Browsing Category

ଓଡିଶା

ରାଉରକେଲା ପ୍ରଶାସନ ଏବଂ ରେଲୱେ ଅଧିକାରୀଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ନିରୀକ୍ଷଣ।।
କାର୍ଯ୍ୟ ଶୀଘ୍ର ସମ୍ପାଦନ

ରାଉରକେଲା ରେ ରେଳବାଇ ପକ୍ଷରୁ ହାତକୁ ନିଆଯାଇଥିବା କେତେକ ଉନ୍ନୟନ ମୂଳକ କାମର ସମୀକ୍ଷା କରାଯାଇଛି। ଶନିବାର ଦିନ ରାଉରକେଲା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ ଭୋଇ, ରାଉରକେଲା ରେଲୱେ ମୁଖ୍ୟ ବାଣିଜ୍ୟିକ ଇନ୍ସପେକ୍ଟର ରାକେଶ କୁମାର ରୟ, ଡେପୁଟି ଏସ୍
Read More...

ପୋୖର ନିର୍ବାଚନ ୨୦୨୨ : ସୁନ୍ଦରଗଡରେ ବିଜେପିର
ତନୟା , ରାଜଗାଙ୍ଗପୁର ରେ ବିଜେଡିର ମାଧୁରୀ , ବିରମିତ୍ରପୁରରେ ବିଜେଡିର

ସୁନ୍ଦରଗଡ ଜିଲ୍ଲା ପୌର ନିର୍ବାଚନରେ ବିଜୁ ଜନତା ଦଳ ଦୁଇଟି ମୁନିସିପାଲିଟିର ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପି ଖାତାରେ ଗୋଟିଏ ଅଧ୍ୟକ୍ଷ ପଦ ଯାଇଛି। ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନରେ ବିଜେପି ର ତନୟା ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ
Read More...

ସୁନ୍ଦରଗଡ ଜିଲ୍ଲାର ୩ଟି ପୌରପାଳିକା ନିର୍ବାଚନର ଭୋଟ ଗଣତି ଆରମ୍ଭ।। ରାଜ୍ୟରେ ୧୦୮ଟି ପୌରପାଳିକା ଏବଂ ୩ଟି ମହନଗର…

ସୁନ୍ଦରଗଡ ଜିଲ୍ଲାର 3 ଟି ପୌରପାଳିକା ନିର୍ବାଚନର ଭୋଟ ଗଣତି ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ସୁନ୍ଦରଗଡରେ ମୁନିସିପାଲ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ହେଉଥିବା ବେଳେ ରାଜଗାଙ୍ଗପୁର ରେସରବତୀ ଦେବୀ ମହିଳା ବିଦ୍ୟାଳୟରେ ଭୋଟ ଗଣତି ହେଉଛି। ସେହିପରି
Read More...

ଟ୍ରେନ ଧକ୍କାରେ ବାପ ଝିଅଙ୍କ ମୃତ୍ୟୁ।। କଳୁଙ୍ଗା ରେଳ ଫାଟକ ନିକଟରେ ସ୍କୁଟି ରେ ପାର ହେଉଥିବା ବେଳେ ଟ୍ରେନ ମାଡିଗଲା।

ସାମାନ୍ୟ ଭୁଲ ଏବଂ ଅସାବଧାନତା ଯୋଗୁଁ ଅକାଳରେ ଚାଲିଗଲା ବାପ , ଝିଅ ଦୁଇଜଣଙ୍କ ଅମୂଲ୍ୟ ଜୀବନ। ଏହି ଘଟଣା ଘଟିଛି ରାଉରକେଲା ନିକଟ କଳୁଙ୍ଗା ରେଳ ଫାଟକ ନିକଟରେ। ଟ୍ରେନ ଆସୁଥିବା ଯୋଗୁଁ ରେଳ ଫାଟକ ବନ୍ଦ ଥିଲା। ଆବଶ୍ୟକତା ହେଉ କିମ୍ବା ତରବର ଯୋଗୁଁ ହେଉ ବଲଣ୍ଡା ଅଞ୍ଚଳର
Read More...

ଗୁଳି ଫୁଟି ଗାଙ୍ଗପୁର ଥାନା
ଆଇ ଆଇ ସି ଙ୍କ ମୃତ୍ୟୁ।। ଆଇ ଆଇ ସି ଦେବକୁମାର ଗମାଙ୍ଗ।

ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇ ଆଇ ସି ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସ ପି। ତେବେ କେଉଁ ପରିପ୍ରେକ୍ଷୀରେ ଆଇ ଆଇ ସି ଦେବକୁମାର ଗମାଙ୍ଗ ଙ୍କୁ ଗୁଳି ବାଜିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁଳି ବାଜିବା ପରେ
Read More...

ରାଉରକେଲା ରେ ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ।। ଧକ୍କା ଦେବା ପରେ ଭ୍ୟାନ ଓଲଟି ପଡିଲା।

ରାଉରକେଲା ପାନପୋଷ ବାଇପାସ ରୋଡ କଳିଙ୍ଗ ଟ୍ରମା ହସପିଟାଲ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି l ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ l ଦୁର୍ଘଟଣା ସ୍ଥଳରୁ ପିକଅପ ଭ୍ୟାନ ଛାଡି ଚାଳକ ଫେରାର
Read More...

ରାଉରକେଲାରେ ଟ୍ରକ ଦୁର୍ଘଟଣାରେ ଆର ଏସ ପି କର୍ମଚାରୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନ।। ଡ୍ରାଇଭର ଗିରଫ।

ରାଉରକେଲା ୧୯ ନମ୍ବର ସେକ୍ଟର ଥାନା ଅନ୍ତର୍ଗତ ୨୦ ନମ୍ବର ସେକ୍ଟର ଫୁଟବଲ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରକ ଦୁର୍ଘଟଣାରେ ଜଣେ ଇସ୍ପାତ କାରଖାନା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସନ୍ତୋଷ କୁମାର ମହାନ୍ତି ଇସ୍ପାତ କାରଖାନା ସହରାଞ୍ଚଳ ଜଳ ଯୋଗାଣ ବିଭାଗରେ
Read More...

ରାଉରକେଲା ଡେଲିମାର୍କେଟ ରେ ପୂଜା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ।। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ।

ରାଉରକେଲା ଡେଲିମାର୍କେଟ ସ୍କୁଲ ସମ୍ମୁଖ ଗଳିରେ ଏକ ପୂଜା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଶୁକ୍ରବାର ଭୋରୁ ଭୋରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଫାୟାର ବ୍ରିଗେଡ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।
Read More...

ସୁନ୍ଦରଗଡ ଜିଲ୍ଲାରେ ୩ ଟି ପୋୖର ପରିଷଦ ଲାଗି ଭୋଟ ଗ୍ରହଣ ଆରମ୍ଭ।। ରାଜଗାଙ୍ଗପୁର , ବିରମିତ୍ରପୁର , ସୁନ୍ଦରଗଡରେ ଭୋଟ…

ରାଜ୍ୟରେ ଆଜି ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲା ର ତିନୋଟି ପୌରପରିଷଦ ପାଇଁ ଆଜି ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଜିଲା ର ସୁନ୍ଦରଗଡ଼ , ରାଜଗାଙ୍ଗପୁର ଓ ବିରାମିତ୍ରପୁର ପୌରପରିଷଦ ପାଇଁ ଅନୁଷ୍ଠିତ ହେଉଛି ନିର୍ଵାଚନ ।
Read More...