Browsing Category

ଓଡିଶା

ବଣେଇ ବନଖଣ୍ଡରେ ହାତୀ ଘଉଡାଉ ଥିବା ବେଳେ ହାତୀ ଆକ୍ରମଣରେ ସ୍କ୍ୱାର୍ଡ ର ଜଣେ ସଦସ୍ୟଙ୍କ ମୃତ୍ୟୁ।।

ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଅଣାୟତ୍ତ ହୋଇପଡିଛି। ଆଜି ଜିଲ୍ଲାରେ ହାତୀ ଘଉଡାଇଲା ବେଳେ ସ୍କ୍ୱାର୍ଡ ର ଜଣେ ସଦସ୍ୟଙ୍କୁ ହାତୀ କଚାଡି ମାରିଦେଇଛି। ସୂଚନା ଅନୁଯାୟୀ ବରସୁଆଁ ରେଞ୍ଜର ଭୁତୁଡ଼ା କେନସିଲା ଜଙ୍ଗଲ ରେ ହାତୀଦଳ ଥିବା ର ଖବର ପାଇ ହାତୀ ସ୍କ୍ୱାର୍ଡ ରେ ନିୟୋଜିତ ଥିବା
Read More...

ରାଜଗାଙ୍ଗପୁର ରେ ଗୋପାଳ କୃଷ୍ଣ ହତ୍ୟା ମାମଲାର ପର୍ଦାଫସ।। ଜଣେ ନାବାଳକ ସହ ୩ ଗିରଫ।। ଅର୍ଥ କାରବାରକୁ ନେଇ ହୋଇଥିଲା…

ଗତମାସ ରାଉରକେଲା ର ଜଣେ ଯୁବକଙ୍କୁ ରାଜଗାଙ୍ଗପୁର ରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ର ପର୍ଦାଫସ କରିଛି ରାଜଗାଙ୍ଗପୁର ପୋଲିସ । ଗତ ଡିସେମ୍ବର ୨୬ ତାରିଖରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମଲତା ଗ୍ରାମ ନିକଟ ପଥର ଖଦାନରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ଶବ
Read More...

ରାଉରକେଲା ଏନଆଇଟି କ୍ୟାମ୍ପସ ରେ ୨୧୫ କୋଭିଡ ସଂକ୍ରମିତ ଚିହ୍ନଟ।। କ୍ୟାମ୍ପସ କୁ ଦୁଇଦିନ ଲାଗି ବନ୍ଦ କଲେ…

ରାଉରକେଲା ଏନ ଆଇ ଟି ରେ କୋଭିଡ ସଂକ୍ରମଣ ବିସ୍ପୋରକ ସ୍ଥିତି ରେ ରହିଛି। ଏବେ ସୁଦ୍ଧା ଏହି ବୈଷୟିକ ପ୍ରତିଷ୍ଠାନ କ୍ୟାମ୍ପସରେ ୨୧୫ ଜଣ ଅନ୍ତେବାସୀ କୋଭିଡ ପଜେଟିଭ ଚିହ୍ନଟ ହୋଇ ସାରିଲେଣି। ତନ୍ମଧ୍ୟରୁ ୧୨୫ ଜଣ ଛାତ୍ରଛାତ୍ରୀ ଏବଂ ୯୦ ଜଣ କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକ।
Read More...

କୋଭିଡ ସତର୍କତା।। ରାଉରକେଲା ସିଭିଲ କୋର୍ଟ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଶଟଡାଉନ।

ରାଉରକେଲା, ୧୨.୧.୨୨: ରାଉରକେଲା ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ ଅଦାଲତ ପରିସରରୁ ଏକାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେହି ଅଞ୍ଚଳକୁ ଆଜିଠାରୁ ତିନି ଦିନ ଅର୍ଥାତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।
Read More...

ରାଉରକେଲା ଏନଆଇଟି କ୍ୟାମ୍ପସ ରେ କୋଭିଡ ସ୍ଥିତି ସମୀକ୍ଷା କଲେ ମହନଗର ନିଗମ କମିଶନର।।

ରାଉରକେଲା, ୧୨ ଜାନୁୟାରୀ ୨୦୨୨: ରାଉରକେଲାସ୍ଥିତ ଏନଆଇଟି କ୍ୟାମ୍ପସରେ କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ବୁଧବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର
Read More...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ , ରାଉରକେଲାରେ ୫୩୬।। କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି…

ସୁନ୍ଦରଗଡ଼(୧୨/୦୧/୨୨) ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି। କୋଭିଡ୍ ରୋଗୀମାନଙ୍କ ଚିକିତ୍ସା ସେବାରେ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି।
Read More...

ସୁନ୍ଦରଗଡରେ ନକଲି ପୋଲିସ ଅଫିସରଙ୍କ ଠକାମିର ଶିକାର ହେଲେ ଅସଲି ମହିଳା ପୋଲିସ ଅଧିକାରୀ।। ଜମି ଦେବାକୁ କହି ସାଢ଼େ…

ଅସଲି ପୋଲିସ ଅଫିସର ନକଲି ପୋଲିସ ଅଫିସର ଙ୍କ ଠକାମି ର ଶିକାର ହେଲେ। ଲକ୍ଷେ , ଦୁଇଲକ୍ଷ ନୁହେଁ ପୁରା ସାଢ଼େ ଚାରି ଲକ୍ଷ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିଜକୁ ଦୀପକ ପଣ୍ଡା ଏବଂ ସେ ମୟୁରଭଞ୍ଜ ଜିଲ୍ଲା ବଇଶିଙ୍ଗା ଥାନାର ସବ ଇନିସ୍ପେକ୍ଟର ଭାବେ ପରିଚୟ ଦେଇ ସୁନ୍ଦରଗଡ
Read More...

ସୁନ୍ଦରଗଡରେ ନକଲି ପୋଲିସ ଅଫିସରଙ୍କ ଠକାମିର ଶିକାର ହେଲେ ଅସଲି ମହିଳା ପୋଲିସ ଅଧିକାରୀ।। ଜମି ଦେବାକୁ କହି ସାଢ଼େ…

ଅସଲି ପୋଲିସ ଅଫିସର ନକଲି ପୋଲିସ ଅଫିସର ଙ୍କ ଠକାମି ର ଶିକାର ହେଲେ। ଲକ୍ଷେ , ଦୁଇଲକ୍ଷ ନୁହେଁ ପୁରା ସାଢ଼େ ଚାରି ଲକ୍ଷ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିଜକୁ ଦୀପକ ପଣ୍ଡା ଏବଂ ସେ ମୟୁରଭଞ୍ଜ ଜିଲ୍ଲା ବଇଶିଙ୍ଗା ଥାନାର ସବ ଇନିସ୍ପେକ୍ଟର ଭାବେ ପରିଚୟ ଦେଇ ସୁନ୍ଦରଗଡ
Read More...

ମୁଖ୍ୟମନ୍ତ୍ରୀ କଲେ କୋଭିଡ ସ୍ଥିତିର ସମୀକ୍ଷା।। ଜନସାଧାରଣ ଏବଂ ପ୍ରଶାସନ ସତର୍କ ରହିବାକୁ ପରାମର୍ଶ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି, ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ
Read More...

ରାଉରକେଲା ରେ କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ମହନଗର ନିଗମ କମିଶନର ଙ୍କ ଅନୁରୋଧ।

ରାଉରକେଲା ସହରରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି କୋଭିଡ୍ ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ନିୟମ କିପରି ଭଲଭାବେ ପାଳନ
Read More...