Browsing Category
ଓଡିଶା
ବିରମିତ୍ରପୁର : ଦୁର୍ଘଟଣାରେ ପୁଅ ଆଗରେ ଚାଲି ଗଲା ବାପର ଜୀବନ।। ବାପ, ପୁଅ ବାଇକ୍ ରେ ଫେରୁଥିଲେ ବେଦବ୍ୟାସ ଘରକୁ।
ବିରମିତ୍ରପୁର : ୨୧/୧୨(ସତ୍ୟାନ୍ୟୁଜ) ଦୁର୍ଘଟଣାରେ ପୁଅ ଆଗରେ ଚାଲି ଗଲା ବାପର ଜୀବନ। ଆଜି ସନ୍ଧ୍ୟାରେବିରମିତ୍ରପୁରରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ବେଦବ୍ୟାସ ଅଞ୍ଚଳର ବାସିନ୍ଦା ପାଉରୁସ୍ ଏକ୍କା ତାଙ୍କ ପୁଅଙ୍କ ସହ ବାଇକ୍ ରେ ଫେରିଲା ବେଳେ ୧୪୩ ନମ୍ବର ଜାତୀୟ ରାଜପଥଲାଖୋଟି ନିକଟରେ!-->…
Read More...
Read More...
ବଣାଇ : ଚଳିତ ବର୍ଷ ପାଇଁ ଉଦଘାଟିତ ହେଲା ଧାନ ମଣ୍ଡି।। ୫ ଲକ୍ଷ ୨୪ ହଜାର କୁଇଣ୍ଟାଲ୍ ଧାନ କିଣିବା ଧାର୍ଯ୍ୟ ରଖା…
ବଣାଇ : ୨୧/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇର ଦରେଇକେଲା ବଜାର ନିୟନ୍ତ୍ରିତ କମିଟି ପକ୍ଷରୁ ଚଳିତ ବର୍ଷ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି। ସହକାରୀ ଯୋଗାଣ ଅଧିକାରୀ ମନୋଜ କୁମାର ରଥଙ୍କ ତ୍ୱତାବଧନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ!-->…
Read More...
Read More...
ରାଉରକେଲା : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ।। ଅଧିକ ସୁଲଭ ବାସ ଗୃହ…
ସୁଲଭ ବାସଗୃହ ପ୍ରକଳ୍ପକୁ ପ୍ରଶଂସା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରି ବସ୍ତି ହଟାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ରାଉରକେଲା : ୨୧/୧୨(ସତ୍ୟାନ୍ୟୁଜ) ରାଜ୍ଯ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର!-->!-->!-->!-->!-->…
Read More...
Read More...
ଜଗତସିଂହପୁର: ଲାଗି ରହିଛି ଅଦିନିଆ ବର୍ଷା।। ଚାଷୀ ମୁଣ୍ଡରେ ଚଡ଼କ।। ପାଣିରେ ଭାସୁଛି ଅମଳ ଧାନ।। କ୍ଷତିପୂରଣ ଦାବି।
ଜଗତସିଂହପୁର:୨୧/୧୨ (ସତ୍ୟାନ୍ୟୁଜ) ଲଘୁଚାପ ପ୍ରଭାବରେ ଏବେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଖୋର୍ଦ୍ଧା , ଭୁବନେଶ୍ୱର , କଟକ ଆଦି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଜଗତସିଂପୁର ଜିଲ୍ଲାର ତିର୍ତୋଲ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ କାଲି!-->…
Read More...
Read More...
ସୁନ୍ଦରଗଡ : ବାଇକ୍ ଉପରେ ଚଢ଼ି ଗଲା ଟ୍ରେଲର୍।। ଦୁଇ ଯୁବକ ମୃତ।। ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।
ସୁନ୍ଦରଗଡ଼ : ୨୦/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଏମସିଏଲ ଟପରିଆ ରାସ୍ତାରେ ପୁଣି ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ବିଲେଇମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ଜଣ ଯୁବକ ବାଇକ୍ ରେ ଯାଉଥିବା ବେଳେ ପଛରୁ!-->…
Read More...
Read More...
ସୁନ୍ଦରଗଡ : ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ବେଳେ ଅଘଟଣ।। ଦୌଡ଼ି ପଳାଇଲା ବେଳେ ଜଣଙ୍କର ମୃତ୍ୟୁ।। ୬ଟି କାର , ନଗଦ ୨୦…
ସୁନ୍ଦରଗଡ : ୨୦/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଏକ ଅଘଟଣ ହୋଇ ଯାଇଛି । ପୋଲିସକୁ ଦେଖି ଦୌଡ଼ି ପଳାଉଥିବା ବେଳେ ଜଣେ ଯୁବକଙ୍କ ଜଙ୍ଗଲରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗତକାଲି ରାତିରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଏବେ ପରିସ୍ଥିତି ଶାନ୍ତ!-->…
Read More...
Read More...
ରାଉରକେଲା : ସ୍କୁଲ ବସ୍ ଦୁର୍ଘଟଣା ଗ୍ରସ୍ତ।। ଅଳ୍ପକେ ବାର୍ତ୍ତିଲେ ଛାତ୍ରଛାତ୍ରୀ।। ଏକ କାର କ୍ଷତିଗ୍ରସ୍ତ।
ରାଉରକେଲା : ୨୦/୧୨(ସତ୍ୟାନ୍ୟୁଜ) ଆଜି ସକାଳେ ରାଉରକେଲା ରିଙ୍ଗ ରୋଡ ରେ ଏକ ଘରୋଇ ଇଂଲିଶ ମିଡ଼ିଅମ୍ ସ୍କୁଲ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବସ୍ ରେ ଥିବା ୫୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଏକ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୩ ନମ୍ବର ସେକ୍ଟର!-->…
Read More...
Read More...
ରାଉରକେଲା : ଆଳୁ , ପିଆଜ ପରେ ଅଣ୍ଡା ଦର ବୃଦ୍ଧିରେ ଖାଉଟିଙ୍କ ଚିନ୍ତା।। ଅଣ୍ଡା ଗୋଟା ୮ ରୁ ୯ ଟଙ୍କାରେ ବିକ୍ରି…
ରାଉରକେଲା : ୨୦/୧୨(ସତ୍ୟାନ୍ୟୁଜ) ଆଳୁ , ପିଆଜର ଦର ବୃଦ୍ଧି ନିୟନ୍ତ୍ରଣକୁ ଆସି ନଥିବା ବେଳେ ଏବେ ଅଣ୍ଡା ଦରରେ ନିରନ୍ତର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏବେ ଖୁଚୁରା ବଜାରରେ ଅଣ୍ଡା ଗୋଟା ୮ ରୁ ୯ ଟଙ୍କା ରେ ବିକ୍ରି ହେଉଥିବା ବେଳେ ହୋଲ୍ ସେଲ୍ ବଜାରରେ ଅଣ୍ଡା ୭ ଟଙ୍କା!-->…
Read More...
Read More...
ରାଉରକେଲା : ନାବାଳିକା କୁ ଗଣ ଦୁଷ୍କର୍ମ।। ୩ ଅଭିଯୁକ୍ତ ଗିରଫ।
ରାଉରକେଲା : ୧୯/୧୨(ସତ୍ୟାନ୍ୟୁଜ) ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତ ନଗର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ୨ ଜଣ ବିଶ୍ରା ଅଞ୍ଚଳର ଥିବା ବେଳେ ଅନ୍ୟ ଜଣେ ରାଉରକେଲାର। ଉଦ୍ଧାର ହୋଇଥିବା ନାବାଳିକାକୁ ପୋଲିସ ତାଙ୍କ ପରିବାର ବର୍ଗଙ୍କୁ!-->…
Read More...
Read More...
ରାଉରକେଲା : ରାଉରକେଲାରୁ ବନ୍ଦ ରହିଛି ବିମାନ ସେବା।। ବିମାନ ସେବାକୁ ନିୟମିତ କରିବା ଦାବିରେ ଏଆରର୍ପୋର୍ଟ ଆକ୍ସନ…
ରାଉରକେଲା : ୧୯/୧୨(ସତ୍ୟାନ୍ୟୁଜ) ଆଉ କିଛି ଦିନ ପରେ ରାଉରକେଲାରେ ଆରମ୍ଭ ହେବ ହକି ପ୍ରିମୀୟର ଲିଗ୍। ମାତ୍ର ରାଉରକେଲା ରୁ ବିମାନ ସେବା ଏପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇ ପାରିଲା ନାହିଁ। ଗତ ବର୍ଷ ଉଡାନ୍ ସ୍କିମ୍ ରେ ରାଉରକେଲା ଏଆରପୋର୍ଟ କୁ ଯୋଡ଼ା ଯିବା ପରେ ନିୟମିତ ବିମାନ ସେବା ନେଇ ଆଶା!-->…
Read More...
Read More...