ରାଉରକେଲା : ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ । ଏଡିଏମ୍ , ଏସପି , ଉପଜିଲ୍ଲାପାଳ କଲେ ପତାକା ଉତ୍ତୋଳନ।

0 227

ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପାଳିତ ହେଲା ସ୍ବାଧୀନତା ଦିବସ

ରାଉରକେଲା:୧୬/୮(ସତ୍ୟାନ୍ୟୁଜ) ରାଉରକେଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ବାଧିନତା ଦିବସ ମହାସମାରୋହରେ ପାଳନ କରାଯାଇଛି l  ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ (ଭା.ପ୍ର.ସେ) ମହାନଗର ନିଗମ କାର୍ଯ୍ୟାଳୟ ସମେତ ରାଉରକେଲା ସ୍ମାର୍ଟ ସିଟି ଓ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ , ଏସପି ଅଫିସରେ ନିତେଶ ଓ୍ବାଧଓ୍ବାନୀ , ଆଇଟିଡିଏ ଷାନପୋଷ କାର୍ଯ୍ୟାଳୟରେ ପିଏଆଇଟିଡିଏ ଶ୍ରୀମତୀ ବିକ୍ରଣୀ କିସପୋଟ୍ଟା ପତକା ଉତ୍ତୋଳନ କରିଥିଲେ l

Leave A Reply

Your email address will not be published.