Browsing Category
ଓଡିଶା
ବିରମିତ୍ରପୁର : ୧୪୩ ନମ୍ୱର୍ ଜାତୀୟ ରାଜପଥ ଚର୍ଚ୍ଚ ନିକଟରେ ଓଲଟି ପଡ଼ିଲା କାର।। ଅଳ୍ପକେ ବର୍ତ୍ତିଲେ କାର ରେ ଥିବା…
ବିରମିତ୍ରପୁର:୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥ ରେ ଆଜି ଅପରାହ୍ନ ରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ କାର ଚାଳକ ଏବଂ କାର ରେ ବସିଥିବା ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଁ ଯାଇଥିବା ବେଳେ ଦୁଇ!-->…
Read More...
Read More...
ଲହୁଣୀପଡା: ସାପ କାମୁଡାରେ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ।। ଘରେ ସୋଇଥିବା ବେଳେ ସାପ କାମୁଡ଼ି ଥିଲା।
ବଣାଇ : ୪/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ଲୁଧୁଣି ଗାଁ ରେ ଘରେ ଶୋଇ ଥିବା ବେଳେ ସାପ କାମୁଡ଼ାରେ ଜଣ ୧୦ମ ଶ୍ରେଣୀ ଛତ୍ରୀ ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସାପ କାମୁଡ଼ି ଥିଲା। ଆଜି ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଙ୍କୁ ତାଙ୍କୁ ଅଣା ଯାଇଥିଲା।!-->…
Read More...
Read More...
ରାଜଗାଙ୍ଗପୁର : ରେଳ ଟ୍ରାକ୍ ରେ ପଡ଼ି ରହିଛି ଆହତ ହାତୀ।। ଟ୍ରାକ୍ ରେ ଚାଲିଛି ଚିକିତ୍ସା।। ଟ୍ରେନ୍ ଧକ୍କାରେ ଆହତ…
ରାଜଗାଙ୍ଗପୁର:୪/୯(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସାଗରା ଷ୍ଟେସନ୍ ନିକଟ ରେଳ ଲାଇନ୍ ରେ ଏକ ହାତୀ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ି ରହିଛି। ହାତୀଟି ଗୁରୁତର ଆହତ ହୋଇଛି। ରେଳ ଲାଇନ୍ ପାର ହେଲା ପରେ କୌଣସି ଟ୍ରେନ୍ ହାତୀକୁ ଧକ୍କା ଦେଇ ଥିବା ଆଶଙ୍କା କରା ଯାଉଛି। ଘଟଣା ସ୍ଥଳରେ!-->…
Read More...
Read More...
ବଣାଇ : ଗାଁ କୁ ବସ ଚଳାଚଳ ଦାବିରେ ୨୪ ଘଣ୍ଟା ହେଲା ବସ୍ ଏବଂ ବସ୍ କର୍ମଚାରୀ ଅଟକ।। ସରକାରୀ ବସ୍ ପଞ୍ଚାୟତ…
ବଣାଇ : ୪/୯(ସତ୍ୟାନ୍ୟୁଜ) ୨୪ ଘଣ୍ଟା ହୋଇ ଗଲାଣି। ବସ ଏବଂ ବସ୍ କର୍ମଚାରୀଙ୍କୁ ଅଟକାଇ ରଖି ରଖିଛନ୍ତି ଗ୍ରାମବାସୀ। ଗତକାଲି ଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖା ଯାଇଛି ବସ୍।ବଣାଇ ରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା। ଗାଁ କୁ ବସ ଚାଲୁ ନଥିବାରୁ ରଜ୍ୟ ପରିବହନ ନିଗମ ଏକ ବସ୍ କୁ!-->…
Read More...
Read More...
ବଣାଇ : ଫରେଷ୍ଟର ଚାକିରି ର ୨୫ ବର୍ଷ ପୂର୍ତ୍ତି କୁ କେକ୍ କାଟି ମନାଇଲେ ସମସ୍ତେ।।। ଖୁସି ମୋହଲରେ ସାଙ୍ଗରେ ସାମିଲ…
ବଣାଇ : ୩୧/୮(ସତ୍ୟାନ୍ୟୁଜ) ବିଗତ ଦିନର ଅଭୁଲା ସ୍ମ୍ତତି କୁ ସାଙ୍ଗ ସାଥି ମାନଙ୍କ ମଧ୍ୟରେ ଥାଇ ମନେ ପକାଇବା ସମୟରେ ମନରେ ଏକ ଭିନ୍ନ ପ୍ରକାର ଆନନ୍ଦ ସହ ଶିହରଣ ଆସିଥାଏ । ୨୫ ବର୍ଷର ଚାକିରି କାଳ ପୂର୍ତ୍ତି ରେ ବଣାଇ ଏବଂ ରାଉରକେଲା ବନଖଣ୍ଡରେ କାର୍ଯ୍ୟରତ ଫରେଷ୍ଟର ମାନେ ଆଜି ନିଜ ନିଜ!-->…
Read More...
Read More...
ବଣାଇ : ବଣାଇ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବାଘର ଉପସ୍ଥିତି ନେଇ ଯାଞ୍ଚ।। ବାଘର ପାଦ ଚିହ୍ନ ଦେଖିବା ପରେ ବନ ବିଭାଗ ସତର୍କ।
ବଣାଇ : ୩୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଜଙ୍ଗଲରେ ଏକ ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିଛି। କିଛି ଲୋକ ବାଘର ଏହି ପାଦ ଚିହ୍ନ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ମାନେ ଜଙ୍ଗଲରେ ପହଞ୍ଚି ପାଦ ଚି଼ହ୍ନ ର ଯାଞ୍ଚ କରିଛନ୍ତି। ଏକ୍ସପର୍ଟ!-->…
Read More...
Read More...
ବିରମିତ୍ରପୁର : ଲୋକଙ୍କ ଦୁଃଖ ସାଜିଛି ୧୪୩ ନମ୍ୱର୍ ଜାତୀୟ ରାଜପଥ।। ପ୍ରବଳ ଧୂଳି ଉଡୁ ଥିବାରୁ ସାଧାରଣଙ୍କ ଜୀବନ…
ବିରମିତ୍ରପୁର:୩୦/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ବାସୀଙ୍କ ପାଇଁ ଏବେ ଦୁଃଖ ପାଲଟିଛି ଟାଉନ୍ ମଧ୍ୟ ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥ। ରକ୍ଷଣାବେକ୍ଷଣ ଅଭାବରୁ ଏହି ରାଜପଥ ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ସହର ମଧ୍ୟ ଦେଇ ଯାଇଥିବା ରାଜପଥ ର ଦୁଇ ପାର୍ଶ୍ଵରେ!-->…
Read More...
Read More...
ବଣାଇ : ସ୍କୁଲ ରେ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ସସପେଣ୍ଡ।। ଗିରଫ ହେବା ସମ୍ଭାବନା ବଢିଲା।
ବଣାଇ : ୩୦/୮(ସତ୍ୟାନ୍ୟୁଜ) ସଂସ୍କୃତି ଭୁଲି ଗଲେ ସଂସ୍କୃତ ଶିକ୍ଷକ। ସ୍କୁଲ ରେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସସପେଣ୍ଡ ହେଲେ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ରେ ଥିବା ଏକ ସ୍କୁଲ ର ରଙ୍ଗିଲା ଶିକ୍ଷକ ଆଦିତ୍ୟ ପାତ୍ରଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ।!-->…
Read More...
Read More...
ଗୁରୁଣ୍ଡିଆ : ପୁଣି ବଦନାମ କଲେ ସ୍କୁଲ ଶିକ୍ଷକ।। ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।। ପୋଲିସ୍ ତଦନ୍ତ ଜାରି।
ଗୁରୁଣ୍ଡିଆ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକଙ୍କ ଦ୍ୱାରା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଥାନାରେ ଏତଲା।ବଣାଇ/ସୁନ୍ଦରଗଡ଼:୨୯/୮(ସତ୍ୟାନ୍ୟୁଜ)
୧୬ ଅଗଷ୍ଟରେ ଲାଟ୍ରିନ ପଛରେ ଶିକ୍ଷକଙ୍କ ଅସଦାଚରଣ ଘଟଣା ଦେଖିବାକୁ ମିଳିଥିବା ଅଭିଯୋଗ।
୬-୭ ଜଣ!-->!-->!-->!-->!-->…
Read More...
Read More...
ରାଉରକେଲା : ସର୍ପାଘାତରେ ଭାଇ ଭଉଣୀ ମୃତ।। ଘରେ ସୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।
ସର୍ପାଘାତରେ ଭାଇ-ଭଉଣୀ ମୃତ।
ରାଉରକେଲା:୨୬/୮(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ପଞ୍ଚାୟତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ ଦୁଇ ନାବାଳକ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ୬ ବର୍ଷୀୟଏଭମ ଲାକ୍ରା ଏବଂ ୭ ବର୍ଷୀୟା ଏଭଲିନା ଲାକ୍ରା!-->!-->!-->…
Read More...
Read More...