Browsing Category

ଓଡିଶା

ରାଉରକେଲା : ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ପ୍ରତିଷ୍ଠା ଦିବସ ପାଳିତ।। ମୁଖ୍ୟ ଅତିଥି ଭାବେ…

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ ରାଉରକେଲା : ୬/୧୨(ସତ୍ୟାନ୍ୟୁଜ) ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ରାଉରକେଲା : ମନ୍ଥର ଗତିରେ ଚାଲିଛି ଯମୁନାନାକୀ – ରାଉରକେଲା ବ୍ରିଜ୍ କାମ ଚାଲିଛି ।। ବିଳମ୍ବ ହେଲାଣି ବର୍ଷେ।।…

ରାଉରକେଲା : ୬/୧୨(ସତ୍ୟାନ୍ୟୁଜ) ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଯମୁନାନାକୀ - ରାଉରକେଲା ବ୍ରିଜ୍ ସମ୍ପୂର୍ଣ ହୋଇ ପାରିନାହିଁ। ବ୍ରିଜ୍ କାମ ୨୦୨୩ ରେ ସରିବା କଥା। ମାତ୍ର ୨୦୨୪ ସରିବାକୁ ବସିଲାଣି। ବ୍ରିଜ୍ କାମ ଅଧା ହୋଇଛି। ଏବେ କାମ ମନ୍ଥର ଗତିରେ ଚାଲିଛି।ବ୍ରିଜ୍ କେବେ
Read More...

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀଏସିଏଫ୍ ଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା।। ଭିଜିଲାନ୍ସ ବିଭାଗ ଚଢ଼ାଉ ବେଳେ…

ସମ୍ବଲପୁର : ୬/୧୨(ସତ୍ୟାନ୍ୟୁଜ) ସମ୍ବଲପୁର ର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏ ସି ଏଫ୍ ରେବତୀ ରମଣ ଯୋଶୀ ଙ୍କ ସରକାରୀ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା। ଆଜି ସକାଳୁ ଭଭିଜିଲାନ୍ସ ବିଭାଗ ଏ ସି ଏଫ୍ ଘରେ ଚଢ଼ାଉ କରିଥିଲା।। ଘରୁ ପୁଳାପୁଳା ଟଙ୍କା ବାହାରିବା ଦେଖି ଭିଜିଲାନ୍ସ ଅଧିକାରୀ
Read More...

ରାଉରକେଲା : ଆର୍ମି ନିଯୁକ୍ତି ରାଲିଅଗ୍ନିବୀର ଆସନ୍ତାକାଲି ଠାରୁ ଆରମ୍ଭ।। ଇସ୍ପାତ ଷ୍ଟାଡିୟମ୍ ରେ ୪ଦିନ ଧରି ଚାଲିବ।।…

ରାଉରକେଲା: ୫/୧୨(ସତ୍ୟାନ୍ୟୁଜ) ଆର୍ମି ନିଯୁକ୍ତି ରାଲି ' ଅଗ୍ନିବୀର ' ଆସନ୍ତାକାଲି ଠାରୁ ଆରମ୍ଭ ହେବ l ଏହି ପ୍ରକ୍ରିୟା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ l ସ୍ଥାନୀୟ ୬ ନମ୍ବର ସେକ୍ଟର ସ୍ଥିତ ଇସ୍ପାତ ଷ୍ଟାଡିୟମରେ ଏହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ହେଇଯାଇଛି l ଏହି ରାଲି ରେ ୪
Read More...

ରାଉରକେଲା : ପଲସର୍ ବାଇକ୍ ଧରି ଲୁଟ୍ କରୁଥିବା ଗ୍ୟାଙ୍ଗ ର ୪ ସଦସ୍ୟ ଙ୍କୁ କାବୁ କଲା ପୋଲିସ।। ନଗଦ ୭୧ ହଜାର ଟଙ୍କା ,…

ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) ଦୁଇ ଦିନ ହେଲା ପଲସର୍ ବାଇକ୍ ଧରି ଆତଙ୍କ ଖେଳାଇ ଥିବା ୪ ଜଣ ଲୁଟେରା ଙ୍କୁ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଲୁଟେରା ମାନେ ମହତାବ ରୋଡ ରଜି ଟି ଲେନ୍ ଅଞ୍ଚଳରେ ବାଇକ୍ ଆରୋହୀ ମାନଙ୍କୁ ରାତିରେ ଟାର୍ଗେଟ୍ କରୁଥିଲେ। ଡିସେମ୍ବର
Read More...

ରାଉରକେଲା : କନ୍ୟାଦାନ ମହତ୍ ଦାନ।। ବେଦବ୍ୟାସରେ ୬ ଯୋଡିଙ୍କ ସାମୂହିକ ବିବାହ କରାଇଲେ ‘ ଜାଗୃତି ‘…

ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) କନ୍ୟାଦାନ ଠାରୁ ଆଉ ଅଧିକ ପୁଣ୍ୟ କିଛି ନାହି ବୋଲି କୁହା ଯାଏ। ଆଜି ଏହି କଥାକୁ ସାକାର କରିଛନ୍ତି ରାଉରକେଲା ମାରୱାଡ଼ି ଯୁବା ମଞ୍ଚ ର ମହିଳା ଶାଖା ' ଜାଗୃତି '। ରାଉରକେଲା ବେଦବ୍ୟାସ ଗୁରୁକୂଳ ବୈଦିକ ଆଶ୍ରମରେ ଆଜି ୬ ଯୋଡ଼ି ଙ୍କ ବିବାହ କରାଇଛି ଏହି
Read More...

ରାଉରକେଲା : ମନ୍ତ୍ରୀ କହୁଛନ୍ତି ଆଳୁ ଦାମ୍ କମିଛି।। ମାତ୍ର ରାଉରକେଲା ବଜାରରେ ଆଳୁ କେଜି ପ୍ରତି ଆଜି ମଧ୍ୟ ୪୫ ଟଙ୍କା।

ରାଉରକେଲା : ୫/୧୨ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କୁ ବଦନାମ୍ କରିବା ଲାଗି ବଜାରରେ ଆଳୁ ର କୂତ୍ରିମ ଅଭାବ ସୃଷ୍ଟି କରା ଯାଉଥିବା ଅଭିଯୋଗ କରିଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଳୁ ଅଭାବ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ। ଏବେ ଆଳୁ ରେଟ୍
Read More...

ରାଉରକେଲା : ନଦୀ ପଠାରୁ ବେଆଇନ୍ ଭାବେ ବାଲି ଉଠାଇଥିବା ବେଳେ ୯ଟି ଟ୍ରାକ୍ଟର ଜବତ।। ଡ୍ରାଇଭର ମାନେ ଅଟକ।। ବନ ବିଭାଗ…

ରାଉରକେଲା : ୫/୧୨(ସତ୍ୟାନ୍ୟୁଜ) ବିଳମ୍ବରେ ହେଲେ ମଧ୍ୟ ବାଲି ମାଫିଆଙ୍କ ଉପରେ ଚଢ଼ାଉ କରିଛି ବନ ବିଭାଗ। ଏହିପରିପ୍ରେକ୍ଷୀରେ ଭାବେ ନଦୀ ପଠା ରୁ ୮ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବାଲି ମାଫିଆ ମାନେ ନୂଆଗାଁ ବ୍ଲକ୍ ଝାରବେଡ଼ା ନିକଟ ଦେଓ ନଦୀ ପଠା ରୁ ଟ୍ରାକ୍ଟର ରେ ବେଆଇନ୍
Read More...

ରାଉରକେଲା : ଷ୍ଟେସନ୍ ରୁ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍ ରୁ ୫୮ କେଜି ରୂପା ଜବତ କଲା ରେଳୱେ ପୋଲିସ।। ଅଧିକ ତଦନ୍ତ ପାଇଁ…

ରାଉରକେଲା ରେଳ ଷ୍ଟେସନ ରୁ ୫୮ କେଜି ରୂପା ଜବତ: ଜି ଏସ ଟି କୁ ହସ୍ତାନ୍ତରରାଉରକେଲା : ୫/୧୨(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ବୁଧବାର ସନ୍ଧ୍ୟାରେ ଯାଞ୍ଚ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୮ କେଜି ରୂପା ଜବତ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କୁ ରାଜ୍ୟ ଜି ଏସ ଟି ଏନଫୋର୍ସମେଣ୍ଟ ବିଭାଗ
Read More...

ସୁନ୍ଦରଗଡ : ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ।। ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ ମାନଙ୍କୁ…

ସୁନ୍ଦରଗଡ଼ ଠାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ସୁନ୍ଦରଗଡ଼ : ୪/୧୨(ସତ୍ୟାନ୍ୟୁଜ) ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଆଜି ଜିଲ୍ଲା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ "ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା" ଉଦଘାଟିତ ହୋଇଯାଇଛି। ମତ୍ସ୍ୟ ତଥା
Read More...