Browsing Category

ଓଡିଶା

ରାଉରକେଲା : ସାଧାରଣ ତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ।। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତରାଉରକେଲା ୧୦/୧ /୨୬: ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ସୁଶ୍ରୀ ଦୀନା
Read More...

ରାଉରକେଲା : ଭୁବନେଶ୍ୱର – ରାଉରକେଲା ଇଣ୍ଡିଆ ଏଆର୍ ୱାନ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ।। ୨ ପାଇଲଟ ସମେତ ୬ ଆହତ ।

ରାଉରକେଲା:୧୦/୧(ସତ୍ୟାନ୍ୟୁଜ) ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା ଇଣ୍ଡିଆ ଏଆର୍ ୱାନଫ୍ଲାଇଟ୍ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇ ୨ ପାଇଲଟ୍ ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲାର ଏକ ଘରୋଇ ହସ୍ପଟାଲରେ ଚିକିତ୍ସା କରା ଯାଉଛି। ଭୁବନେଶ୍ୱର ରୁ ନିର୍ଦ୍ଧାରିତ ସମୟ ରୁ
Read More...

ରାଉରକେଲା : ତ୍ରିଶକ୍ତି ଧାମ ରେ ସ୍ଥାୟୀ ଭାବେ ଖୋଲାଯିବ କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ ରକ୍ଷଣାବେକ୍ଷଣ କେନ୍ଦ୍ର।। ସୂଚନା…

ରାଉରକେଲା:୧୦/୧(ସତ୍ୟାନ୍ୟୁଜ) ଯେଉଁ ହିତାଧିକାରୀ ମାନେ କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ କରୁଛନ୍ତି ସେମାନଙ୍କ ପାଇଁ ହନୁମାନ ବାଟିକା ତ୍ରିଶକ୍ତି ଧାମ ରେ ଏକ ସ୍ଥାୟୀ କ୍ୟାମ୍ପ ଖୋଲା ଯିବ। ଏହା ଦ୍ବାରା କୁତ୍ରିମ ଅଙ୍ଗ ଲଗାଇଥିବା ବ୍ୟକ୍ତି ବିଶେଷ ଙ୍କ କୌଣସି ଅସୁବିଧା ହେଲେ ସେ
Read More...

ରାଉରକେଲା : ୧ ଲକ୍ଷ ଟଙ୍କା ମୂଲ୍ୟ ର ବ୍ରାଉନ ସୁଗାର ଜବତ।। ଅଭିଯୁକ୍ତ ସୁମିତ ଯାଦବ କୋର୍ଟ ଚାଲାଣ।

ରାଉରକେଲା:୯/୧(ସତ୍ୟାନ୍ୟୁଜ) ଡ୍ରଗ୍ସ କାରବାର ବିରୁଦ୍ଧରେ ରାଉରକେଲା ପୋଲିସ୍ ର ଜାରି ରହିଥିବା ଅଭିଯାନକୁ ମିଳିଛି ଆଉ ଏକ ସଫଳତା। ସାତ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଜଣେ ବ୍ରାଉନ ସୁଗାର ଚାଲାଣକାରୀକୁ ଭଞ୍ଜଭବନ୍ ନିକଟରୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ସୁମିତ୍ ଯାଦବ ଠାରୁ ୧୦ ଗ୍ରାମ
Read More...

ରାଉରକେଲା : ରାଉରକେଲା ପୋଲିସ କୁ ବଡ ସଫଳତା।। ଗାଡି ଚୋରି ରାକେଟ କିଙ୍ଗପିନ୍ ୩ ଗିରଫ।। ୭ ବୋଲେରୋ , ୪ ବାଇକ୍ ,…

ରାଉରକେଲା:୮/୧(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କୁ ମିଳିଛି ବଡ ସଫଳତା। ରଘୁନାଥପାଲି ଥାନା ପୋଲିସ୍ ଭେଟରାନ୍ ଅପରାଧୀ କାହ୍ନୁ ନାୟକ ଏବଂ ତାଙ୍କ ଦୁଇ ସହଯୋଗୀ କୁ ଗିରଫ କରିବା ସହ ୭ ଟି ଚୋରି ଯାଇଥିବା ବୋଲେରୋ ଗାଡ଼ି ଏବଂ ୪ ଟି ବାଇକ୍ ଜବତ୍ କରିଛନ୍ତି। ଡୁପ୍ଲିକେଟ୍ ଚାବି ସାହାଯ୍ୟରେ ଏହି
Read More...

ବିରମିତ୍ରପୁର: ୩୫ ବର୍ଷ ହେଲା ଘଣ୍ଟା ଘଣ୍ଟା ଧରି ପାଣିରେ ଭାସୁଛନ୍ତି ବବଲୁ।। ଚମତ୍କାର ନୁହେଁ ଅଭ୍ୟାସ ହିଁ ଏହାର ମୂଳ…

ବିରମିତ୍ରପୁର:୮/୧(ସତ୍ୟାନ୍ୟୁଜ) ୧୦ ବର୍ଷ ବୟସରୁ ପାଣିରେଭାସୁଛନ୍ତି ୪୫ ବର୍ଷୀୟ ଯୁବକ ବବଲୁ ସାହୁ। ଇଏ କୌଣସି ଚମତ୍କାର କିମ୍ବା ଯୋଗ ସାଧନା ଦ୍ଵାରା ନୁହେଁ , କେବଳ ଅଭ୍ୟାସ ଦ୍ୱାରା ହିଁ ସମ୍ଭବ ହୋଇଛି। ପ୍ରବଳ ଶୀତରେ ପାଣିରେ ଘଣ୍ଟା ଘଣ୍ଟା ଧରି ଭାସୁଛନ୍ତି। ଖରାଦିନେ ଦିନ ସାରା
Read More...

ରାଉରକେଲା : କୋଇଡା ଅଞ୍ଚଳ ଧଳା ଚାଦର ତଳେ।। ତୁଷାରପାତ ର ଭ୍ରମ ସୃଷ୍ଟି।।

ରାଉରକେଲା:୭/୧(ସତ୍ୟାନ୍ୟୁଜ) ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏବେ ପ୍ରବଳ ଶୀତ ଲହରୀ ଅନୁଭବ ହେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ପାରଦ ଖସିବାରେ ଲାଗିଛି। ଜିଲ୍ଲାର ବଣ ପାହାଡ ଘେରା କୋଇଡା ଅଞ୍ଚଳରେ ପାରଦ ୫ ଡିଗ୍ରୀ ତଳେ ରହୁଛି। ସମଗ୍ର ଅଞ୍ଚଳ ବରଫ ଭଳି ଧଳା ଚାଦର ରେ ଢାଙ୍କି ହୋଇ
Read More...

ରାଉରକେଲା : ରେଳଷ୍ଟେସନ ପ୍ଲାଟଫର୍ମ ରୁ ବିଲୁପ୍ତପ୍ରାୟ ଚିଲ ପକ୍ଷୀ ଉଦ୍ଧାର।। ବନ ବିଭାଗକୁ ହସ୍ତାନ୍ତର।।

ରାଉରକେଲା:୭/୧(ସତ୍ୟାନ୍ୟୁଜ) ରାଉରକେଲା ରେଳଷ୍ଟେସନ ପ୍ଲାଟଫର୍ମ ନମ୍ୱର୍ ୧ ରେ ଏକ ବିଲୁପ୍ତ ପ୍ରାୟ ଚିଲ ପକ୍ଷୀ କୁ ଉଦ୍ଧାର କରାଯାଇଛି। ରାଉରକେଲାବନଖଣ୍ଡ ଡିଏଫଓ ଯଶୋବନ୍ତ ସେଠୀ ଙ୍କ ନିର୍ଦ୍ଦେଶରେ ତଥା ପାନପୋଷ ରେଞ୍ଜର ସୁଚିସ୍ମିତା ଦାସ ଙ୍କ ନେତୃତ୍ୱ ରେ ବନକର୍ମୀ ଅଲିଅଳ ବେହେରା ଙ୍କୁ
Read More...

ରାଉରକେଲା : ଅଭିଯୁକ୍ତଙ୍କୁ ଗିରଫ ଉଦ୍ୟମ ବେଳେ ପୋଲିସ୍ ଉପରକୁ ଆକ୍ରମଣ।। ୨ ପୋଲିସ୍ କର୍ମୀ ଆହତ।। ୩ ଗିରଫ।

ରାଉରକେଲା;୭/୧(ସତ୍ୟାନ୍ୟୁଜ) ବାଇକ୍ ଚୋରି କରିଥିବା ଅଭିଯୁକ୍ତ କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ। ଏପରି ଘଟଣା ଘଟିଛି ରଘୁନାଥପାଲି ଥାନା ଅଞ୍ଚଳର ଗଙ୍ଗାଧରପାଲି ଏରିଆ ରେ। ସୂଚନା ମୁତାବକ ଭୁବନେଶ୍ୱର ପାହାଳ ଥାନା ପୋଲିସ ଏକ ବାଇକ୍ ଚୋରି ଘଟଣାର ତଦନ୍ତ
Read More...

ରାଉରକେଲା : ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କାନାକୁଣ୍ଡ ପାଇଁ ପୋଲିସ୍ ର ସତର୍କ ସୂଚନା ।। ଜରୁରୀ ସ୍ଥିତି ପାଇଁ ୪ ଟି…

ରାଉରକେଲା:୭/୧(ସତ୍ୟାନ୍ୟୁଜ) ଜିଲ୍ଲାର ପ୍ରମୁଖ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ କାନାକୁଣ୍ଡ୍ ଲାଗି ସୁନ୍ଦରଗଡ଼ ପୋଲିସ୍ ଜାରି କରିଛି ସତର୍କ ସୂଚନା। ଏହି ସ୍ଥାନକୁ ଏକ ବିପଦ ସଙ୍କୁଳ ସ୍ଥାନ ଭେବେ ବିବେଚନା କରାଯାଇଛି। ଏହିପଥରଶଯ୍ୟା ପର୍ଯ୍ୟଟନ ସ୍ଥଳୀରେ ମଦ୍ୟପାନ କୁ ନିଷେଧ କରା ଯାଇ ଥିବା
Read More...