Browsing Category
ଓଡିଶା
ସୁନ୍ଦରଗଡ଼ : ପଞ୍ଚାୟତରାଜ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ।। ମହୁଆ ପ୍ୟାକେଜିଂ କାର୍ଯ୍ୟର ସମୀକ୍ଷା କଲେ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ
ସୁନ୍ଦରଗଡ଼ : ୨୧/୧୨/୨୫:(ସତ୍ୟାନ୍ୟୁଜ୍) ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିବା ସହିତ ବିଭିନ୍ନ ପ୍ରକଳ୍ପ!-->!-->!-->…
Read More...
Read More...
ବଣାଇ : ସୁନ୍ଦରଗଡ଼ ବଣାଇ ଫରେଷ୍ଟ ଡିଭିଜନ ରେ ବାଘ ଗଣନା ଆରମ୍ଭ।। ୧୦୦ ବନ କର୍ମଚାରୀ ଗଣନାରେ ନିୟୋଜିତ।
ବଣାଇ:୧୫/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନ ର ୭ ଟି ରେଞ୍ଜ ରେ ଆରମ୍ଭ ହୋଇଛି ବାଘ ଗଣନା। ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଛି ଏହି ବାଘ ଗଣନା। ୭ ଟି ରେଞ୍ଜର ସମସ୍ତ କର୍ମଚାରୀ ଲାଗି ପଡିଛନ୍ତି ଏହି ଗଣନା ରେ । ପ୍ରାୟ ୧୦୦ ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ଥିବା!-->…
Read More...
Read More...
ରାଉରକେଲା : ୧୩ ନମ୍ୱର୍ ସେକ୍ଟର ରିଙ୍ଗ ରୋଡ ରେ ସ୍କୁଟି କୁ ଧକ୍କା ଦେଇ ଗାଡ଼ି ଚାଳକ ଫେରାର।। ଦୁଇ ଜଣ ଛାତ୍ର ଗୁରୁତର।
ରାଉରକେଲା: ୧୫/୧୨(ସତ୍ୟାନ୍ୟୁଜ)ରାଉରକେଲା ୧୩ ନମ୍ୱର୍ ସେକ୍ଟର ରିଙ୍ଗ୍ ରୋଡ୍ରେ ସୋମବାର ଦିନ ୨ଟା ବେଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଛାତ୍ର ଆହତ ହୋଇ ଛନ୍ତି। ସ୍କୁଟିରେ ଯାଉଥିବା ଦୁଇ ଜଣ ଛାତ୍ର ଙ୍କୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ମାରି ପଳାଇ ଥିଲା। ଛାତ୍ର!-->…
Read More...
Read More...
ସୁନ୍ଦରଗଡ଼ : ପର୍ଯ୍ୟଟନ ସ୍ଥଳୀକନାକୁଣ୍ଡ ରେ ପାଣିରେ ବୁଡ଼ିଏନ୍ ଆଇ ଟି ର ପି ଏଚ ଡି ଛାତ୍ର ନିଖୋଜ।। ଅଗ୍ନିଶମ ବାହିନୀ…
ସୁନ୍ଦରଗଡ : ୧୩/୧୨(ସତ୍ୟାନ୍ୟୁଜ) ପର୍ଯ୍ୟଟନ ସ୍ଥଳ କନାକୁଣ୍ଡ ରେ ପାଣିରେ ବୁଡ଼ି ପୁଣି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ସୁନ୍ଦରଗଡ଼ ତଳସରା ଥାନା ଘୋଘର୍ ନିକଟ ଇବ ନଦୀର କନାକୁଣ୍ଡ ଠାରେ ଏହି ଅଘଟଣ ଘଟିଛି । ପାଞ୍ଚ ଜଣ ଯୁବକ ରାଉରକେଲାରୁ ବୁଲିବାକୁ ଆସି ଥିବା ବେଳେ ପାଣିରେ ଗାଧୋଉଥିଲେ।!-->…
Read More...
Read More...
ରାଉରକେଲା : ସହର ରାସ୍ତାରେ ଆଉ ରହିବ ନାହିଁ ଗର୍ତ୍ତ ଏବଂ ଖାଲ।ମାର୍ଚ୍ଚ ମାସ ସୁଦ୍ଧା ସହରର ସମସ୍ତ ରାସ୍ତା ମରାମତି…
ଆରଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ ଅନୁଷ୍ଠିତଆଗାମୀ ମାର୍ଚ୍ଚ ସୁଦ୍ଧା ଗର୍ତ୍ତ-ମୁକ୍ତ ହେବ ସହରର ରାସ୍ତାରାସ୍ତା ଖୋଳିବା ପୂର୍ବରୁ ଆରଏମସି ଠାରୁ ନେବାକୁ ପଡ଼ିବ ଅନୁମତି
ରାଉରକେଲା : ୧୩/୧୨(ସତ୍ୟାନ୍ୟୁଜ) ରାଉରକେଲା ସହରର ରାସ୍ତା ଘାଟ ରେ ଏବେ ରହିବ ନାହିଁ ଗାଢ଼। ଆଗାମୀ!-->!-->!-->…
Read More...
Read More...
ବଣାଇ : ବିଷ ଦେଇ ଚିତା ବାଘ କୁ ହତ୍ୟା।। ହତ୍ୟା ଅଭିଯୋଗରେ ଜଣେ ଗିରଫ।। ଅଭିଯୁକ୍ତଙ୍କ ବଳଦ କୁ ଚିତା ମାରି ଦେଇ ଥିଲା।
ସୁନ୍ଦରଗଡ଼:୧୨/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଏକ ଚିତା ବାଘ କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ବନ ବିଭାଗ ନୂଆସ୍ ଖେସ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାମରା ଫରେଷ୍ଟ ରେଞ୍ଜର କୁସୁମଡ଼ିହି ସେକ୍ସନ ର ଖେସାରା ଜଙ୍ଗଲରେ ଏହି କଲରା ପତରିଆ ବାଘ!-->…
Read More...
Read More...
ରାଜଗାଙ୍ଗପୁର: ପୋଲିସ୍ ର ତତ୍ପରତା ଯୋଗୁଁ ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ।। ୫ ଗିରଫ।। ପିସ୍ତଲ୍ ସହ ବିଭିନ୍ନ…
ରାଜଗାଙ୍ଗପୁର: ୧୧/୧୨(ସତ୍ୟାନ୍ୟୁଜ) ପୋଲିସ ର ତତ୍ପରତା ଯୋଗୁଁ ସହର ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ରେ ସଶସ୍ତ୍ର ଡକାୟତି ଯୋଜନା ପଣ୍ଡ ହୋଇ ଯାଇଛି । ପୋଲିସ ୫ ଜଣ ଦୁବୃର୍ତ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପିସ୍ତଲ୍ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ସୂଚନା ଅନୁସାରେ!-->…
Read More...
Read More...
ରାଉରକେଲା : ଦେଓଗାଁ ୭ ନମ୍ୱର୍ ୱାର୍ଡ ର ପ୍ରତିନିଧି ଦଳ ଏଡିଏମ୍ ଙ୍କୁ ଭେଟିଲେ।। ଉନ୍ନୟନ ମୂଳକ କାମ ସଂପୂର୍ଣ୍ଣ…
ରାଉରକେଲା:୧୧/୧୨(ସତ୍ୟାନ୍ୟୁଜ) ରାଉରକେଲା ବିଜୁ ଛାତ୍ର ଜନତା ଦଳ ସଭାପତି ସଂଜିତ୍ ଛୋଟରାୟ ଙ୍କ ନେତୃତ୍ୱରେ ଦେଓଗାଁ ୱାର୍ଡ. ନଂ - ୭ ର ଅଧିବାସୀ ମାନେ ରାଉରକେଲା ମହାନଗର ନିଗମର କମିଶନର ତଥା ରାଉରକେଲାର ଏଡିଏମ୍ ଦିନା ଦସ୍ତଗିର ଙ୍କୁ ଭେଟି ଦେଓଗାଁର ବିଭିନ୍ନ ଉନୟନ ମୂଳକ କାଯ୍ୟ!-->…
Read More...
Read More...
ସୁନ୍ଦରଗଡ଼ : ଡକାୟତି ଯୋଜନା ପଣ୍ଡ।। ହାଇୱେ ରୁ ଟ୍ରକ୍ ଅଟକାଇ ଲୁଟ୍ ଯୋଜନା କରୁଥିଲେ।। ୫ ଗିରଫ ।
ସୁନ୍ଦରଗଡ଼:୮/୧୨(ସତ୍ୟାନ୍ୟୁଜ)ହାଇୱେ ରୁ ଟ୍ରକ ରୁ ଲୁଟ ପାଇଁ ହେଉଥିଲା ଯୋଜନା । ମାଡ଼ି ବସିଲା ପୁଲିସ । ୫ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଗତକାଲି ରାତିରେ ରାଣୀ ବଗିଚା ବାଇପାସ୍ ନିକଟରେ ପାଞ୍ଚ ଜଣ ଯୁବକ ମାରଣାସ୍ତ୍ର ଧରି ଡକାୟତି!-->…
Read More...
Read More...
ରାଉରକେଲା : ଗୃହରକ୍ଷୀ ବାହିନୀ ର ପ୍ରଥମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ।। ୮୨ ଦିନ ଟ୍ରେନିଂ ପରେ ୧୧୮ ଜଣ ହୋମଗାର୍ଡ…
ରାଉରକେଲା:୯/୧୨(ସତ୍ୟାନ୍ୟୁଜ) ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ସମସ୍ତ କାମରେ ଏବେ ହୋମ୍ ଗାର୍ଡ ବା ଗୃହରକ୍ଷୀ ନିୟୋଜିତ ହେଉଛନ୍ତି। ବିଭିନ୍ନ ରେଡ୍ ସମୟରେ ପୋଲିସ୍ ଗାଡ଼ି ଡ୍ରାଇଭିଂ ମଧ୍ୟ ହୋମ୍ ଗାର୍ଡ ମାନେ କରିଥାନ୍ତି।!-->…
Read More...
Read More...