Browsing Category

ଓଡିଶା

ରାଉରକେଲା : ରାଉରକେଲା ମହାନଗର ନିଗମ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ।। ନୂତନ କର୍ମକର୍ତ୍ତା…

ରାଉରକେଲା:୫/୮(ସତ୍ୟାନ୍ୟୁଜ) ରାଉରକେଲା ମୁନିସିପାଲ୍ କର୍ପୋରେସନ ଏମ୍ପ୍ଲ୍ୟାଇଜ୍ ୟୁନିୟନ୍ ର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ ହୋଇ ଯାଇଛି। ସୋମବାର ସନ୍ଧ୍ୟାରେ ଉଦିତ ନଗର ସ୍ଥିତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଏ ବାବଦରେ ଏକ ବୈଠକରେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା
Read More...

ରାଉରକେଲା : ଜୁଆ ଆଡ୍ଡା ଉପରେ ପୋଲିସ୍ ର ଚଢାଉ।। ୧ ଲକ୍ଷ ୩୮ ହଜାର ଟଙ୍କା ଜବତ।। ୫ ଗିରଫ।

ରାଉରକେଲା:୪/୭(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛନ୍ତି। ଅନ୍ୟ କିଛି ଯୁବକ ଚଢାଉ ବେଳେ ଫେରାର ହୋଇ ଯାଇଛନ୍ତି। ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ପୋଲିସ୍ ଟ୍ରାଫିକ
Read More...

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ମାଓବାଦୀ ପୁଣି ସକ୍ରିୟ।। ବିସ୍ପୋରଣରେ ଜଣେ ରେଳ କର୍ମଚାରୀ ମୃତ। ଜଣେ ଗୁରୁତର।

ରେଳ ଲାଇନରେ ନକ୍ସଲଙ୍କ ବିସ୍ଫୋରଣ: ଜଣେରେଳ କର୍ମଚାରୀ ମୃତ, ଜଣେ ଗୁରୁତରକେ ବଲଙ୍ଗ ଥାନା ଅନ୍ତର୍ଗତ ଟୋପାଡିହ ନିକଟ ରଙ୍ଗେଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ରାଉରକେଲା:୩/୮(ସତ୍ୟାନ୍ୟୁଜ) ମାଓବାଦୀ ମାନେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ତାଙ୍କ ଉପସ୍ଥିତି ଜାହିର କରିଛନ୍ତି। ନକ୍ସଲ ଙ୍କ ୫ଟି
Read More...

ସୁନ୍ଦରଗଡ଼ : ନିଖୋଜ ନାବାଳିକାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମିଳିଲା।। ହତ୍ୟା ଅଭିଯୋଗ ଆଣିଲେ ପରିବାର…

ସୁନ୍ଦରଗଡ଼:୨/୮(ସତ୍ୟାନ୍ୟୁଜ) ଦୁଇ ଦିନ ହେଲା ନିଖୋଜ ଥିବାନାବାଳିକାର ମୃତ ଦେହ ଜଙ୍ଗଲ ମଧ୍ୟରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲୁଲୁକିଡ଼ିହି ଗାଁ ର ଏହି ନିଖୋଜ ନାବାଳିକାର ଝୁଲନ୍ତା ଅବସ୍ଥାରେ ମୃତଦେହ ଜଙ୍ଗଲ ମଧ୍ୟରୁ ମିଳିବା ପରେ ପୋଲିସ୍ ତଦନ୍ତ
Read More...

ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେ଼ଇଁ ୨୩ ବର୍ଷୀୟ ଯୁବକ ନିଖୋଜ।। ଫାୟାର ବ୍ରିଗେଡ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି।

ରାଉରକେଲା:୩/୮(ସତ୍ୟାନ୍ୟୁଜ) ବ୍ରାହ୍ମଣୀ ନଦୀକୁ ଡେ଼ଇଁ ପଡ଼ିଲେ ଜଣେ ୨୩ ବର୍ଷୀୟ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳି ନାହିଁ। ଫାୟାର ବ୍ରିଗେଡ ଟିମ୍ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ଘଟିଛି ପାନପୋଷ ବ୍ରାହ୍ମଣୀ ବ୍ରିଜ ନିକଟ ହନୁମାନ ମନ୍ଦିର ଘାଟରେ। ଗତ କାଲି
Read More...

ବଣାଇ : ଗାଁ ନାଁ ବାଟଗାଁ। ଗ୍ରାମକୁ ନାହିଁ ବାଟ।। ସପ୍ତାହକରେ ଦୁଇ ରୋଗୀ ଖଟିଆରେ ବୁହା ହେଲେଣି ଡାକ୍ତରଖାନା।

ବଣାଇ : ୩/୮(ସତ୍ୟାନ୍ୟୁଜ) ଗାଁ ର ନାଁ ବାଟ ଗାଁ। ମାତ୍ର ଉକ୍ତ ଗ୍ରାମକୁ ବାଟ ନାହିଁ। ଘର କରଣା ସାମଗ୍ରୀ , ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ବିଭିନ୍ନ ଭତ୍ତା ଆଣିବାକୁ ୧୫ କିଲୋମିଟର ପଥୁରିଆ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ। ଖରା ଦିନେ କୌଣସି ପ୍ରକାର କାମ ଚଳି ଯାଏ। ମାତ୍ର ବର୍ଷା
Read More...

ସୁନ୍ଦରଗଡ଼ : ପି ଏମ୍ କିଶାନର ୨୦ତମ କିସ୍ତି ରାଶି ଚାଷୀଙ୍କୁ ହସ୍ତାନ୍ତର।। ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ…

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧିର ସିଧା ପ୍ରସାରଣ ଅନୁଷ୍ଠିତପିଏମ୍ କିଶାନର 20ତମ କିସ୍ତି ରାଶି ଚାଷୀଙ୍କୁ ହସ୍ତାନ୍ତର ସୁନ୍ଦରଗଡ଼:୨/୮(ସତ୍ୟାନ୍ୟୁଜ) ସଂସ୍କୃତି ଭବନ ଠାରେ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ
Read More...

ସୁନ୍ଦରଗଡ଼ : ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା ପାଇଁ ସର୍ବାଦଳୀୟ ବୈଠକ।। ୧୩୦ଟି ନୂତନ ଭୋଟ କେନ୍ଦ୍ର ବୃଦ୍ଧି…

ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରିବା ନେଇ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ସୁନ୍ଦରଗଡ଼:୨/୮/(ସତ୍ୟାନ୍ୟୁଜ) ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରାଯିବା ନେଇ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ
Read More...

ସୁନ୍ଦରଗଡ଼ : ଫାଇଲେରିଆ ନିରାକରଣ ପାଇଁ ପଦକ୍ଷେପ।। ଆୟୋଜିତ ହେବ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ।

ଫାଇଲେରିଆ ନିରାକରଣ ପାଇଁ ଅନୁଷ୍ଠିତ ହେବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସୁନ୍ଦରଗଡ଼:୨/୮(ସତ୍ୟାନ୍ୟୁଜ) ଅଗଷ୍ଟ ୧୦ ରୁ ବାତଜ୍ବର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫାଇଲେରିଆ କିମ୍ବା ଲିମ୍ଫାଟିକ୍ ଫାଇଲେରିଆସିସ୍ (ଏଲଏଫ୍‌) ହେଉଛି
Read More...

ରାଉରକେଲା : ବ୍ୟବସାୟୀକ ପ୍ରତିଷ୍ଠାନରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ।। ୫ ଦୁର୍ବୃତ୍ତ ଗିରଫ।। ମାରଣାସ୍ତ୍ର ଜବତ।

ରାଉରକେଲା: ୨/୮(ସତ୍ୟାନ୍ୟୁଜ) ସହରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ୫ ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଡକାୟତି ପାଇଁ ବ୍ୟବହୃତ ହେବାକୁ ଥିବା ଭୁଜାଲି , ଛୁରୀ , ଲୁହା ରଡ୍ ଆଦି ଜବତ କରିଛନ୍ତି। ଶୁକ୍ରବାର ରାତିରେ
Read More...