୩୦/୧୧(ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସକାଳେ ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ
Read More...

ବଣାଇ : ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇଟି ବଳଦଙ୍କ ମୃତ୍ୟୁ।। ୧୪୩ ନମ୍ବର ରାଜପଥରେ ଘଟିଛି ଦୁର୍ଘଟଣା।। ଗାଡ଼ି…

ରାଉରକେଲା : ୩୦/୧୧(ସତ୍ୟାନ୍ୟୁଜ) ଆଜି ଭୋରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇଟି ବଳଦ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣା ଘଟିଛି ବଣାଇ ଥାନା ଅଞ୍ଚଳର ୧୪୩ ନମ୍ବର ଜାତୀୟ ରାଜପଥରେ। କନ୍ତସରା ଗ୍ରାମର ସଙ୍ଖାଳି ପତ୍ର ରାତି ୪ଟା
Read More...

ବିରମିତ୍ରପୁର : ଆର୍ ଓ ଫିଲଟର୍ ପାଣି ପିଇ ସ୍କୁଲର ଚାରି ଜଣ ଛାତ୍ର ଅସୁସ୍ଥ।। ଫ୍ରିଜର ରେ ଝିଟିପିଟି ପଡ଼ିଥିବାରୁ ପାଣି…

ବିରମିତ୍ରପୁର : ୨୯/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ,କରଡେଗା ପଞ୍ଚାୟତ ର ମୋହନ ମୁରଲୀ ହାଇସ୍କୁଲ ର କେତେକ ଛାତ୍ର ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ରେ ଉକ୍ତ ସ୍କୁଲର ଚାରି ଜଣ ଛାତ୍ର ଆର୍
Read More...

ରାଉରକେଲା : ସହରରେ ମେଗାହାଉସିଂ ପ୍ରୋଜେକ୍ଟ ଆରମ୍ଭ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପଦକ୍ଷେପ।।…

ରାଉରକେଲା : ୨୮/୧୧(ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଆଜି ରାଉରକେଲା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତାଙ୍କ ୩ ଦିବସୀୟ ଗସ୍ତ ଅବସରରେ ଶ୍ରୀ ରାୟ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଙ୍କୁ ଭେଟି ସହରର
Read More...

ବଣାଇ : ବଣାଇ ରେ ତିନିଦିନିଆ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ।। ଲାଗିଛି ୨୫ଟି ଷ୍ଟଲ୍।

ବଣାଇ : ୨୮/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଠାରେ ବୁଧବାର ଦିନ ରାଜ୍ୟ କୃଷି ବିଭାଗ ଆନୁକୂଲ୍ଯରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି l ବଣାଇଁ ବହୁମୁଖି ଖେଳ ପଡିଆ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ କୃଷକ ଙ୍କୁ କୃଷି ର ଆଧୁନିକୀକରଣ
Read More...