Browsing Category
ଓଡିଶା
ରାଉରକେଲା ଡେଲିମାର୍କେଟ ଅଞ୍ଚଳରେ ଗୋଷ୍ଠୀ ସଙ୍ଘର୍ଷ।। ଗୁଳି ଚାଳନା ଅଭିଯୋଗ।। ପୋଲିସ ତଦନ୍ତ ଜାରି।
ରାଉରକେଲା ଡେଲିମାର୍କେଟ ରେଳ ଲାଇନ ନିକଟରେ ଶନିବାର ଦିନ ଦ୍ବିପ୍ରହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଚାଳନା ହୋଇଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି।
ସୂଚନା!-->!-->!-->!-->!-->…
Read More...
Read More...
କୋଭିଡ ଉପଯୋଗୀ ଆଚରଣ ପାଳନ ଲାଗି ରାଉରକେଲା ଜନସାଧାରଣଙ୍କୁ ପ୍ରଶାସନ ର ନିବେଦନ।
ରାଉରକେଲା : ୭ ଜାନୁୟାରୀ ୨୦୨୨: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଶୁକ୍ରବାରଠାରୁ ଏହି ନିୟମ ସାରା ରାଜ୍ୟରେ ଲାଗୁ କରାଯାଇଛି। ସରକାରଙ୍କ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସାଧାରଣଙ୍କୁ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ।। କୋଭିଡ ନିୟମ ପାଳନ କରିବାକୁ ଜିଲ୍ଲାପାଳଙ୍କ…
କୋଭିଡ୍ ସଂକ୍ରମଣ ଏବେ ଆମ ଦେଶ ତଥା ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ।। କୋଭିଡ ନିୟମ ପାଳନ କରିବାକୁ ଜିଲ୍ଲାପାଳଙ୍କ…
କୋଭିଡ୍ ସଂକ୍ରମଣ ଏବେ ଆମ ଦେଶ ତଥା ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ!-->…
Read More...
Read More...
ରାଉରକେଲା ରେ ରାତ୍ରିକାଳୀନ କର୍ଫ୍ୟୁ କଡାକଡି ଭାବେ ଲାଗୁ।। ପୋଲିସ ଯାଞ୍ଚ ବ୍ୟବସ୍ଥା ନିରୀକ୍ଷଣ କଲେ ଏସ ପି ମୁକେଶ…
ଆଜିଠାରୁ ରାଜ୍ୟରେ ନୂତନ କୋଭିଡ ଗାଇଡ଼ ଲାଇନ୍ସ ଲାଗୁ ହୋଇଛି। ରାତି ୯ଟା ରୁ ଆରମ୍ଭ ହୋଇଯାଇଛି ରାତ୍ରିକାଳୀନ କର୍ଫ୍ୟୁ। ପୂର୍ବରୁ ରାତି ଦଶଟାରେ ନାଇଟ କର୍ଫ୍ୟୁ ହେଉଥିବା ବେଳେ ଆଜିଠାରୁ ୯ଟା ବେଳେ ଆରମ୍ଭ ହୋଇ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଚାଲିବ। ରାଉରକେଲା ରେ କଡାକଡି ଭାବେ ନାଇଟ କର୍ଫ୍ୟୁ!-->…
Read More...
Read More...
ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ୩ ହଜାର ଟଙ୍କା ଗୃହ…
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି।
ଏହି ସହାୟତା ହିତାଧିକାରୀମାନଙ୍କ!-->!-->!-->!-->!-->…
Read More...
Read More...
ରାଉରକେଲା ଏବଂ ସୁନ୍ଦରଗଡରେ ପୋଲିସ ପ୍ରଶାସନର କୋଭିଡ ସଚେତନତା କାର୍ଯ୍ୟକ୍ରମ ଜାରି।। ସାର ନଗରୀ ହସ୍ତତନ୍ତ ମେଳା ବନ୍ଦ…
କୋଭିଡ ର ପରିବର୍ତ୍ତିତ ଭିରିଆଣ୍ଟ ଓମିକ୍ରନ୍ ଦ୍ରୁତଗତିରେ ମାଡି ଚାଲିଥିବାରୁ ସରକାର ରାଜ୍ୟର ସମସ୍ତ କଲେଜ ଏବଂ ଇଉନିଭରସିଟି ଗୁଡିକୁ ୧୦ ତାରିଖରୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି।
ଓମିକ୍ରନ ର ମୁକାବିଲା କରିବାଲାଗି ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ଟା ରୁ ଲାଗୁ!-->!-->!-->!-->!-->…
Read More...
Read More...
କୋଭିଡ ଭୟ : ପ୍ରବଳ ଭିଡ ହେବାରୁ ରାଉରକେଲା ସାର ନଗରୀରେ ଚାଲିଥିବା ମିନା ବଜ଼ାର ଏବଂ ହସ୍ତତନ୍ତ ମେଳାକୁ ବନ୍ଦ କଲା…
କୋଭିଡ କଟକଣାକୁ ରାଉରକେଲାରେ କଡାକଡି ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରିତା କରିବା ଆରମ୍ଭ ହୋଇଯାଇଛି। ଶୁକ୍ରବାର ସକାଳେ ସହରର ବିଭିନ୍ନ ପରିବା ମାର୍କେଟକୁ ପଡିଆ ଏବଂ ରାସ୍ତା କଡ଼କୁ ସ୍ଥାନାନ୍ତର କରିବା ପରେ ଅପରାହ୍ନ ରେ ଏକ ମିନା ବଜ଼ାର ତଥା ହସ୍ତତନ୍ତ ପ୍ରଦର୍ଶନୀ ବଜ଼ାରକୁ!-->…
Read More...
Read More...
ଆଜିଠାରୁ ନୂତନ କୋଭିଡ ଗାଇଡ଼ ଲାଇନ ଲାଗୁ।। ରାଉରକେଲା ଟ୍ରାଫିକ ମାର୍କେଟ ଏବଂ ଛେଣ୍ଡ ପରିବା ମାର୍କେଟ ସ୍ଥାନାନ୍ତର।…
ଆଜିଠାରୁ ରାଜ୍ୟରେ ଲାଗୁ କରାଯାଉଛି ନୂତନ କୋଭିଡ ଗାଇଡ଼ ଲାଇନ୍। ରାତି ନଅ ଟାରୁ ସକାଳ ପାଞ୍ଚ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କାର୍ଫ୍ୟୁ ଜାରି ରହିବ। ପୂର୍ବରୁ ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଅବିଧି ଥିଲା। କୋଭିଡ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଭିଡ଼ ହେଉଥିବା!-->…
Read More...
Read More...
କୋଭିଡ ତୃତୀୟ ଲହର ମୁକାବିଲା ଲାଗି ଜୋରଦାର ପ୍ରସ୍ତୁତି।। ଜିଲ୍ଲାର ବିଭିନ୍ନ ଘରୋଇ ହସପିଟାଲ ଏବଂ ପ୍ରଶାସନିକ…
ସମ୍ଭାବ୍ୟ କୋଭିଡ୍ ତୃତୀୟ ଲହରର ମୁକାବିଲା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ଏଥିସହିତ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ ସହ!-->!-->!-->!-->!-->…
Read More...
Read More...