Browsing Category
ଓଡିଶା
ଟ୍ରେନ ରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୬ ଜଣ ଗିରଫ।। ଗିରଫ କଲେ ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ।
ଟ୍ରେନ୍ରେ ଏକ ବଡଧରଣ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛନ୍ତି ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ। ଡକାୟତ ଗ୍ୟାଙ୍ଗର ୬ ଜଣକୁ ରେଳବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଡକାୟତମାନେ ହେଲେ ମାଲଗୋଦାମର ମହମ୍ମଦ ୟୁସୁଫ୍ (୨୨), ମହମ୍ମଦ ଅସ୍ରଫ (୨୨), ଦିଲ୍ଲୀର ମନିଷ!-->…
Read More...
Read More...
ଦୁଇ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।। ଗଞ୍ଜେଇ , ପିସ୍ତଲ , ଗୁଳି , ବାଇକ ଜବତ।
ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ଡେଲିମାର୍କେଟ ଖଟାଲ ବସ୍ତିର ଭିକି ସାହୁ ଓରଫ ସଞ୍ଜୟ ଦତ୍ତ ଏବଂ ରେଳବାଇ କଲୋନିର ଅନୀଲ ନାଗ ଓରଫ ଗିଡ୍ଡୁ।
ଏମାନଙ୍କ ନିକଟରୁ ୨୮ କେଜି ୭୭୦ ଗ୍ରାମ!-->!-->!-->!-->!-->!-->!-->…
Read More...
Read More...
ଦୁଇ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।। ଗଞ୍ଜେଇ , ପିସ୍ତଲ , ଗୁଳି , ବାଇକ ଜବତ।
ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ଡେଲିମାର୍କେଟ ଖଟାଲ ବସ୍ତିର ଭିକି ସାହୁ ଓରଫ ସଞ୍ଜୟ ଦତ୍ତ ଏବଂ ରେଳବାଇ କଲୋନିର ଅନୀଲ ନାଗ ଓରଫ ଗିଡ୍ଡୁ।
ଏମାନଙ୍କ ନିକଟରୁ ୨୮ କେଜି ୭୭୦ ଗ୍ରାମ!-->!-->!-->!-->!-->!-->!-->…
Read More...
Read More...
ଟ୍ରେନ ରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୬ ଜଣ ଗିରଫ।। ଗିରଫ କଲେ ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ।
ଟ୍ରେନ୍ରେ ଏକ ବଡଧରଣ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛନ୍ତି ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ।
ଡକାୟତ ଗ୍ୟାଙ୍ଗର ୬ ଜଣକୁ ରେଳବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଡକାୟତମାନେ ହେଲେ ମାଲଗୋଦାମର ମହମ୍ମଦ ୟୁସୁଫ୍ (୨୨), ମହମ୍ମଦ ଅସ୍ରଫ (୨୨),!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ଇସ୍ପାତ କାରଖାନା ସିପିପି ୧ ରେ ଦୁର୍ଘଟଣା।। ଜଣେ ଠୀକା କର୍ମଚାରୀ ମୃତ , ଜଣେ ଆହତ।
ରାଉରକେଲା ଇସ୍ପାତ କାରଖାନା କ୍ୟାପିଟିଭ ପାୱାର ପ୍ଲାଣ୍ଟ ୧ ରେ ରବିବାର ପୂର୍ବାହ୍ନ ରେ ଦୁର୍ଘଟଣା ଘଟି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଆଇ ଜି ଏଚ ରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି
। ମୃତକ ରାଉରକେଲା ଇସ୍ପାତ ସହରାଞ୍ଚଳ ସୁଭାଷ ପାଲି!-->!-->!-->!-->!-->!-->!-->…
Read More...
Read More...
୧୫ ଦିନ ହେଲା ବଣେଇ ଅଞ୍ଚଳରେ ଦନ୍ତାହାତୀ ର ଆତଙ୍କ ଜାରି।। ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲା ଗୋଠଛଡା…
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ରେ ଗୋଠଛଡ଼ା ଦନ୍ତାହାତୀର ଉତ୍ପାତ ପୁଣି ଆରମ୍ଭ ହୋଇଯାଇଛି। ଦୀର୍ଘ ୧୫ ଦିନ ହେଲା ଏହି ଦନ୍ତା ଟି ବଣେଇ ଅଞ୍ଚଳ ରେ ବିଭିନ୍ନ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲା।
ବନ ବିଭାଗ ଏବଂ ସ୍ଥାନୀୟ ଲୋକମାନେ ହାତୀ ଘଉଡାଇବାରୁ!-->!-->!-->!-->!-->!-->!-->…
Read More...
Read More...
ସିଆରପିଏଫ ୧୯ ବଟାଲିଅନ ପକ୍ଷରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମର ଆୟୋଜନ।। ଗ୍ରାମବାସୀଙ୍କୁ ସୋଲାର ଲ୍ୟାମ୍ପ ଏବଂ ରେଡ଼ିଓ…
ରାଉରକେଲା ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ଜାମୁଡ଼ିହି ଠାରେ ଏକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମାଓ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ମାନଙ୍କୁ ସୋଲାର ଲ୍ୟାମ୍ପ ଏବଂ ରେଡ଼ିଓ ବଣ୍ଟନ କରାଯାଇଥିଲା ।
ମାଓ!-->!-->!-->!-->!-->!-->!-->…
Read More...
Read More...
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଗାଙ୍ଗପୁର କୁକୁଡ଼ା ଲ୍ୟାମ୍ପସ ଏମ ଡି ଗିରଫ।।
୧ କୋଟି ୪୧ ଲକ୍ଷ ଟଙ୍କାର ଆୟ…
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କୁକୁଡ଼ା ଲ୍ୟାମ୍ପସ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ପରିକ୍ଷିତ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପରୀକ୍ଷିତ ଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶୁକ୍ରବାର ଦିନ ପରୀକ୍ଷିତ!-->!-->!-->!-->!-->!-->!-->…
Read More...
Read More...
ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ୫ ହଜାର ତଳେ।। ମୃତ୍ୟୁ ସଂଖ୍ୟା ୧୫।। ସୁନ୍ଦରଗଡ଼ ଜିଲ୍ଲାରେ ୧୫୯ କୋଭିଡ ସଂକ୍ରମିତ…
ରାଜ୍ୟରେ କୋଭିଡ ସଂକ୍ରମଣ ଏବେ ତଳମୁହାଁ। ସଂକ୍ରମଣ ୫ ହଜାର ତଳେ ରହିଛି। ୨୮ ଜାନୁଆରୀ ରିପୋର୍ଟ ଅନୁଯାୟୀ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୮୪୨ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୨୫୩ ରହି ସବୁଠାରୁ ଆଗରେ ରହିଛି। ତେବେ ରିପୋର୍ଟ ଅନୁଯାୟୀ ଅଡିଟ ପରେ କୋଭିଡ!-->…
Read More...
Read More...
ଆସନ୍ତା ତିନିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହର ଜାରି ରହିବ।। ପୂର୍ବାନୁମାନ କଲେ ଭାରତୀୟ ପାଣିପାଗ ବିଭାଗ।
ଆସନ୍ତା ତିନିଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶୀତ ଲହର ଦେଖାଯିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗଏ ବାବଦରେ ପୂର୍ବାନୁମାନ କରିଛି।
ସୁନ୍ଦରଗଡ଼ ଜିଲ୍ଲା ସମେତ କଳାହାଣ୍ଡି , କନ୍ଧମାଳ , ନୂଆପଡା , ବରଗଡ଼ , ବଲାଙ୍ଗୀର ,ସୋନପୁର , ବୌଦ୍ଧ , ସମ୍ବଲପୁର ,!-->!-->!-->!-->!-->!-->!-->…
Read More...
Read More...