Browsing Category

ଓଡିଶା

ରାଉରକେଲା : ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଓଲଟି ପଡ଼ିଲା ଆଇରନ୍ ଚିପ୍ସ ବୋଝେଇ ହାଇବା ଗାଡ଼ି।। ଲାଠିକଟା –…

ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ଲାଠିକଟା - ପାନପୋଷ ରୋଡ୍ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏକ ଆଇରନ୍ ଚିପ୍ସ ଭରା ଟ୍ରକ୍ ଓଲଟି ପଡିଛି। ଆଜି ସକାଳେ ଫେଟକଲ୍ ଡମ୍ପିଂ ଏରିଆ ନିକଟ ଇଣ୍ଡିଆନ୍ ଆଏଲ୍ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।ସୂଚନା ମୁତାବକ ଦୃତ ଗତିରେହାଇବା ଗାଡିଟି
Read More...

ରାଉରକେଲା : ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ଙ୍କ ବିଭିନ୍ନ ଅଞ୍ଚଳକୁ ମାରାଥନ୍ ଗସ୍ତ।। ଆହାର କେନ୍ଦ୍ର ସହ…

ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ରାଉରକେଲା ମହାନଗର ନିଗମ କମିଶନର ଦୀନା ଦସ୍ତଗୀର୍ ଶୁକ୍ରବାର ଦିନ କୋଏଲ ନଗର ସ୍ଥିତ ଆହାର କେନ୍ଦ୍ର ପାକଶାଳା ଓ ସେକ୍ଟର ୧୯ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରି ସେଠାରେ ପରିଚାଳନା ଦାୟିତ୍ଵରେ ଥିବା ଏସଏଚଜି ମହିଳାଙ୍କୁ ପରିଷ୍କାର ପରିଚ୍ଛନ୍ନତା ବଜାୟ
Read More...

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା।। ବ୍ରିଜ୍ ଉପରେ ପାଣି , ଘରେ ପାଣି , ମାଇନ୍ସ ଏରିଆରେ ପାଣି।।…

ସୁନ୍ଦରଗଡ଼ରେ ଅବିରତ ପ୍ରବଳ ବର୍ଷା। ବନ୍ୟା ପରିସ୍ଥିତିସୁନ୍ଦରଗଡ଼:୨୩/୮ (ସତ୍ୟାନ୍ୟୁଜ୍) ଦୁଇ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଛି। କେତେକ ସ୍ଥାନରେ ବର୍ଷା ଜଳ ପୋଲ ଉପରେ ବୋହିଥିବା ବେଳେ ଅନେକ ରାସ୍ତାରେ ପାଣି ପ୍ରବାହିତ
Read More...

ରାଉରକେଲା : ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦିଆ ଯାଇ ପାରିବ ନାହିଁ।। ବୁଲା କୁକୁର ସମସ୍ୟା ସମାଧାନ…

ଠିକ୍ ଅଛି ✅ — ଏହାକୁ ପ୍ରିଣ୍ଟ ମିଡିଆ ପାଇଁ ଖବର ଶୈଳୀରେ (ଶୀର୍ଷକ + ବିବରଣୀ) ତିଆରି କରିଦେଉଛି: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନୂତନ ରାୟଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ନୂଆଦିଲ୍ଲୀ: ୨୨/୮(ସତ୍ୟାନ୍ୟୁଜ)ବୁଲା କୁକୁର ପ୍ରସଙ୍ଗରେ
Read More...

ରାଉରକେଲା : ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିନେଲେ ଦୁର୍ବୃତ୍ତ।। ସ୍ବାମୀ ସ୍ତ୍ରୀ ଘରେ ଶୋଇ ଥିବା ବେଳେ ଚୋରି।

ରାଉରକେଲା: ୨୨/୮(ସତ୍ୟାନ୍ୟୁଜ୍) ସ୍ବାମୀ ସ୍ତ୍ରୀ ଘରେ ଶୋଇଥିବା ବେଳେ ଚୋର ମାନେ ଘରେ ପଶି ସୁନା ଗହଣା , ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇ ଯାଇଛନ୍ତି। ଏହି ଘଟଣା ଘଟିଛି ରାଉରକେଲାରେ। ବାସନ୍ତୀ କଲୋନୀରେ ବି ଏଲ୍ - ୧୩୨ କ୍ୱାର୍ଟର ରେ ଗିରିଜା ପ୍ରସାଦ ଦାସ ପରିବାର ସହ
Read More...

ବଣାଇ : ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଜାରି। ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ଚାଷୀ।

ବଣାଇ : ୨୨/୮(ସତ୍ୟାନ୍ୟୁଜ୍) ବଣାଇ ଅଞ୍ଚଳରେ ଦିନକୁ ଦିନ ହାତୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଚିନ୍ତାରେ ଅଛନ୍ତି ଚାଷୀ। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏବେ ଗାଁ ମୁହାଁ ହାତୀ। କିଛି ଦିନ ହେଲା ଏହି ଅଞ୍ଚଳକୁ ୩ ଟି ହାତୀ ଆସି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ବନ ବିଭାଗ
Read More...

ରାଉରକେଲା : ବାଇକ୍ ଲିଫ୍ଟର୍ରାକେଟ୍ ର ୩ ସଦସ୍ୟଙ୍କୁ ଗିରଫ କଲା ରାଉରକେଲା ପୋଲିସ।। ୩ ବାଇକ୍ ଚୋର ଗିରଫ।। ୧୬ ଚୋରା…

ରାଉରକେଲା:୨୧/୮(ସତ୍ୟାନ୍ୟୁଜ୍) ରାଉରକେଲା ପୋଲିସ ଏକ ବଡ଼ ଧରଣର ମୋଟର ସାଇକେଲ ଚୋର ରାକେଟ୍ ର ପର୍ଦ୍ଦାଫାଶ କରିବାକୁ ସକ୍ଷମ ହୋଇଛି। ପୋଲିସ୍ ୩ ଜଣ ପେଶାଦାର ବାଇକ୍ ଲିଫ୍ଟରଙ୍କୁ ଗିରଫ କରିଥିବା ବେଳେ ୧୬ ଟି ଚୋରା ବାଇକ୍ ଜବତ କରା ଯାଇଛି। ଏହି ରାକେଟ୍ ର କିଙ୍ଗପିନ୍ ଶଙ୍କର ଲୋହାର
Read More...

ସୁନ୍ଦରଗଡ଼ : କୁତ୍ରା ରେ “ଆସ ସ୍କୁଲ ଯିବା” ପଦଯାତ୍ରା କାର୍ଯ୍ୟକ୍ରମ।। ଯୋଗ ଦେଲେ ଅଭିଭାବକ ,…

ସୁନ୍ଦରଗଡ଼:୨୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୁତ୍ରା ସ୍ଥିତପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ "ଆସ ସ୍କୁଲ ଯିବା" ପଦଯାତ୍ରା ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପିତା, ମାତା, ଅଭିଭାବକ, ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗଦେଇ ସମାଜକୁ ଶିକ୍ଷାର ଗୁରୁତ୍ୱ
Read More...

ଭଦ୍ରକ: ଗୋରୁ ବୋଝେଇ କରି ନେଉ ଥିବା ପିକଅପ୍ ଭ୍ୟାନ କୁ ଜାଳି ଦେଲେ ଗୋରକ୍ଷକ।। ୧୬ ନମ୍ୱର୍ ଜାତୀୟ ରାଜପଥରେ ଘଟିଛି ଏହି…

ଭଦ୍ରକ : ୨୧/୮(ସତ୍ୟାନ୍ୟୁଜ୍) ରାଜପଥରେ ଜାଳି ଦେଲେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ। ଗୋ ରକ୍ଷକ ମାନେ ଗୋମାତା ଙ୍କୁ ଉଦ୍ଧାର କଲା ପରେ ଭ୍ୟାନ କୁ ଜଳାଇ ଦେଇଥିବା କୁହା ଯାଉଛି। ୧୬ ନମ୍ୱର୍ ଜାତୀୟ ରାଜପଥ ଭଦ୍ରକଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ନିକଟ ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏହି
Read More...

ଭଦ୍ରକ: ଗୋରୁ ବୋଝେଇ କରି ନେଉ ଥିବା ପିକଅପ୍ ଭ୍ୟାନ କୁ ଜାଳି ଦେଲେ ଗୋରକ୍ଷକ।। ୧୬ ନମ୍ୱର୍ ଜାତୀୟ ରାଜପଥରେ ଘଟିଛି ଏହି…

ଭଦ୍ରକ : ୨୧/୮(ସତ୍ୟାନ୍ୟୁଜ୍) ରାଜପଥରେ ଜାଳି ଦେଲେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ। ଗୋ ରକ୍ଷକ ମାନେ ଗୋମାତା ଙ୍କୁ ଉଦ୍ଧାର କଲା ପରେ ଭ୍ୟାନ କୁ ଜଳାଇ ଦେଇଥିବା କୁହା ଯାଉଛି। ୧୬ ନମ୍ୱର୍ ଜାତୀୟ ରାଜପଥ ଭଦ୍ରକଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ନିକଟ ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏହି
Read More...