Browsing Category
ଓଡିଶା
ସୁନ୍ଦରଗଡ଼ : ନିୟନ୍ତ୍ରଣ ହରାଇ ବୋଲେରୋ ମାଡି ଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ।। ଗାଡ଼ିରେ ଥିବା ୬ ଜଣ ଆହତ।। ଦୁଇ…
ସୁନ୍ଦରଗଡ଼ : ୧୯/୬ (ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ଗଛ ତଳେ ବସି ଦୁଇ ବନ୍ଧୁ ବସ କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ଗାଡି ମାଡି ଆସି ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ। ମୃତକ ହେଲେ ୩୦ ବର୍ଷୀୟ ମଙ୍ଗଳ!-->…
Read More...
Read More...
ରାଉରକେଲା : କେ ବଳଙ୍ଗ ଥାନା ବିଞ୍ଜାରବେଡାରେ ଭାଲୁ ଆକ୍ରମଣରେ ସ୍ୱାମୀ , ସ୍ତ୍ରୀ ଗୁରୁତର।। ଅଧିକ ଚିକିତ୍ସା ଲାଗି…
ରାଉରକେଲା : ୧୮/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଲlଙ୍ଗ ଥାନା ଅନ୍ତର୍ଗତ ବିଞ୍ଜାରବେଡା ଗ୍ରାମରେ ଆଜିଭାଲୁ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଜାଲେଣି କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇ ଥିବା ବେଳେ ହଠାତ ଜଙ୍ଗଲ ଭିତରୁ ଦୁଇଟି ଭାଲୁ ବାହାରି ଆସି ଥଲେ। କିଛି!-->…
Read More...
Read More...
ବଣାଇ : ବଣାଇ ଉପ କାରାଗାର ରେ ସଜ୍ଜା କାଟୁ ଥିବା ଜଣେ କଏଦୀଙ୍କ ମୃତ୍ୟୁ।। ବଣାଇ ପୋଲିସର ତଦନ୍ତ ଜାରି।
ବଣାଇ : ୧୮/୬ (ସତ୍ୟାନ୍ୟୁଜ) ବଣାଇ ଉପ କାରାଗାରରେ ସଜ୍ଜା କାଟୁ ଥିବା ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରୁଣ୍ଡିଆ ଥାନା ଅଞ୍ଚଳର ଫିରୁ ନାମକ ଜଣେ ୫୬ ବର୍ଷୀୟ ବୟସ୍କ ବ୍ୟକ୍ତି। ୫ ବର୍ଷ ସଜା କାଟୁ ଥିବା ବେଳେ ସୋମବାର ରାତିରେ ଜେଲ ଭିତରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।!-->…
Read More...
Read More...
ରାଉରକେଲା : ପନି ପରିବା ଦରରେ ଅହେତୁକ ବୃଦ୍ଧି।। ସ୍ଥାନୀୟ ପରିବା ଲୋକଙ୍କ ପସନ୍ଦ।। ଟମାଟୋ ୬୦ ଥିବା ବେଳେ କ୍ୟାପ୍ସିକମ…
ରାଉରକେଲା : ୧୮/୬ (ସତ୍ୟାନ୍ୟୁଜ) କିଛିଦିନ ହେଲା ରାଉରକେଲା ସହରରେ ପନି ପରିବା ଦର ବୃଦ୍ଧି ପାଇଛି। ଯଦିଓ କିଛି ପନି ପରିବାର ପୂର୍ବ ଦର ରହିଛି ତଥାପି କେତେକ ପରିବା ଦାମ ଆକାଶ ଛୁଆଁ ହୋଇଛି। ଭେଣ୍ଡି , ବାଇଗଣ , ବରଗୁଡି , ଅମୃତଭଣ୍ଡା , ଫୁଲ କୋବି , ବନ୍ଧା କୋବି ଆଦି ପରିବା ଦର ୪୦ଟଙ୍କା!-->…
Read More...
Read More...
ବାଲେଶ୍ୱର : ଗୋଷ୍ଠୀ ସଂଘର୍ଷ ପରେ ବାଲେଶ୍ୱର ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରୀ।। ୪୦ ପ୍ଲାଟୁନ ପୋଲିସ…
ବାଲେଶ୍ୱର : ୧୮/୬ (ସତ୍ୟାନ୍ୟୁଜ) ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗତକାଲିଠୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି କଟକଣା ଲାଗୁ ହୋଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ!-->…
Read More...
Read More...
କୋଲକାତା : ନ୍ୟୁ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି।। ୨୫ ଆହତ।। ମୃତକଙ୍କ ପରିବାରକୁ ୧୦…
କୋଲକାତା : ୧୭/୬ (ସତ୍ୟାନ୍ୟୁଜ) ପଶ୍ଚିମବଙ୍ଗ ନୂଆ ଜଲପାଇଗୁଡ଼ି ଟ୍ରେନ୍ ଟ୍ରାଜେଡିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳସ ୨୫ ଜଣ ଆହତ ହୋଇଛନ୍ତି। ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଇଥିଲା ଏକ ମାଲଗାଡ଼ି। ମୃତକଙ୍କ ଭିତରେ ଅଛନ୍ତି ମାଲବାହୀ ଟ୍ରେନର ଡ୍ରାଇଭର ଓ!-->…
Read More...
Read More...
ରାଉରକେଲା/ବଣାଇ : ଘାଟିରେ ପାହାଡ଼ରେ ପିଟି ହୋଇଗଲା ସରକାରୀ ବସ।। ୩୦ ଯାତ୍ରୀ ଆହତ।।୫ ଗୁରୁତର।
ରାଉରକେଲା/ ବଣାଇ ୧୭/୬ (ସତ୍ୟାନ୍ୟୁଜ) ସୁନ୍ଦର ଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ତlମଡା ନିକଟରେ ଆଜି ସକାଳେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତ ବସ ଯାତ୍ରୀଙ୍କୁ ରାଉରକେଲା ସରକାରୀ!-->…
Read More...
Read More...
ରାଉରକେଲା: ଧର୍ମାନୁଷ୍ଠାନରେ ସଶସ୍ତ୍ର ଡକାୟତି। ୧୦ ଲକ୍ଷ ଲୁଟ୍
ବ୍ରାହ୍ମଣୀତରଙ୍ଗ ଥାନା ଝରାବାହାଲରେ ଏକ ଚର୍ଚ୍ଚରେ ଲୁଟ୍
ଧର୍ମାନୁଷ୍ଠାନର ୨ ଜଣ ଗୁରୁତର। ଆରଜିଏଚ୍ରେ ଭର୍ତ୍ତି
ହସ୍ପିଟାଲ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଉରକେଲା ଏସ୍ପି
ପୋଲିସ ତଦନ୍ତ ଜାରି।*
ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା!-->!-->!-->!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା: ଧର୍ମାନୁଷ୍ଠାନରେ ସଶସ୍ତ୍ର ଡକାୟତି। ୧୦ ଲକ୍ଷ ଲୁଟ୍
ବ୍ରାହ୍ମଣୀତରଙ୍ଗ ଥାନା ଝରାବାହାଲରେ ଏକ ଚର୍ଚ୍ଚରେ ଲୁଟ୍
ଧର୍ମାନୁଷ୍ଠାନର ୨ ଜଣ ଗୁରୁତର। ଆରଜିଏଚ୍ରେ ଭର୍ତ୍ତି
ହସ୍ପିଟାଲ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଉରକେଲା ଏସ୍ପି
ପୋଲିସ ତଦନ୍ତ ଜାରି।*
ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା!-->!-->!-->!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା : ଶିଶୁ ଶ୍ରମିକଙ୍କୁ କାମରେ ଲଗାଉଥିଲେ ସାବଧାନ।। ହୋଇପାରେ ଜେଲ୍ ଏବଂ ଜରିମାନା।। ବୁଲିଲା ସଚେତନତା ରଥ।
ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ। ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାମରେ ଲଗାଇଲେ ଉଭୟ ଜରିମାନା ଏବଂ ଜେଲ ଯିବାର ନିୟମ ରହିଛି। ୧୫ରୁ ୧୮ ବର୍ଷର ବାଳକ ବାଳିକାଙ୍କୁ ବିପଦ ଶଙ୍କୁଳ କାମରେ ଲଗାଇଲେ ମଧ୍ୟ ଦଣ୍ଡ ବିଧାନର!-->…
Read More...
Read More...