Browsing Category

ଓଡିଶା

୭ ଲକ୍ଷ ଟଙ୍କାର ଜାଲ ନୋଟ ଜବତ।। ଦୁଇ ଜଣଙ୍କୁ ଗିରଫ କଲା ପୋଲିସ ।

ଭୁବନେଶ୍ୱର ପୋଲିସ ୭ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଏହି ଯୁବକ ଦ୍ୱୟ ୨୦୦ ଟଙ୍କିଆ ଜାଲ ନୋଟ ଛାପି ବଜ଼ାରରେ ଛାଡ଼ୁଥିଲେ। ପୋଲିସ ଦୁଇ ଯୁବକ ସତ୍ୟନାରାୟଣ ପୁଷ୍ଟି ଏବଂ ଭୋଲା ପ୍ରଧାନଙ୍କୁ ଖାରବେଳ ନଗର ଅଞ୍ଚଳ ରୁ ଗିରଫ କରିଛି। ସତ୍ୟନାରାୟଣ
Read More...

ରେଳ ଷ୍ଟେସନ ରୁ ୧୨ କୋଟି ଟଙ୍କାର ୩୨ କିଲୋଗ୍ରାମ ସୁନା ଗହଣା ଜବତ।। ୪ ଯୁବକ ଅଟକ।

ଭୁବନେଶ୍ୱର ରେଳ ଷ୍ଟେସନ ରୁ ରେଳବାଇ ପୋଲିସ ୧୨ କୋଟି ଟଙ୍କାର ୩୨ କିଲୋଗ୍ରାମ ସୁନା ଗହଣା ଜବତ କରିଛି। ଏ ବାବଦରେ ୪ ଜଣ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି। ସୂଚନା ଅନୁଯାୟୀ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ରେ ଚାରିଜଣ ଯୁବକ ଚାରୋଟି ବ୍ୟାଗ ରେ ଏହି
Read More...

ପୌର ନିର୍ବାଚନ ଲାଗି ଜିଲ୍ଲାରେ ନାମାଙ୍କନପତ୍ର ଦାଖଲ ଆଜିଠାରୁ।। ଭୋଟ ଗ୍ରହଣ ମାର୍ଚ୍ଚ ୨୪ ଏବଂ ଗଣତି ୨୬ ତାରିଖରେ।

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜିଠାରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ। ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲାରେ ବିରମିତ୍ରପୁର , ରାଜଗାଙ୍ଗପୁର , ସୁନ୍ଦରଗଡ଼ ପୌର ପରିଷଦ ଲାଗି ହେଉଥିବା ନିର୍ବଚନ ରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।
Read More...

୫୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ।। ୫ ଗିରଫ।। ନିଶା କାରବାର ଉପରେ ଅଙ୍କୁଶ ଲଗାଇବାରେ ସୁନ୍ଦରଗଡ଼ ପୋଲିସ କୁ ବଡ଼…

ନିଶା କାରବାର ରୋକିବା ଲାଗି ସୁନ୍ଦରଗଡ଼ ପୋଲିସ ର ମିଶନ କୁ ବଡ ସଫଳତା ମିଳିଛି। ରାଜଗାଙ୍ଗପୁର ରୁ ଝାରଖଣ୍ଡ ଚାଲାଣ ହେଉଥିବା ବେଳେ ପୋଲିସ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗ
Read More...

ମହାଶିବରାତ୍ରି ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟପୀଠରେ ୧୪୪ ଧାରା ଲାଗୁ।। କୋଭିଡ କଟକଣା ଯୋଗୁଁ ଭକ୍ତ ଶିବ…

ଆଜି ମହାଶିବରାତ୍ରି। ରାଉରକେଲା ବେଦବ୍ୟାସ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟପୀଠ ରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କରିବା ଉପରେ ରୋକ ଲଗାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ଥିବାରୁ କୋଭିଡ ସଂକ୍ରମଣ ଆଶଙ୍କାରେ ବେଦବ୍ୟାସ ଶୈବ୍ୟ ପୀଠ , ବଣେଇ ବାଣେଶ୍ବର ମନ୍ଦିର
Read More...

ହୋଲି ଉତ୍ସଵ ପାଳନ ଉପରେ କଟକଣା ଲଗାଇଲେ ସ୍ୱତନ୍ତ୍ର ରିଲିଫ କମିଶନର।। ନିଜ ନିଜ ଘରେ ରଙ୍ଗ ଖେଳିବାକୁ ପରାମର୍ଶ।

ଏବର୍ଷ ମଧ୍ୟ ସାର୍ବଜନୀକ ସ୍ଥାନରେ ହୋଲି ଖେଳ କିମ୍ବା ହୋଲି ସମ୍ପର୍କିତ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏହି କଟକଣା ଲଗାଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର । ହୋଲି ଉତ୍ସବ ପାଳନ ବେଳେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଶୃଙ୍ଖଳିତ ପୋୖର ନିର୍ବାଚନ ପରିଚାଳନା ଲାଗି ସମସ୍ତଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ।

ସୁନ୍ଦରଗଡ଼, ୨୮ ଫେବ୍ରୁଆରି ୨୦୨୨: ଓଡ଼ିଶାରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ
Read More...

ରାଉରକେଲା ବେଦବ୍ୟାସ ଶୈବ୍ୟପୀଠ ରେ ଆଜିଠାରୁ ୧୪୪ ଧାରା ଲାଗୁ।। କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ପୂଜାର୍ଚ୍ଚନା…

ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ ରେ ଆଜିଠାରୁ ଲାଗୁ କରାଯାଇଛି ଧାରା ୧୪୪। ଏହି କଟକଣା ଆସନ୍ତା ୨ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆସନ୍ତାକାଲି ମହା ଶିବରାତ୍ରୀ। ଏହି ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। କୋଭିଡ ସଂକ୍ରମଣ ଆଶଙ୍କା ଥିବାରୁ ପ୍ରଶାସନ
Read More...

ରାଜଗାଙ୍ଗପୁର ରେ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ର ମୃତ୍ୟୁ ଅଭିଯୋଗ।। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସ୍ ର…

ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ର ମୃତ୍ୟୁ। ଏପରି ଅଭିଯୋଗ ହୋଇଛି ରାଜଗାଙ୍ଗପୁର ଥାନା ଅଞ୍ଚଳର ୭ ନମ୍ବର ୱାର୍ଡ ର କୁଣ୍ଡୁକେଲା ରେ। ରବିବାର ରାତିରେ ଖାଇସାରି ଶୋଇବା ପରେ ସ୍ବାମୀ ଦୀପକ ଙ୍କ ତାଙ୍କ ସ୍ତ୍ରୀଙ୍କ ସଂଗେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଦୀପକ
Read More...

ରାଉରକେଲା ରେ ୬ ଜଣ ନିଶାଦ୍ରବ୍ୟ ବେପାରୀ ଗିରଫ।। ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର , ଦୁଇଟି ପିସ୍ତଲ , ଗୁଳି ,…

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଟି ପୃଥକ ମାମଲାରେ ୬ ଜଣ ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର , ୨ ଟି ପିସ୍ତଲ , ୭ ରାଉଣ୍ଡ ଗୁଳି , ୩ ଟି ଦୁଇ ଚକିଆ ଯାନ , ନଗଦ ୧ ଲକ୍ଷ ୨୬ ହଜାର ଟଙ୍କା , ୨୫
Read More...