ରାଉରକେଲା ର ଗର୍ବ ଡ଼ିପିଏସ ଛାତ୍ର ତନୁସ କୋହଲି।। ବାଙ୍ଗଲୋର ସାଇକେଲ ଚାମ୍ପିଅନଶିପ ରେ ଦୂତୀୟ।

0 508

ରାଉରକେଲା ର ନଅ ବର୍ଷୀୟ ବାଳକ ତନୁସ କୋହଲି ସହର ପାଇଁ ଗର୍ବ ଆଣିଦେଇଛନ୍ତି। ବାଙ୍ଗଲୋର ରେ ଅନୁଷ୍ଠିତ ବି ବି ସି ଆଇ ସାଇକେଲ ଚାମ୍ପିଅନଶିପ ସେ ଦୂତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇପାରିଛନ୍ତି ।

ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଥିବା ତନୁସ ସିଭିଲ ଟାଉନଶିପ ରେ ରହନ୍ତି । ଚାରିବର୍ଷ ହେଲା ସେ ସାଇକେଲ ଚଲାଇବା ଅଭ୍ୟାସ ଜାରି ରଖିଛନ୍ତି। ଗତ ୧୭ ଏପ୍ରିଲ ରେ ବାଙ୍ଗଲୋର ନନ୍ଦୀ ହିଲସ ନିକଟ ଅବଧି ରେ ଆୟୋଜିତ ସାଇକେଲ ଚାମ୍ପିଅନଶିପରେ ସେ ଦୂତୀୟ ସ୍ଥାନ ହାସଲ କରିଛନ୍ତି । ଆଗାମୀ ଦିନରେ ତନୁସ ଦେଶ ଏବଂ ଦେଶ ବାହାରେ ସାଇକେଲ ଚାମ୍ପିଅନଶିପରେ ଭାଗ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।

Leave A Reply

Your email address will not be published.