Browsing Category
ଓଡିଶା
ରାଉରକେଲା : ରାଜସ୍ବ ଅମଲା ସଂଘ ଆନ୍ଦୋଳନ ୧୬ ଦିନରେ ।। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ।। ଆନ୍ଦୋଳନ ଜାରି।
ରାଉରକେଲା:୨୬/୮(ସତ୍ୟାନ୍ୟୁଜ୍) ରାଜ୍ୟ ଅମଲା ସଂଘର ଆନ୍ଦୋଳନ ଆଜି ୧୬ ଦିନରେ ପହଞ୍ଚିଛି। ଗତ କାଲି ମୁଖ୍ୟ ଶାସନ ସଚିବଙ୍କ ସହ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନାରୁ କୌଣସି ନସ୍କର୍ଷ ବାହାରି ପାରି ନାହିଁ। ଅପର ପକ୍ଷରେ ଆନ୍ଦୋଳନ ରତ ଅମଲା ସଂଘ କୁ ପୁଣି ଧମକ ଦେଇ ଛନ୍ତି ସରକାର। ସମୂହ ଛୁଟିରେ!-->…
Read More...
Read More...
ସୁନ୍ଦରଗଡ଼ : ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ଛାତରୁ ଖସି ପଡ଼ି ରୋଗୀଙ୍କ ମୃତ୍ୟୁ।। ପୋଲିସ୍ ତଦନ୍ତ ଜାରି।
ସୁନ୍ଦରଗଡ଼: ୨୬/୮(ସତ୍ୟାନ୍ୟୁଜ୍)ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ମହଲା ଛାତରୁ ଖସି ପଡ଼ି ଜଣେ ଯୁବ ରୋଗୀଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ଅନିଲ ସୋରେଙ୍ଗ ଏବଂ ସେ ସଦର ଥାନା ଅଧୀନ ଡାଇନିଡିହି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ରବିବାର!-->…
Read More...
Read More...
ବିରମିତ୍ରପୁର : ଉତ୍ତମ ଘୋଷ ଙ୍କ କାର ଉପରେ ଗୁଳି ମାଡ଼ ଘଟଣାରେ ୩ ଗିରଫ।। ପିସ୍ତଲ୍ , ବାଇକ୍ ଜବତ।
ବିରମିତ୍ରପୁର:୨୫/୮(ସତ୍ୟାନ୍ୟୁଜ୍) ଜୁଲାଇ ୨୩ ତାରିଖରେ ବିରମିତ୍ରପୁର ରେ ରାଉରକେଲାର ସେକ୍ଟର-୨୦ ଅଞ୍ଚଳର ଉତ୍ତମ କୁମାର ଘୋଷ ଙ୍କ ଉପରକୁ ଗୁଳି ଚଳାଇବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଦୁବୃର୍ତ୍ତ ପିଣ୍ଟୁ ସାହୁ , ସମରାକେରକେଟା ଏବଂ ରାହୁଲକେରକେଟା ଙ୍କ ଠାରୁ ପୋଲିସ୍!-->…
Read More...
Read More...
ବିରମିତ୍ରପୁର: ଦୁଇ ଦିନରେ ୧୬ ଜଣଙ୍କୁ କାମୁଡିଲେଣି ବୁଲା କୁକୁର।। ପୌରପାଳିକା କୁ କାର୍ଯ୍ୟନୁଷ୍ଠାନ ପାଇଁ ସୂଚନା ଦିଆ…
ବିରମିତ୍ରପୁର:୨୫/୮(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ଦେଖା ଦେଇଛି ବୁଲା କୁକୁର ଆତଙ୍କ। ଦୁଇ ଦିନରେ ୧୬ ଜଣ ବ୍ୟକ୍ତି କୁକୁର କାମୁଡ଼ା ର ଶିକାର ହୋଇ ଥିବା ବେଳେ ଏହାକୁ ନେଇ ପୁରା ଟାଉନ୍ ଅଞ୍ଚଳରେ ଭୟ ର ବାତାବରଣ ରହିଛି। କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ଦେଉ ଥିବାରୁ!-->…
Read More...
Read More...
ରାଉରକେଲା : ଅଗଷ୍ଟ ୨୯ ରେ ଅନୁଷ୍ଠିତ ହେବ ପଥ ଉତ୍ସବ।। ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଜୁମ୍ବା ଡାନ୍ସ ପ୍ରଦର୍ଶନ…
ଅଗଷ୍ଟ ୨୯ ରେ ରାଉରକେଲାରେ ଅନୁଷ୍ଠିତ ହେବ 'ପଥ ଉତ୍ସବ'ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିବେ ରାଉରକେଲାବାସୀସ୍ଥାନୀୟ କଳାକାରଙ୍କ ପାଇଁ ପ୍ଲାଟଫର୍ମ ପାଲଟିବ 'ପଥ ଉତ୍ସବ'
ରାଉରକେଲା:୨୫/୮(ସତ୍ୟାନ୍ୟୁଜ୍) ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଉରକେଲା ସହରରେ ଆୟୋଜନ ହେବାକୁ ଯାଉଛି ପଥ!-->!-->!-->…
Read More...
Read More...
ବଣାଇ : ପିକଅପ୍ ଭ୍ୟାନ୍ ଓଲଟି ୧ ମୃତ , ୨୧ ଗୁରୁତର।। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।
ବଣାଇ : ୨୫/୮(ସତ୍ୟା ନ୍ୟୁଜ୍) ଆଜି ସକାଳେ ବଣାଇ ଥାନା ଅନ୍ତର୍ଗତ କେଲ ନିକଟରେ ପିକଅପ୍ ଭ୍ୟାନ୍ ଓଲଟି ପଡି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତକ ଏବଂ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।ଆହତଙ୍କ!-->…
Read More...
Read More...
ରାଜଗାଙ୍ଗପୁର : ମରିଗଲା ସମସ୍ତ ମାନବିକତା।। ଅସୁସ୍ଥ ଓଟ କୁ ଗଛରେ ବାନ୍ଧି ଚାଲି ଗଲା ତାର ମାଲିକ।। ସ୍ଥାନୀୟ ଲୋକେ…
ରାଜଗାଙ୍ଗପୁର:୨୩/୮(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଆମ୍ବ ବଗିଚାରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଦୃଶ୍ୟ। ଗତ ଗୁରୁବାର ଠାରୁ ଏକ ବୟସ୍କ ଏବଂ ଅସୁସ୍ଥ ଓଟକୁ ଗଛରେ ବାନ୍ଧି ତାର ମାଲିକ ପଳାଇ ଯାଇଥିବା ଜଣା ପଡ଼ିଛି। ଯେଉଁ ଓଟ ଜୀବନ ସାରା ତା!-->…
Read More...
Read More...
ରାଉରକେଲା : ‘ ଆଇନ୍ ଗତ ସଫେଇ ସୁରକ୍ଷିତ ସଫେଇ ‘ ସଚେତନତା ରଥ ର ଶୁଭାରମ୍ଭ।। ସେସପୂଲ୍ ଗାଡ଼ି ବ୍ୟବହାର…
ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ସୁରକ୍ଷିତ ଭାବେ ସ୍ବେରେଜ ନାଳ କିମ୍ବା ପାଇଖାନା ଟାଙ୍କି ସଫେଇକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ' ଆଇନଗତ ସଫେଇ ସୁରକ୍ଷିତ ସଫେଇ' ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଜାରି ରହିଥିବା ବେଳେ ଆଜି ଏହି ଅନ୍ତର୍ଗତ ଏକ ସଚେତନତା ରଥର!-->…
Read More...
Read More...
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣିଂ।। ରାଉରକେଲା ସମେତ ସମଗ୍ର ଜିଲ୍ଲାରେ ୩ ଦିନ ହେଲା ଲାଗି ରହିଛି…
ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ଲଘୁଚାପ ପ୍ରଭାବରେ ସାରା ଓଡ଼ିଶା ରେ ବର୍ଷା ଲାଗି ରହିଥିବା ବେଳେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୩ ଦିନ ହେଲା ବର୍ଷା ଲାଗି ରହିଛି। ଏହି ବର୍ଷା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଆଜି ବର୍ଷା!-->…
Read More...
Read More...
ରାଉରକେଲା : ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଓଲଟି ପଡ଼ିଲା ଆଇରନ୍ ଚିପ୍ସ ବୋଝେଇ ହାଇବା ଗାଡ଼ି।। ଲାଠିକଟା –…
ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ଲାଠିକଟା - ପାନପୋଷ ରୋଡ୍ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏକ ଆଇରନ୍ ଚିପ୍ସ ଭରା ଟ୍ରକ୍ ଓଲଟି ପଡିଛି। ଆଜି ସକାଳେ ଫେଟକଲ୍ ଡମ୍ପିଂ ଏରିଆ ନିକଟ ଇଣ୍ଡିଆନ୍ ଆଏଲ୍ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।ସୂଚନା ମୁତାବକ ଦୃତ ଗତିରେହାଇବା ଗାଡିଟି!-->…
Read More...
Read More...