Browsing Category

ଓଡିଶା

ରାଉରକେଲା : ପିସ୍ତଲ୍, ଗୁଳି ସହ ଦୁଇ ଦୁବୃତ୍ତ ଗିରଫ।। ୱାଗନର୍ କାର ଜବତ।। ବିକ୍ରି କରିବା ଉଦ୍ଦେଶ୍ୟରେ ପିସ୍ତଲ୍…

ରାଉରକେଲା : ୧୬/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ର ଡ୍ରଗ୍ସ୍ ଏବଂ ବେଆଇନ୍ ଫାୟାର ଆର୍ମସ୍ ବିରୁଦ୍ଧରେ ଅଭିଯାନ ଜାରି ରହିଛି। ରବିବାର ରାତିରେ ପେଟ୍ରୋଲିଂ କରୁଥିବା ବେଳେ ୩ ନମ୍ବର ସେକ୍ଟର ଥାନା ପୋଲିସ କୁ ଏକ ଅଗ୍ନେୟାସ୍ତ୍ର କାରବାର ସମ୍ପର୍କରେ ସୂଚନା ମିଳିଥିଲା। ଦୁବୃର୍ତ୍ତ ମାନଙ୍କୁ
Read More...

ରାଉରକେଲା : ଓୟୁଜେ ସୁନ୍ଦରଗଡ଼ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ।। ସଂଜୀବ ମହାପାତ୍ର ସଭାପତି ସତ୍ୟାନନ୍ଦ ବେହେରା…

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସଂଜୀବ ସଭାପତି ଓ ସତ୍ୟାନନ୍ଦ ସାଧାରଣ ସମ୍ପାଦକରାଉରକେଲା: ୧୫/୧୨(ସତ୍ୟାନ୍ୟୁଜ) ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଅନୁବନ୍ଧିତ ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନ (SUJ)ର ସାଧାରଣ ପରିଷଦ ବୈଠକ
Read More...

ବଣାଇ : ଘରୁ ଟାଣି ନେଇ ଦୁଇ ବାଳିକାଙ୍କୁ ଦଳି ମାରି ଦେଲା ଦନ୍ତା ହାତୀ।। ତାମଡା ରେଞ୍ଜ୍ ମୁଣ୍ଡା ସାହିରେ ଅଘଟଣ।। ଲୋକେ…

ବଣାଇ : ୧୫/୧୨(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ ଭୟଙ୍କର ହେବାରେ ଲାଗିଛି । ଗତକାଲି ରାତିରେ ଘରେ ସୋଇ ଥିବା ବେଳେ ମା କୋଳ ରୁ ଦୁଇ ଜଣ ବାଳିକାଙ୍କୁ ଟାଣି ଆଣି ଦଳି ମାରି ଦେଇଛି ଦନ୍ତା ହାତୀ। ବଣେଇ ବନଖଣ୍ଡ ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଏପରି ଅଘଟଣ
Read More...

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବୃଦ୍ଧି ପାଇଛି ଶୀତର ପ୍ରକୋପ।। କୋଇଡା ବ୍ଲକ୍ ରେ ତୁଷାରପାତ।। ଜିଲ୍ଲାକୁ ୟେଲୋ…

ବଣାଇ : ୧୫/୧୨(ସତ୍ୟାନ୍ୟୁଜ) ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଗତ ତିନିଦିନ ହେଲା ଶୀତର ପ୍ରକୋପ ବଢ଼ି ଯାଇଛି।ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ବିଶେଷ କରି ବନ ପାହାଡ ଘେରା ବଣାଇ ଉପଖଣ୍ଡରେ ଶୀତ ବଢ଼ି ଥିବା ବେଳେ କୋଇଡା ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ
Read More...

ସୁନ୍ଦରଗଡ : ଝାରସୁଗୁଡ଼ା ପୌରପାଳିକା ରେ ମଶା ତେଲ ମହା ଦୁର୍ନୀତି।। ତତ୍କାଳୀନ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କ ସହ…

ସୁନ୍ଦରଗଡ/ଝାରସୁଗୁଡା : ୧୪/୧୨(ସତ୍ୟାନ୍ୟୁଜ) ଝାରସୁଗୁଡ଼ା ପୌର ପୌରପାଳିକାରେ ହୋଇଥିବା ମଶା ତେଲ କିଣା ଦୁର୍ନୀତି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଝାରସୁଗୁଡ଼ା ପୌରପାଳିକାର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କ ସମେତ ମଶାତେଲ ଯୋଗାଇ ଥିବା ଫ୍ୟୁଜନ୍
Read More...

ରାଉରକେଲା : ଗୁରୁଣ୍ଡିଆ ବ୍ଲକ୍ ଟୁକୁଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ମୃତ।। ଶୌଚ କରିବାକୁ ଯାଇ ଥବା ବେଳେ ଦଳି…

ବଣାଇ : ୧୪/୧୨(ସତ୍ୟାନ୍ୟୁଜ) ବଣାଇ ଫରେଷ୍ଟ ଡିଭିଜନ୍ ରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ଗତ ରାତିରେ ଗୁରୁଣ୍ଡିଆ ବ୍ଲକ୍ ର ରୁଷିମଠ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର ଥିବା ବେଳେ ଆଜି ସକାଳେ ଜଣେ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଗୁରୁଣ୍ଡିଆ
Read More...

ବଣାଇ : ହାତୀ ଟ୍ରାକିଂ କରୁଥିଲେ ବନ କର୍ମଚାରୀ।। ଗୋଡାଇଲା ହାତୀ।। ଜଣେ ପାରା କର୍ମଚାରୀ ଗୁରୁତର।

ବଣାଇ : ୧୫/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ଫରେଷ୍ଟ ରେଞ୍ଜ ର ସାପଲତା ବିଟ୍‌ ଅନ୍ତର୍ଗତରୁଷିମଠ ଜଙ୍ଗଲରେ ହାତୀ ଆକ୍ରମଣରେ ବନ ବିଭାଗର ଜଣେ ପାରା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ଛାତି ପଞ୍ଜରା ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଗତକାଲି ରାତିରେ ହାତୀ
Read More...

ସୁନ୍ଦରଗଡ : କୋଭିଡ୍ ସମୟର ମଶା ତେଲ କିଣା ଦୁର୍ନୀତିରେ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ଟିମ୍ ର ଜେରା।। ୭୭ ଟଙ୍କା…

ରାଉରକେଲା : ୧୩/୧୨(ସତ୍ୟାନ୍ୟୁଜ) କୋଭିଡ ସମୟରେ ମଶା ତେଲ କିଣାରେ ଏକ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି । ଲିଟର ପିଛା ୭୭ ଟଙ୍କା ପଡୁ ଥିବା ମଶା ତେଲକୁ ୭୪୦ ଟଙ୍କାରେ କିଣା ଯାଇଥିବା ଅଭିଯୋଗର ତଦନ୍ତ କରୁଛି ରାଉରକେଲା ଭିଜିଲାନ୍ସ ବିଭାଗ। ରାଉରକେଲା ଭିଜିଲାନ୍ସ ଏସପି ନରହରି
Read More...

ରାଉରକେଲା : ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ମିଳିବା ଘଟଣା।। ଅପରାଧରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣ…

ସୁନ୍ଦରଗଡ : ୧୩/୧୨(ସତ୍ୟାନ୍ୟୁଜ) ପ୍ରଥମେ ପ୍ରେମ। ପରେ ଶାରିରୀକ ସମ୍ପର୍କ, ଶାରିରୀକ ସର୍ମ୍ପକ ପରେ ପ୍ରତାରଣା, ପ୍ରତାରଣାରୁ ଜେଲ୍ ।ତାପରେ ବେଲ୍। ଆଉ ଶେଷରେ ପ୍ରତିଶୋଧ ର ବିଭତ୍ସ କାହାଣୀ । ରାଉରକେଲାର ବ୍ରାହ୍ମଣୀ ନଦୀ ସମେତ ବିଭିନ୍ନ ସ୍ଥାନରୁ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ
Read More...

ସୁନ୍ଦରଗଡ : ମହିଳାଙ୍କୁ ଅସଦାଚରଣ ଅଭିଯୋଗ ପରେ ଭିଡ ହିଂସା।। ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ମାଡ।। ଅର୍ଦ୍ଧ ଉଲଗ୍ନ…

ସୁନ୍ଦରଗଡ : ୧୩/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଘଟି ଯାଇଛି ଏକ ଅମାନବୀୟ ଘଟଣା। ୮ ଜଣ ବଙ୍ଗୀୟ ମିସ୍ତ୍ରୀ ଙ୍କୁ ପ୍ୟାଣ୍ଟ୍ ସାର୍ଟ ଖୋଲି ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ଯୁବକ। ମାଡ଼ ମାରିବା ସହ ହାତକୁ ଲୁହା ତାରରେ ବାନ୍ଧି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହରରେ ବୁଲାଇଛନ୍ତି। ଏପରିକି
Read More...