Browsing Category
ଓଡିଶା
ମୟୁରଭଞ୍ଜ : ଜଶୀପୁର ଥାନା ଅଞ୍ଚଳରେ ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ।। ପୋଲିସ ତଦନ୍ତ…
ମୟୁରଭଞ୍ଜ : ୨୮/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଛୁଆ ଚୋରି ଅଭିଯୋଗରେ ଜଣେ ଯୁବକକୁ ଲୋକମାନେ ନିର୍ଧୁମ ପିଟି ପୋଲିସକୁ ଜିମା ଦେଇଛନ୍ତି। ତେବେ ଏହି ପିଲା ଚୋର କବଳରୁ ଛୁଆକୁ ଉଦ୍ଧାର କରିବା ବେଳେ ଦ୍ରୁବୃତ୍ତର ଟାଙ୍ଗିଆ ଚୋଟରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି। ଘଟଣା ଘଟିଛି!-->…
Read More...
Read More...
କେନ୍ଦୁଝର : ବାହାଘର ପାଇଁ ରୋଷଣୀ ଚାଲିଥିବା ବେଳେ ମାଡି ଗଲା ଟ୍ରକ।। ୫ ମୃତ , ୭ ଗୁରୁତର ।
କେନ୍ଦୁଝର : ୨୮/୬ (ସତ୍ୟାନ୍ୟୁଜ) ଖୁସି ର ସମୟ ନିଁମିଷକେ ଦାରୁଣ ଦୁଃଖରେ ବଦଳି ଗଲା। ବାହାଘର ଲାଗି ବରଯାତ୍ରୀ ଶୋଭଯାତ୍ରା ଯାଉଥିବା ବେଳେ ମାଡି ଗଲା ଟ୍ରକ। ଘଟଣା ସ୍ଥଳରେ ୫ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ୩ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଘଟଣା!-->…
Read More...
Read More...
କେନ୍ଦୁଝର : ବାହାଘର ପାଇଁ ରୋଷଣୀ ଚାଲିଥିବା ବେଳେ ମାଡି ଗଲା ଟ୍ରକ।। ୫ ମୃତ , ୭ ଗୁରୁତର ।
କେନ୍ଦୁଝର : ୨୮/୬ (ସତ୍ୟାନ୍ୟୁଜ) ଖୁସି ର ସମୟ ନିଁମିଷକେ ଦାରୁଣ ଦୁଃଖରେ ବଦଳି ଗଲା। ବାହାଘର ଲାଗି ବରଯାତ୍ରୀ ଶୋଭଯାତ୍ରା ଯାଉଥିବା ବେଳେ ମାଡି ଗଲା ଟ୍ରକ। ଘଟଣା ସ୍ଥଳରେ ୫ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ୩ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଘଟଣା!-->…
Read More...
Read More...
ମୟୁରଭଞ୍ଜ : ଯାତ୍ରୀବାହୀ ବସ ଓଲଟି ୧୫ ଆହତ।। ଆହତ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।
ମୟୁରଭଞ୍ଜ : ୨୭/୬ (ସତ୍ୟାନ୍ୟୁଜ) ଯାତ୍ରୀବାହୀ ବସ ଓଲଟି ପଡିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦନେଶ୍ୱର ରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ବସ ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା ପରେ!-->…
Read More...
Read More...
ଭୁବନେଶ୍ୱର : କୋଟିପତି ଓଏଏସ୍ ଅଫିସର ପ୍ରଶାନ୍ତ ରାଉତ ଚକିରୀରୁ ବିଦା ହେଲେ।। ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର।
ଭୁବନେଶ୍ୱର : ୨୭/୬ (ସତ୍ୟାନ୍ୟୁଜ) ନବରଙ୍ଗପୁର ଡେପୁଟି ଉପଜିଲ୍ଲାପାଳ କୋଟିପତି ଓଏଏସ୍ ଅଫିସର ପ୍ରଶାନ୍ତ କୁମାର ରାଉତ ଚାକିରିରୁ ବିଦା ହେଲେ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା!-->…
Read More...
Read More...
ଲହୁଣୀପଡା : ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମୃତ , ଜଣେ ଗୁରୁତର।। ଟିଂକୋ ଘାଟିରେ ଘଟିଛି ଦୁର୍ଘଟଣା।
ଲହୁଣୀପଡା : ୨୬/୬ (ସତ୍ୟାନ୍ୟୁଜ) ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ଟିଙ୍କୋ ଘାଟିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଟେନସା ପଟୁ ଏକ ବାଇକ ଯୋଗେ ଦୁଇ ଜଣ ଲହୁଣିପଡ଼ା ଆଡକୁ ଆସୁଥିବା ବେଳେ!-->…
Read More...
Read More...
ରାଉରକେଲା : ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ।। ଜଣେ ଗିରଫ। ଅଟୋ ଜବତ।
ରାଉରକେଲା : ୨୬/୬ (ସତ୍ୟାନ୍ୟୁଜ) ଏକ ପାସେଞ୍ଜର ଅଟୋରେ ଡ୍ରଗ୍ସ ଚାଲାଣ ହେଉଥିବା ବେଳେ ବନ୍ଧମୁଣ୍ଡା ପୋଲିସ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଟୋ ଡ୍ରାଇଭର ଇମ୍ରାନ ଆଲମଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି।ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ବନ୍ଧମୁଣ୍ଡା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ!-->…
Read More...
Read More...
ଗଞ୍ଜାମ : ଦିଗପହଣ୍ଡି ନିକଟରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା।। ୧୨ ମୃତ , ୮ ଆହତ।
ଗଞ୍ଜାମ : ୨୬/୬ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଯାଇଛି। ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ!-->…
Read More...
Read More...
ରାଉରକେଲା : ମହାପ୍ରଭୁଙ୍କବାହୁଡା ଯାତ୍ରା ଏବଂ ଇଦ୍-ଉଲ-ଆଝା ପାଇଁ ପ୍ରସ୍ତୁତି।। ଶାନ୍ତି ଶୃଙ୍ଖଳା ସହ ଉଭୟ ପର୍ବ…
ରାଉରକେଲା : ୨୫/୬ ( ସତ୍ୟାନ୍ୟୁଜ) ଆସନ୍ତା ୨୮ ତାରିଖରେ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ତା ଦିନକ ପରେ ୨୯ ତାରିଖରେ ଇଦ୍-ଉଲ-ଆଝା। ଏଥିପାଇଁ ବିଭିନ୍ନ ରଥଯାତ୍ରା ଏବଂ ଇଦ୍ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଉଭୟ ବାହୁଡ଼ା ଏବଂ ଇଦ୍ କିପରି!-->…
Read More...
Read More...
ମୟୁରଭଞ୍ଜ : ଶିମିଳିପାଳରେ ଫରେଷ୍ଟରଙ୍କୁ ହତ୍ୟା ଘଟଣାରେ ୧୦ ଗିରଫ।। ବନ୍ଧୁକ , ଧନୁ ତୀର ଆଦି ମାରଣାସ୍ତ୍ର ଜବତ।
ମୟୁରଭଞ୍ଜ : ୨୫/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟରଙ୍କୁ ହତ୍ୟା ଘଟଣାରେ ପୋଲିସ ୧୦ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ , ଧନୁ ତୀର ଆଡୁ ଜବତ କରାଯାଇଛି। ୧୬ ଜୁନ ରାତିରେ ଏହି ଶିକାରୀ ମାନେ ଫରେଷ୍ଟର!-->…
Read More...
Read More...