Browsing Category

ଓଡିଶା

ଏଲ ପି ଜି ଗ୍ୟାସ ବୋଝେଇ ଟ୍ରକ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତି ଲେ ଡ୍ରାଇଭର ।

ଏଲ ପି ଜି ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗି ଇଞ୍ଜିନ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁନ୍ଦରଗଡ଼ ସଦର ଥାନା ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସୱଏ ର ରସରାଜପୁର ନିକଟରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ରେ ଆଜି ସକାଳେ ନିଆଁ
Read More...

୧୪୩ ନମ୍ବର ଜାତୀୟ ରାଜପଥ କାର୍ମେଲ ସ୍କୁଲ ନିକଟରେ ବାଇକ ଧକ୍କାରେ ଦୁଇ ବାଇକ ଆରୋହି ମୃତ ।

ରାଉରକେଲା ସାରନଗରୀ ନିକଟ 143 ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଜଣ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି ।ଟିମଜୋର ଅଞ୍ଚଳ ର ଦୁଇଜଣ ଯୁବକ ଅବିନାଶ କାଙ୍ଗାଡି ଏବଂ କରନ କୁଜୁର ଏକ ବାଇକ ରେ ଘରକୁ ଫେରୁଥିବା ବେଳେ କାର୍ମେଲ ସ୍କୁଲ ନିକଟ ରାଜପଥ ରେ ଏକ
Read More...

ସ୍ମାର୍ଟସିଟି ରାଉରକେଲାରେ “ସ୍ତନ୍ୟପାନ କକ୍ଷ” ଶୁଭାରମ୍ଭ ।

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ମାର୍ଟସିଟି ରାଉରକେଲାର ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ (ଫିଡିଙ୍ଗ୍ ରୁମ୍) ସ୍ଥାପନ କରାଯାଇଛି। ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ ନେଇ ବିଭିନ୍ନ କାମରେ ବାହାରକୁ ଆସୁଥିବା ମା’ମାନଙ୍କ ପାଇଁ ଏହା ବିଶେଷ ସହାୟକ
Read More...

ନାରୀ ସୁରକ୍ଷାର ବାର୍ତ୍ତା ନେଇ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ଶୋଭାଯାତ୍ରା, ସାମିଲ ହେଲେ ମିଶନ ଶକ୍ତିର ମହିଳା

ରାଉରକେଲା, ୩୦ ସେପ୍ଟେମ୍ବର ୨୦୨୧: ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ ଅବସରରେ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ନାରୀ ସୁରକ୍ଷାର ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ମହିଳା ସ୍ୱୟଂ
Read More...

ହାତୀବାରି ଅଞ୍ଚଳ ଘର ଭାଙ୍ଗିଦେଲେ ହାତୀ ଦଳ ।

ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ମଣିଷ ମଧ୍ୟରେ ଲଢେଇ ଜାରି ରହିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀ ଦଳ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି । ହାତୀ ଆକ୍ରମଣରେ ନିୟମିତ ବ୍ୟବଧାନରେ ଗ୍ରାମବାସୀ ମୃତ୍ୟୁ ବରଣ କରିଥିବା ମଧ୍ୟ ଦେଖାଯାଉଛି । ଏବେ କୋଇଡା ଅଞ୍ଚଳରେ ହାତୀ
Read More...

ଖୁଣ୍ଟ ରୁ ପଡି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା କ୍ଷତିପୂରଣ ପ୍ରତିଶୃତି ପରେ ମାମଲା ଶାନ୍ତ ରହିଛି ।

ବିଦ୍ୟୁତ ଲାଇନ ଠିକ କରୁଥିବା ବେଳେ ଖୁଣ୍ଟରୁ ପଡି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ବରଣ କରିବା ଘଟଣା କୁ ନେଇ କଚାରୁ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଠିକା କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେବାପରେ ଏବେ ମାମଲା ଶାନ୍ତ ରହିଛି ।
Read More...

ପାଞ୍ଚ ଦିନ ପରେ ପ୍ରାଣୀଧନ ଡାକ୍ତରଖାନା ଗେଟ ଖୋଲିଲା ।

ପାଞ୍ଚ ଦିନ ବନ୍ଦ ରହିବା ପରେ ଆଜି ବିରମିତ୍ରପୁର ରେ ଥିବା ପଶୁ ଡାକ୍ତରଖାନା ଖୋଲାଯାଇ ପାରିଲା । ଏଠାରେ ସ୍ଥାୟୀ ଡାକ୍ତର ନଥିବାରୁ 23 ତାରିଖରୁ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ତାଲା ପକାଇ ଦେଇଥିଲେ । ବିରମିତ୍ରପୁର ଅଞ୍ଚଳ ରେ ଚାଷ କାମ ବହୁଳ ଭାବେ ହେଉଥିବାରୁ ଏଠାରେ ଗାଈ ଗୋରୁ ଙ୍କୁ
Read More...

ପାଞ୍ଚ ଦିନ ପରେ ପ୍ରାଣୀଧନ ଡାକ୍ତରଖାନା ଗେଟ ଖୋଲିଲା ।

ପାଞ୍ଚ ଦିନ ବନ୍ଦ ରହିବା ପରେ ଆଜି ବିରମିତ୍ରପୁର ରେ ଥିବା ପଶୁ ଡାକ୍ତରଖାନା ଖୋଲାଯାଇ ପାରିଲା । ଏଠାରେ ସ୍ଥାୟୀ ଡାକ୍ତର ନଥିବାରୁ 23 ତାରିଖରୁ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ତାଲା ପକାଇ ଦେଇଥିଲେ । ବିରମିତ୍ରପୁର ଅଞ୍ଚଳ ରେ ଚାଷ କାମ ବହୁଳ ଭାବେ ହେଉଥିବାରୁ ଏଠାରେ ଗାଈ ଗୋରୁ ଙ୍କୁ
Read More...

ପୁଅର ଅନୈତିକ ସମ୍ପର୍କ ଯୋଗୁ ମା ର ଜୀବନ ଗଲା , ବାପା ଗୁରୁତର ।

ପୋଲିସ ର ତଦନ୍ତ ଆରମ୍ଭପୁଅର ପରକୀୟା ପ୍ରୀତି ଲାଗି ମା ର ଜୀବନ ଯାଇଥିବା ବେଳେ ବାପା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଜୁନାଡ଼ିହି ରେ। ଜୁନାଡୀହି ଗାଁ ର ମଧୁ ଓରାମ ଏବଂ ତାଙ୍କ ପତ୍ନୀ ବାଚି ଓରାମ ଙ୍କ ପୁଅ ବଳ
Read More...

ଟ୍ରାକ୍ଟରରୁ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଜାରି ।କାର୍ଯ୍ୟାନୁଷ୍ଠାନ ଦାବିରେ ବିରମିତ୍ରପୁର…

ଟ୍ରାକ୍ଟର ରୁ ପଡି ବିରମିତ୍ରପୁର ପୌରପାଳିକା ର ଜଣେ ଠିକା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବି ଏବଂ ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ସଫେଇ କର୍ମଚାରୀ ମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।
Read More...