Browsing Category
ଓଡିଶା
ରାଉରକେଲା : ଦୁର୍ଗାପୂଜା ପ୍ରସ୍ତୁତି।। ରାଉରକେଲା ମହାନଗର ନିଗମ ପକ୍ଷରୁ ହାତକୁ ନିଆଯାଇଛି ବିଭିନ୍ନ କାର୍ଯ୍ୟକ୍ରମ।
ରାଉରକେଲା:୧୦/୯(ସତ୍ୟାନ୍ୟୁଜ) ଆଗକୁ ଆସୁଛି ପାର୍ବଣ ୠତୁ। ଗଣେଶ ପୂଜା ଉତ୍ସବ ସମାପନ ପରେ ଏବେ ଚାଲିଛି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି। ଏଥି ପାଇଁ ସହରର ବିଭିନ୍ନ ଅଞ୍ଚଳରେ ଥିବା ପୂଜା ପେଣ୍ଡାଲ ନିକଟରେ ଚାଲିଛି ଆକର୍ଷଣୀୟ ତୋରଣ ନିର୍ମାଣ। ରାଉରକେଲା ଇସ୍ପାତ ସହରରେ ବହୁ ଜାକଜମକରେ!-->…
Read More...
Read More...
ବଣାଇ : ବଣାଇ କୁ ପୌର ପରିଷଦ ଘୋଷଣା ଦାବିରେ ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା।। ବନ୍ଦ ଡାକରା ଦେଲା ବିଜେଡି।
ବଣାଇ କୁ ପୌର ପରିଷଦ ଘୋଷଣା ଦାବିରେ ଆସନ୍ତାକାଲି ବିଜୁ ଜନତା ଦଳର ୬ ଘଣ୍ଟିଆ ବନ୍ଦ ଡାକରା।
ବଣାଇ : ୮/୦୯ (ସତ୍ୟାନ୍ୟୁଜ):ବଣାଇ କୁ ପୌର ପରିଷଦ ଘୋଷଣା କରିବା ଦାବିରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ମଙ୍ଗଳବାର, ୬ ଘଣ୍ଟିଆ ବନ୍ଦ ଡାକରା!-->!-->!-->…
Read More...
Read More...
ରାଜଗାଙ୍ଗପୁର : ମଟର ସାଇକେଲ – ଟ୍ରେଲର ଦୁର୍ଘଟଣା। ଦୁଇ ବାଇକ୍ ଆରୋହୀ ମୃତ।
ରାଜଗାଙ୍ଗପୁର:୭/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀବନ୍ଧ ଓଭରବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଛି।ଛିଡ଼ା ହୋଇଥିବା ଅବସ୍ଥାରେ ରାସ୍ତାରେ ରହିଥିବା ଏକ ଟ୍ରେଲର ସହ ମଟର ସାଇକେଲ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି।!-->…
Read More...
Read More...
ସୁନ୍ଦରଗଡ଼ : କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ରାସ୍ତା ରୋକ।
ସୁନ୍ଦରଗଡ଼:୭/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅନ୍ତର୍ଗତ ବାଙ୍କିବାହାଲ – ଟପରିଆ ରାସ୍ତା ର ଗଏକନପାଲି ନିକଟରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ପାଖ ଗ୍ରାମର ମନୋଜ ଭୋଇ ବୋଲି ଜଣା ପଡ଼ିଛି। କୋଇଲା ବୋଝେଇ ଏକ ଟ୍ରେଲର!-->…
Read More...
Read More...
ରାଉରକେଲା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କଲେ ଅବକାରୀ ବିଭାଗ।। ମହିଳାଙ୍କ ସମେତ ୨ ଗିରଫ।
ରାଉରକେଲା:୬/୯(ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ଏକ ବଡ ଧରଣର ନକଲି ମଦ କାରବାର ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି। ନକଲି ବେଆଇନ୍ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୭୦ ଲିଟର ମଦ ଜବତ କରାଯାଇଛି।!-->…
Read More...
Read More...
ସୁନ୍ଦରଗଡ଼ : ବିଜୁ ଏକ୍ସପ୍ରେସ ୱେ ରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ।। ଡ୍ରାଇଭର ଏବଂ ହେଲ୍ପର୍ ସୁରକ୍ଷିତ।
ଚଳନ୍ତା ଟ୍ରକରେ ଲାଗିଲା ନିଆଁ ସୁନ୍ଦରଗଡ:୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗୋମାରଡିହି ବସ ଷ୍ଟାଣ୍ଡ ନିକଟରେ ଚଳନ୍ତା ଟ୍ରକରେ ନିଆଁ ଲାଗିଥିବା ବେଳେ ନିଆଁକୁ ରାସ୍ତାରେ ଯାଉଥିବା କେତେକ ଟ୍ରକ ଚାଳକ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭି ନଥିବାରୁ!-->…
Read More...
Read More...
ରାଉରକେଲା : ସିପେଟ୍ ର ସ୍ବଚ୍ଛତା ଅଭିଯାନ।। ବେଦବ୍ୟାସ ମନ୍ଦିର ପରିସର ତଥା ଆଖପାଖ ଅଞ୍ଚଳ ରେ ସଫେଇ କାର୍ଯ୍ୟ କଲେ।
ସିପେଟ , ରାଉରକେଲା ପକ୍ଷରୁ ସ୍ୱଚ୍ଛତା ଅଭିଯାନ
ରାଉରକେଲା:୬/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚୁଟ ଅଫ ପେଟ୍ରୋକେମିକାଲ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜ଼ି (ସିପେଟ) ଦ୍ୱାରା ଆଜି ବେଦବ୍ୟାସ ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ!-->!-->!-->…
Read More...
Read More...
ବିରମିତ୍ରପୁର : ୧୪୩ ନମ୍ୱର୍ ଜାତୀୟ ରାଜପଥ ଚର୍ଚ୍ଚ ନିକଟରେ ଓଲଟି ପଡ଼ିଲା କାର।। ଅଳ୍ପକେ ବର୍ତ୍ତିଲେ କାର ରେ ଥିବା…
ବିରମିତ୍ରପୁର:୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥ ରେ ଆଜି ଅପରାହ୍ନ ରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ କାର ଚାଳକ ଏବଂ କାର ରେ ବସିଥିବା ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଁ ଯାଇଥିବା ବେଳେ ଦୁଇ!-->…
Read More...
Read More...
ଲହୁଣୀପଡା: ସାପ କାମୁଡାରେ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ।। ଘରେ ସୋଇଥିବା ବେଳେ ସାପ କାମୁଡ଼ି ଥିଲା।
ବଣାଇ : ୪/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ଲୁଧୁଣି ଗାଁ ରେ ଘରେ ଶୋଇ ଥିବା ବେଳେ ସାପ କାମୁଡ଼ାରେ ଜଣ ୧୦ମ ଶ୍ରେଣୀ ଛତ୍ରୀ ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସାପ କାମୁଡ଼ି ଥିଲା। ଆଜି ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଙ୍କୁ ତାଙ୍କୁ ଅଣା ଯାଇଥିଲା।!-->…
Read More...
Read More...
ରାଜଗାଙ୍ଗପୁର : ରେଳ ଟ୍ରାକ୍ ରେ ପଡ଼ି ରହିଛି ଆହତ ହାତୀ।। ଟ୍ରାକ୍ ରେ ଚାଲିଛି ଚିକିତ୍ସା।। ଟ୍ରେନ୍ ଧକ୍କାରେ ଆହତ…
ରାଜଗାଙ୍ଗପୁର:୪/୯(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସାଗରା ଷ୍ଟେସନ୍ ନିକଟ ରେଳ ଲାଇନ୍ ରେ ଏକ ହାତୀ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ି ରହିଛି। ହାତୀଟି ଗୁରୁତର ଆହତ ହୋଇଛି। ରେଳ ଲାଇନ୍ ପାର ହେଲା ପରେ କୌଣସି ଟ୍ରେନ୍ ହାତୀକୁ ଧକ୍କା ଦେଇ ଥିବା ଆଶଙ୍କା କରା ଯାଉଛି। ଘଟଣା ସ୍ଥଳରେ!-->…
Read More...
Read More...