Browsing Category

ଓଡିଶା

ରାଉରକେଲା : ବନ୍ଧମୁଣ୍ଡା ରେ ବେଆଇନ୍ ବାଣ ଷ୍ଟକ୍ ଉପରେ ପୋଲିସ୍ ର ଚଢାଉ।। ବିପୁଳ ପରିମାଣର ବାଣ ଜବତ।

ରାଉରକେଲା:୨/୧୧(ସତ୍ୟାନ୍ୟୁଜ) ଦୀପାବଳି ସରି ଗଲାଣି। କିନ୍ତୁ ଏବେ ମଧ୍ୟ ଲୋକ ମାନେ ବେଆଇନ୍ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ କରି ଘରେ ରଖିଛନ୍ତି। ରାଉରକେଲା ବନ୍ଧମୁଣ୍ଡା ଥାନା ପୋଲିସ୍ , ଡିଜେଲ କଲୋନୀ ନିକଟ ରେଲୱେ ମାର୍କେଟ ରେ ଚଢ଼ାଉ କରି ଏକ ଘରୁ ବିପୁଳ ପରିମାଣର ବାଣ ଜବତ
Read More...

ରାଉରକେଲା : ହାତୀ ମଣିଷ ଲଢେ଼ଇ ରେ ଚାଲି ଗଲା ଆଉ ଏକ ଜୀବନ।। ଲାଠିକଟା ଥାନା ମୁଣ୍ଡାଯୋର୍ ପଞ୍ଚାୟତ ର ଘଟଣା।

ରାଉରକେଲା : ୨/୧୧(ସତ୍ୟାନ୍ୟୁଜ) ହାତୀ - ମଣିଷ ଲଢେ଼ଇ ରେ ରାଉରକେଲା ରେ ଚାଲିଗଲା ଆଉ ଜଣଙ୍କ ଜୀବନ। ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର୍ ପଞ୍ଚାୟତ ରେ ହାତୀ ଆକ୍ରମଣରେ ରୁପନ୍ ସମାସି ନାମକ ଜଣେ ୬୩ ବର୍ଷୀୟ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରୂପନ୍ ଦନ୍ତା ହାତୀ
Read More...

ରାଉରକେଲା : ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ।। ସଚେତନତା ଶୋଭାଯାତ୍ରା ସହ ସେମିନାର ଆୟୋଜିତ।

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରା ଯାଇପାରିବ : ବ୍ରିଜେଶ ରାଏରାଉରକେଲା : ୧/୧୧/୨୫:(ସତ୍ୟାନ୍ୟୁଜ) ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା
Read More...

ରାଉରକେଲା : ଘର କବାଟ ଭାଙ୍ଗି ଚୋରି କରୁଥିବା ଦୁଇ ଝାଡ଼ଖଣ୍ଡ ଅପରାଧୀ ଗିରଫ।। କାର ସହ ଲକ୍ଷାଧିକ ଟଙ୍କାର ସୁନା , ରୂପା…

ରାଉରକେଲା : ୧/୧୧(ସତ୍ୟାନ୍ୟୁଜ) କାର ରେ ବୁଲି ବୁଲି ଘରୁ ଚୋରି କରୁଥିଲେ ସୁନା ରୂପା ଗହଣା ସହ ମୂଲ୍ୟବାନ ସାମଗ୍ରୀ। କାର ଝାଡ଼ଖଣ୍ଡ ରେ ହୋଇଥିବା ଏଥିରେ ଲଗା ହୋଇ ଥିଲା ଓଡ଼ିଶା ରେଜିଷ୍ଟ୍ରେସନ୍ ନମ୍ୱର୍। ଲୋକଙ୍କ ମନରେ ଯେପରି ସନ୍ଦେହ ନହୁଏ ସେଥି ପାଇଁ ଏପରି ଚାଲ୍ ଖେଳି ଥିଲେ ଅପରାଧୀ।
Read More...

ସୁନ୍ଦରଗଡ଼ : ମାହାଙ୍ଗା ପଡ଼ିଲା ବେଆଇନ୍ ବାଲି ଚାଲାଣ।। ଦୁଇଟି ଟ୍ରାକ୍ଟର କୁ ୫ ଲକ୍ଷ ଜରିମାନା।

ସୁନ୍ଦରଗଡ଼ : ୧/୧୧(ସତ୍ୟାନ୍ୟୁଜ)ମହଙ୍ଗା ପଡିଲା ବାଲି ଚୋରି। ବେଆଇନ ବାଲି ଚାଲାଣ ଅଭିଯୋଗରେ ୨ ଟି ଟ୍ରାକ୍ଟର କୁ ୫ ଲକ୍ଷ ଟଙ୍କା ଫାଇନ କରିଛି ଖଣି ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ତଳସରା ନିକଟ ଓସ୍ତାଲି ନଦୀ ଘାଟରୁ ଦିନ ବେଳା ବେଧଡକ ବାଲି ଚାଲାଣ ହେଉଥିଲା। ଖବର ପାଇ
Read More...

ବଣାଇ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ , ବାନ୍ଧବୀ ଗୁରୁତର।। ବନ୍ୟପ୍ରାଣୀଙ୍କ ଲାଗି ବିଛା ହୋଇଥିଲା…

ବଣାଇ : ୧/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଜଙ୍ଗଲରେ ବନ୍ୟପ୍ରାଣୀ ଙ୍କ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁ ବରଣ କରି ଥିବା ବେଳେ ତାଙ୍କ ବାନ୍ଧବୀ ଗୁରୁତର ଅଛନ୍ତି। ଗୁରୁତର ଯୁବତୀ ଙ୍କୁ
Read More...

ରାଉରକେଲା : ଚୋରି , ଲୁଟ୍ ଘଟଣାରେ ରାଉରକେଲା ପୋଲିସ କୁ ମିଳିଲା ବଡ ସଫଳତା।। ୪ ଭେଟେରାନ୍ ଚୋରଙ୍କ ସମେତ ୭ ଗିରଫ।

ରାଉରକେଲା : ୩୧/୧୦(ସତ୍ୟାନ୍ୟୁଜ) ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ସହ ସୁନା , ରୂପା ଗହଣା।ଲୁଟ୍ କରୁ ଥିବା ଏକ ଗ୍ୟାଙ୍ଗ ର ୪ ଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଦୁର୍ବୃତ୍ତ ମାନେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ୧୦ ଟି ଚୋରି
Read More...

ରାଉରକେଲା : ଟ୍ରେନ୍ ଲାଇନ୍ ଉପରେ ବୁଲୁଛନ୍ତି ୨୨ ଟି ହାତୀ।। ହାୱଡା – ମୁମ୍ବାଇ ଲାଇନ୍ ରେ ଟ୍ରେନ୍ ଚଳାଚଳ…

ରାଉରକେଲା:୩୧/୧୦(ସତ୍ୟାନ୍ୟୁଜ) ରାଉରକେଲା ନିକଟ ଟ୍ରେନ୍ ଲାଇନ୍ ରେ ବୁଲୁଛନ୍ତି ହାତୀ ପଲ୍ଲ। ୨୨ ଟିକିଆ ଏହି ହାତୀ ଦଳ ବନ୍ଧମୁଣ୍ଡା ' ବି ' କ୍ୟାବିନ୍ ନିକଟସ୍ଥ ଟ୍ରେନ୍ ଲାଇନ୍ ଏବେ ବୁଲୁଛନ୍ତି। ହାୱଡା - ମୁମ୍ବାଇ ଟ୍ରେନ୍ ଲାଇନ୍ ର ଉଭୟ ଅପ୍ ଏବଂ ଡାଉନ୍ ଲାଇନ୍ ଗୁରେ ଏହି ହାତୀ ପଲ୍ଲ ଏବେ
Read More...

ରାଉରକେଲା : ଉଦ୍ଘାଟିତ ହେଲା ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ।ଅପରାଧ , କ୍ରାଉଡ୍ ମ୍ୟାନେଜମେଣ୍ଟ ରେ ବିଶେଷ ସହାୟକ…

ରାଉରକେଲା : ୩୦/୧୦(ସତ୍ୟାନ୍ୟୁଜ)ଅପରାଧୀ ଙ୍କୁ ଏବେ ନିସ୍ତାର ନାହିଁ। ଅପରାଧ କରି ଆଉ ଖସି ଯାଇ ପାରିବେ ନାହିଁ। ସହର ଉପରେ ନଜର ରଖିବ ୮୭୦ ଟି ସିସିଟିଭି କ୍ୟାମେରା। ପୋଲିସ ସହର ମଧ୍ୟରେ ୨୨୦ ଟି ସିସିଟିଭି କ୍ୟାମେରା ଲଗାଇ ଥିବା ବେଳେ ପବ୍ଲିକ୍ ଙ୍କ ପକ୍ଷରୁ ୬୫୦ କ୍ୟାମେରା କୁ କଣ୍ଟ୍ରୋଲ
Read More...

ରାଉରକେଲା : ଦିଲ୍ଲୀ ଚାଲାଣ ହେବାକୁ ଥିବା ବେଳେ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଷ୍ଟେସନ୍ ରୁ ଜବତ।। ସ୍କୁଲ ବ୍ୟାଗ୍ ରେ…

ରାଉରକେଲା : ୩୦/୧୦(ସତ୍ୟାନ୍ୟୁଜ) ସ୍କୁଲ ବ୍ୟାଗ୍ ରେ ହେଉ ଥିଲା ଗଞ୍ଜେଇ ଚାଲାଣ। ତା ପୁଣି ରାଉରକେଲାରୁ ଦିଲ୍ଲୀ। ଏଥର ବେଆଇନ୍ ଗଞ୍ଜେଇ ଚାଲାଣକାରୀ ମାନେ ସିଧା ସଳଖ ଟ୍ରେନ୍ ରେ ଗଞ୍ଜେଇ ନେଇ ଯାଇ ନାହାନ୍ତି। ଗଞ୍ଜେଇ ଚାଲାଣ ପାଇଁ ରେଳବାଇ ପାର୍ଶଲ୍ ସେବାକୁ ମାଧ୍ୟମ କରିଛନ୍ତି। ଆଜି ଏହି
Read More...