Browsing Category
ଓଡିଶା
ବଣାଇ : ଉପଦ୍ରବ ଚାଲୁ ରଖି ଥିବା ହାତୀ ଦଳଙ୍କୁ ଘଉଡାଇ ପାରୁ ନାହିଁ ବନବିଭାଗ।। ଛୁଆ ହାତୀ କୁ ସୁରକ୍ଷା ଦେବା ଲାଗି…
ବଣାଇ : ୩୦/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜର ସରସରା ସେକ୍ସନ ଏବଂ ଧରିଣିଧର ପାଲି ସେକ୍ସନ ରେ ହାତୀ ଆତଙ୍କ ଜାରି ରହିଛି। ଏହି ଅଞ୍ଚଳରେ ୯ ଟିକିଆ ହାତୀ ଦଳ ଉପଦ୍ରବରେ ୫/୬ ଟି ଗ୍ରାମର ଲୋକମାନେ ଅତିଷ୍ଟ ହୋଇ ପଡିଛନ୍ତି । କିଛି ଦିନ ତଳେସରାସରା ସେକ୍ସନ ଗୋଡ଼ାପୋଠ!-->…
Read More...
Read More...
ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସ୍ ର ବଡ ଧରଣର ଚଢାଉ।। ୬ ଟି ଫ୍ଲାଏ ଆଶ୍ ବୋଝେଇ ଗାଡ଼ି ଜବତ।। ବାରଣ ସ୍ଵତ୍ତେ ରାସ୍ତା…
ସୁନ୍ଦରଗଡ଼:୨୯/୧୧(ସତ୍ୟାନ୍ୟୁଜ)ସୁନ୍ଦରଗଡ ପାଇଁ ଗୋଟିଏ ବଡ ବିପଦ ପାଲଟିଛି ପାୱାର ପ୍ଲାଣ୍ଟ ର ପାଉଁଶ ବା ଫ୍ଲାଏ ଆସ୍। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ଏକ ବୈଠକ କରିଥିଲେ। ଏହି ବୈଠକ ରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନର ପ୍ରତିନିଧି , ପ୍ରଦୂଷଣ ବିଭାଗ ଅଧିକାରୀ , ପୋଲିସ୍ ଏବଂ!-->…
Read More...
Read More...
ରାଜଗାଙ୍ଗପୁର : ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ କଲେ ପୋଲିସ୍।। ୫ ଗିରଫ।। ପିସ୍ତଲ୍ ସହ ଅନ୍ୟ ମାରଣାସ୍ତ୍ର…
ରାଜଗାଙ୍ଗପୁର:୨୯/୧୧(ସତ୍ୟାନ୍ୟୁଜ) ପେଟ୍ରୋଲ ପମ୍ପ ରେ ଡକାୟତି କରିବାକୁ ଯୋଜନା କରୁ ଥିଲେ ଦୁର୍ବୃତ୍ତ। ସୂଚନା ପାଇ ଚଢାଉ କଲେ ରାଜଗାଙ୍ଗପୁର ଥାନା ପୋଲିସ୍। ଗିରଫ ହେଲେ ୫ ଡକାୟତ। ତେବେ ପୋଲିସ ଟିମ୍ କୁ ଦେଖି ଡକାୟତ ମାନେ ଛୁରୀ ରେ ଆକ୍ରମଣ କରିଥିଲେ। କିନ୍ତୁ ପୋଲିସ ର ତତ୍ପରତା ଯୋଗୁଁ!-->…
Read More...
Read More...
ବଣାଇ : ଟ୍ରାକ୍ଟର ଓଲଟି ପଡି ଡ୍ରାଇଭର ସମେତ ୪ ଗୁରୁତର।। ବଣାଇ ଡାକ୍ତରଖାନାରେ ଭର୍ତ୍ତି।
ବଣାଇ:୨୯/୧୧(ସତ୍ୟାନ୍ୟୁଜ) କ୍ଷେତ କୁ ଧାନ ଆଣି ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ପଡି ୪ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ମାନଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ବଣାଇ ଥାନା ଅନ୍ତର୍ଗତ ଜକେଇକଲା - ତଳିତା ରାସ୍ତାରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଏହି ଟ୍ରାକ୍ଟର ଭାରସାମ୍ୟ!-->…
Read More...
Read More...
ସୁନ୍ଦରଗଡ଼ : ରାସ୍ତା ନଥିବାରୁ ଗାଁ ଭିତରକୁ ପଶି ପାରିଲାନି ଆମ୍ବୁଲାନ୍ସ।। ଶେଷରେ ଖଟିଆରେ ବୁହା ହେଲେ ବୁଢ଼ୀ ମା।
ସୁନ୍ଦରଗଡ଼ : ୨୮/୧୧(ସତ୍ୟାନ୍ୟୁଜ) ଆମ୍ବୁଲାନ୍ସ ଅଛି , ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ରହିଛି। ହେଲେ ଗାଁ କୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷ ରେ ଖଟିଆ ରେ ଗାଁ ଲୋକ ବୁଢ଼ୀ ମା କୁ ବୋହି ନେଲେ ଆମ୍ବୁଲାନ୍ସ ପାଖକୁ । ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ!-->…
Read More...
Read More...
ରାଉରକେଲା: ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା।। ଟ୍ରକ୍ କୁ ପଛରୁ ପିଟିଲା ଟ୍ରକ୍।। ଡ୍ରାଇଭର ଗୁରୁତର।
ରାଉରକେଲା:୨୮/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତଚମ୍ପାଝରଣ ନିକଟରେ ଗତକାଲି ରାତିରେ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥ ରେ ବ୍ରେକ ଡାଉନ୍ ହୋଇ ଠିଆ ହୋଇ ଥିବା ଏକ ଟ୍ରକ କୁ ଅନ୍ୟ ଏକ ଟ୍ରକ ପଛ ପଟୁ ପିଟି ଦେଇଥିଲା। ଦୁର୍ଘଟଣା ପରେ!-->…
Read More...
Read More...
ରାଉରକେଲା : ପାନପୋଷ ରୋଡ ରେ ସିରିଜ୍ ଦୁର୍ଘଟଣା।। ରାସ୍ତା କଡ଼ରେ ଥିବା ଗାଡ଼ି ଗୁଡ଼ିକ ଉପରେ ମାଡ଼ି ଗଲା ଦ୍ରୁତଗାମୀ…
ରାଉରକେଲା : ୨୭/୧୧(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ରୋଡ ରେ ଆଜି ସକାଳୁ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ି ଗୁଡ଼ିକ ଉପରେ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣାରେ ଗୋଟିଏ ପଜେରୋ ଗାଡ଼ି , ଗୋଟିଏ!-->…
Read More...
Read More...
ବଣାଇ : ୩୦ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ୍ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲେ ପୋଲିସ୍।। ବନ ବିଭାଗ , ଅବକାରୀ ବିଭାଗ ,…
ବଣାଇ:୨୬/୧୧(ସତ୍ୟାନ୍ୟୁଜ) ବଣାଇ ପୋଲିସ୍ କୁ ମିଳିଛି ବଡ ସଫଳତା। ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କଲେ ପୋଲିସ୍ , ଅବକାରୀ ଏବଂ ବନ ବିଭାଗ ଅଧିକାରୀ। ବଣାଇ ଉପଖଣ୍ଡ ରେ ଚାଲିଥିଲା ବେଧଡକ୍ ଗଞ୍ଜେଇ ଚାଷ। ଟିକାୟତ ପାଲି ଏବଂ ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ!-->…
Read More...
Read More...
ବଣାଇ : ହାତୀ ଆକ୍ରମଣରେ ଜଣେ ଯୁବକ ମୃତ।। ଅନ୍ୟ ଜଣେ ୧୨ ବର୍ଷ ବାଳକ ଆହତ , ଅଳ୍ପକେ ବର୍ତ୍ତିଲେ।
ବଣାଇ: ୨୬/୧୧(ସତ୍ୟାନ୍ୟୁଜ) ଦିନ ଦ୍ଵିପ୍ରହରେ ହାତୀ ଆକ୍ରମଣ ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ୧୨ ବର୍ଷର ଜଣେ ବାଳକ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ବାଳକ ଜଣକ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି। ବଣାଇ ରେଞ୍ଜର ସରସରା ସେକ୍ସନ ର ପୋଡା!-->…
Read More...
Read More...
ସୁନ୍ଦରଗଡ଼ : ଟାଉନ୍ ଥାନା ପୋଲିସ୍ ବୋଲେରୋ ଗାଡ଼ି ସହ ବେଆଇନ୍ ଗଞ୍ଜେଇ ଜବତ କଲେ।। ୩ ଗିରଫ।। ନଗଦ ୩୧ ହଜାର ଟଙ୍କା ସହ…
ସୁନ୍ଦରଗଡ଼ : ୨୬/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ବେଆଇନ୍ ଗଞ୍ଜେଇ ଚାଲାଣ ରାକେଟ୍ ର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ।ପୋଲିସ୍ ଆତର୍କିତ ଭାବେ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତ ପ୍ରଶାନ୍ତ ବାରିକ ,!-->…
Read More...
Read More...