Browsing Category

ଓଡିଶା

ରାଉରକେଲା ରୁ କୋଇଡା ଯାଉଥିବା ଘରୋଇ ବସ ଓଲଟି ୭ ଆହତ।। ବରସୁଆଁ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା।

ରାଉରକେଲା ରୁ କୋଇଡା ଯାଉଥିବା ଏକ ଘରୋଇ ବସ ଲହୁଣୀପଡା ଥାନା ଅନ୍ତର୍ଗତ ବରସୁଆଁ ଠାରେ ଓଲଟି ପଡିବାରୁ ୭ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। 'ସଦାମ' ନାମକ ଏହି ବସ ରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାବେକେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତର ଖାନାରେ
Read More...

ଜେ ଏସ ଡବ୍ଲୁ ଶିବା ସିମେଣ୍ଟ କାରଖାନାରେ ପାଇପ ପଡି ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ…

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସ୍ଥିତ ଜେଏସଡବ୍ଲୁ ଶିବା ସିମେଣ୍ଟ କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପରିବାରଵର୍ଗ ଏବଂ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଖବରପାଇ ରାଜଗାଙ୍ଗପୁର
Read More...

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି।। ତାପମାତ୍ରା ୪୨ ଡିଗ୍ରୀ ଉପରେ।

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଉରକେଲା ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଜିଲ୍ଲାର ବଣ , ଜଙ୍ଗଲ ଘେରା ଏରିଆ ବଣେଇ ଅଞ୍ଚଳରେ ମଧ୍ୟ ତାପମାତ୍ରା ଅଧିକ ଅନୁଭୂତ ହେଉଛି। ଗତ ଦୁଇଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ
Read More...

ରାଉରକେଲା ର ଗର୍ବ ଡ଼ିପିଏସ ଛାତ୍ର ତନୁସ କୋହଲି।। ବାଙ୍ଗଲୋର ସାଇକେଲ ଚାମ୍ପିଅନଶିପ ରେ ଦୂତୀୟ।

ରାଉରକେଲା ର ନଅ ବର୍ଷୀୟ ବାଳକ ତନୁସ କୋହଲି ସହର ପାଇଁ ଗର୍ବ ଆଣିଦେଇଛନ୍ତି। ବାଙ୍ଗଲୋର ରେ ଅନୁଷ୍ଠିତ ବି ବି ସି ଆଇ ସାଇକେଲ ଚାମ୍ପିଅନଶିପ ସେ ଦୂତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇପାରିଛନ୍ତି । ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଥିବା ତନୁସ ସିଭିଲ ଟାଉନଶିପ ରେ
Read More...

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ।

ସୁନ୍ଦରଗଡ଼, ୧୮ ଏପ୍ରିଲ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ପ୍ରଗତିମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ ଆସିଥିବା
Read More...

ନକଲି ବିଦେଶୀ ମଦ ପ୍ରସ୍ତୁତ ରାକେଟ ର ପର୍ଦାଫସ।। ବିପୁଳ ପରିମାଣର ଵିଦେଶୀ ମଦ ଜବତ କଲେ ବଣେଇ ଅବକାରୀ ବିଭାଗ ।

ସୁନ୍ଦରଗଡ଼ ଜିଲ୍ଲାରେ ନକଲି ବିଦେଶୀ ମଦ ବେପାର ଥମିବାର ନାଁ ନେଉନାହିଁ। ବିଶେଷ କରି ବଣେଇ ଅଞ୍ଚଳରେ ଏହି ମଦ କାରବାର ଜୋର ଧରିଛି। ବାହାର ରାଜ୍ୟରୁ ନକଲି ମଦ ଆଣି ଏଠାରେ ନାମିଦାମୀ କମ୍ପାନୀ ର ଲେବଲ ମାରି ବେପାର ଚାଲିଛି । ଗତ ସପ୍ତାହ ଲହୁଣୀପଡା ଥାନା ଅଞ୍ଚଳରେ ଏକ ନକଲି ମଦ
Read More...

ସୁନ୍ଦରଗଡ଼ , ରାଜଗାଙ୍ଗପୁର , ବିରମିତ୍ରପୁର ପୋୖର ପ୍ରତିନିଧିମାନଙ୍କ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇଙ୍କ ସହ…

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର , ବିରମିତ୍ରପୁର , ସୁନ୍ଦରଗଡ଼ ପୌରପାଳିକା ର ନବନିର୍ବାଚିତ ଅଧ୍ୟକ୍ଷ , ଉପାଧ୍ୟକ୍ଷ ଏବଂ କାଉନସିଲର ମାନେ ଆଜି ଭୁବନେଶ୍ୱରରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ ଙ୍କୁ ସାକ୍ଷାତ କରିଛନ୍ତି । ରାଜଗାଙ୍ଗପୁର , ବିରମିତ୍ରପୁରର ବିଜୟ ଲାଭ
Read More...

ଜାଲ ଆକାଉଣ୍ଟରେ ଜିଏସଟି ଠକେଇର ଖୋଲୁଛି ଗୁମର।। ୫୦ ଜାଲ ଆକାଉଣ୍ଟରେ ୧୨୪ କୋଟି ଠକେଇ।। ୧୦ ରୁ ଅଧିକ ଲୋକ ସମ୍ପୃକ୍ତି…

ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ମାମଲାରେ ୨ ଜଣ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ତଦନ୍ତ ପରେ ଏହିଜି ଏସ ଟି ଠକେଇ ରାକେଟ ରେ ଆଉ ୧୦ ରୁ ଅଧିକ ଲୋକ ସମ୍ପୃକ୍ତ
Read More...

ଆଇପିଏଲ ସଟା ବେଟିଙ୍ଗ ରାକେଟ ର ପର୍ଦାଫସ।। ୯ ଜଣଙ୍କୁ ଗିରଫ କଲା ବିରମିତ୍ରପୁର ପୋଲିସ।। ୧୮ ଟି ମୋବାଇଲ ଫୋନ , ଲାପଟପ…

ସୁନ୍ଦରଗଡ ଜିଲ୍ଲାରେ ଏବେଆଇ ପି ଏଲ ସଟା ବଜ଼ାର ଗରମ ରହିଛି। ତେବେ ପୋଲିସ ର ସକ୍ରିୟତା ଯୋଗୁଁ ରବିବାର ଦିନ ଏକ ବଡ଼ ଧରଣର ସଟା ରାକେଟ ର ପର୍ଦାଫସ ହୋଇଛି। ବିରମିତ୍ରପୁର ପୋଲିସ କୁଆରମୁଣ୍ଡାର ଯମୁନାନାକୀ ଅଞ୍ଚଳରେ ଚଢ଼ାଉ କରି ବେଆଇନ ଆଇପିଏଲ ସଟା ଖେଳରେ ଲିପ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ
Read More...

ରାଉରକେଲାର ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଚାରି ଗିରଫ।। ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସଟି ଠକେଇ ଅଭିଯୋଗରେ ଗିରଫ କଲା…

ରାଉରକେଲା:୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ମାମଲାରେ ୨ ଜଣ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ଗତକାଲି ସମ୍ବଲପୁରରୁ ଆସିଥିବା ପୁଲିସ ଟିମ୍‌ ରାଉରକେଲାର ସ୍ଥାନୀୟ ପୁଲିସ ସହାୟତାରେ ୪ ଜଣଙ୍କୁ ଗିରଫ କରି ସମ୍ବଲପୁର ନେଇଯାଇଛନ୍ତି।
Read More...