Browsing Category
ଓଡିଶା
ରାଉରକେଲା ରେ ଖୋଲିଲା “ମିଲେଟ ଶକ୍ତି କାଫେ”।। ମାଣ୍ଡିଆ ସହ ଅନ୍ୟ ପୁଷ୍ଟିଶସ୍ୟରୁ ମିଳିବ ସୁଆଦିଆ ଜଳଖିଆ।
ରାଉରକେଲା, ୩୦ ମାର୍ଚ୍ଚ ୨୦୨୨: ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି କାଫେ। ବୁଧବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ!-->…
Read More...
Read More...
ଜଙ୍ଗଲରେ ନିଅଁ ଲଗାଉଥିବା ବେଳେ ରାଉରକେଲା ବନବିଭାଗ ହାତରେ ଧରପଡିଲେ ଜଣେ ଦୃବୃତ୍ତ।। ଅଧିକ ତଦନ୍ତ ଜାରି।
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଜଙ୍ଗଲ ଗୁଡିକରେ ଏବେ ନିଆଁ ଲାଗି ବହୁ ଗଛ ଲତା ପୋଡି ନଷ୍ଟ ହୋଇଯାଉଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଙ୍ଗଲରେ ନିଆଁ ଲାଗୁଛି କିମ୍ବା କିଏ ଲଗାଇଦେଉଛି ତାର ତଦନ୍ତ ଚାଲୁଛି।
ଏହି ସମୟରେ ଜିଲ୍ଲାର ବାଙ୍କୀ ଫରେଷ୍ଟ ରେଞ୍ଜ ର!-->!-->!-->!-->!-->!-->!-->…
Read More...
Read More...
“କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଆଇନ ୨୦୧୩” ଉପରେ ସୁନ୍ଦରଗଡରେ ପ୍ରଶିକ୍ଷଣ ଶିବିର।
"କର୍ମକ୍ଷେତ୍ରରେ ମହିଳା ଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩" ବିଷୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସଦର ବ୍ଲକ ଅଫିସ ପରିସର ରେ ଜିଲ୍ଲା ସ୍ତରୀୟ ଏକ ଦିନିକିଆ ଅନଲାଇନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
!-->!-->!-->!-->!-->!-->!-->…
Read More...
Read More...
ଦୁଇଦିନ ହେଲା ଜଳୁଛି ଦୁର୍ଗାପୁର ପାହାଡ଼।। ରାଉରକେଲା ସହର ଧଳା ପାଉଁଶ ଏବଂ ଧୂଳିମୟ।। ବନବିଭାଗ ନିଷ୍କ୍ରିୟ।
ଜଳୁଛି ଦୁର୍ଗାପୁର ପାହାଡ଼। ପାଉଁଶ ଏବଂ ଧୂଆଁ ରେ ଆଚ୍ଛାଦିତ ହୋଇଯାଇଛି ରାଉରକେଲା ସହର।
ଘର ଦ୍ୱାର ଯୁଆଡେ ଦେଖିବ ଧଳା ପାଉଁଶ। ତଥାପି ବନବିଭାଗ ଦ୍ୱାରା ନିଆଁ ଲିଭାଇବାକୁ ସେମିତି କୌଣସି ବିଶେଷ ପଦକ୍ଷେପ ନିଆ ଯାଉନଥିବାରୁ ଜନ ଅସନ୍ତୋଷ ବଢୁଛି। ବିଗତ ଦୁଇ ଦିନ ହେବ ଜଳୁଛି!-->!-->!-->!-->!-->!-->!-->…
Read More...
Read More...
ହୋଲଡିଂ ଟିକସ ଖିଲାଫକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଉରକେଲା ମହାନଗର ନିଗମ।
ହୋଲଡିଂ ଟିକସ ଦେଉ ନଥିବା ଗୃହକର୍ତ୍ତାମାନଙ୍କ (କରଦାତା) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ରାଉରକେଲା ମହାନଗର ନିଗମ। ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ନିକଟରେ ରାଉରକେଲା ମହାନଗର ନିଗମ!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡରେ ଉଦଘାଟିତ ହେଲା ଜିଲ୍ଲା ସଂସ୍କୃତି ଭବନ ର ନୂତନ ଗୃହ।।
ସୁନ୍ଦରଗଡ଼ ସଦରମହକୁମାଠାରେ ଖୋଲିଛି ‘ଜିଲ୍ଲା ସଂସ୍କୃତି ଭବନ’। ସୋମବାର ଦିନ ସୁନ୍ଦରଗଡ଼ ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏହି ଭବନର ଉଦଘାଟନ କରିଛନ୍ତି
।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ!-->!-->!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ଅଙ୍ଗନବାଡି।। କରୋନା ମହାମାରୀ ପ୍ରକୋପ କମିଲା ପରେ ଖୋଲିଲା।
କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ!-->…
Read More...
Read More...
ରାଉରକେଲା ବନ୍ଧମୁଣ୍ଡା ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ବିଦ୍ୟୁତ ସବ ଷ୍ଟେସନ ରେ ଅଗ୍ନିକାଣ୍ଡ।। ଲକ୍ଷାଧିକ ଟଙ୍କା ମୂଲ୍ୟର…
ରାଉରକେଲା ବନ୍ଧମୁଣ୍ଡା ଥାନାସି ସେକ୍ଟର ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ଇଲେକ୍ଟ୍ରିକ ସବ ଷ୍ଟେସନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି।
ଏହି ରୁମ ରେ ଥିବା 40 କେବି ଜେନେରେଟର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି। ୫ ଲକ୍ଷରୁ!-->!-->!-->!-->!-->!-->!-->…
Read More...
Read More...
ବନ୍ଧମୁଣ୍ଡା କୁକୁଡ଼ା ଗେଟ ଓଭର ବ୍ରିଜ ନିର୍ମାଣକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।। ଘଟଣା ସ୍ଥଳରେ…
ରାଉରକେଲା ନିକଟ ବହୁ ପ୍ରତୀକ୍ଷୀତ ବନ୍ଧମୁଣ୍ଡା କୁକୁଡାଗେଟ ନିର୍ମାଣକୁ ସୋମବାର ଦିନ ବିସ୍ଥାପିତ ପରିବାର ପକ୍ଷରୁ କଡା ବିରୋଧ କରାଯାଇଛି lସ୍ଥାନୀୟ ଲୋକ ମାନେ ରାଉରକେଲା - ଜରେଇକେଲା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l
ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ଚୋରା କାଠ ବ୍ୟବସାୟ ଉପରେ ବନ ବିଭାଗର ଚଢ଼ାଉ।। ୬ ଲକ୍ଷ ଟଙ୍କା ମୂଲ୍ୟର ଚୋରା କାଠ ଜବତ।। କାଠ ମାଫିଆ…
ରାଉରକେଲା ବନବିଭାଗ ପକ୍ଷରୁ ରେଳ ଷ୍ଟେସନ ପଛପଟ ଗୋପବନ୍ଧୁ ପାଲି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମୂଲ୍ୟବାନ କାଠ ଜବତ କରାଯାଇଛି।
ଜବତ କାଠର ଆନୁମାନିକ ମୂଲ୍ୟ ୫ ରୁ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜବତ କାଠ ମଧ୍ୟରେ ଶାଳ , ପିଆଶାଲ , ଗହ୍ମାରି ଆଦି!-->!-->!-->!-->!-->!-->!-->…
Read More...
Read More...