Browsing Category

ଓଡିଶା

ବଣାଇ : ୮ ଘଣ୍ଟା ବଦଳରେ ୧୦ ଘଣ୍ଟା କାର୍ଯ୍ୟ ନିୟୋଜନ କୁ ବିରୋଧ।। ବଣାଇ ରେ ସିପିଏମ ଏବଂ ସିଟୁ ପକ୍ଷରୁ ବିକ୍ଷୋଭ।

ବଣାଇ : ୧୬/୧୦(ସତ୍ୟାନ୍ୟୁଜ) ଦୈନିକ ୮ ଘଣ୍ଟା ବଦଳରେ ୧୦ ଘଣ୍ଟା କାର୍ଯ୍ୟ, ମହିଳା ମାନଙ୍କୁ ରାତ୍ରୀ ସମୟରେ କାର୍ଯ୍ୟରେ ନିୟୋଜିତ କରିବା କୁ ବିରୋଧ ସମେତ କେତେକ ଶ୍ରମ ଆଇନ୍ ସଂଶୋଧନ ଦାବିରେ ସିଟୁ ପକ୍ଷରୁ ବଣାଇ ରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏହା ସହ ବଣାଇଁ କୁ ଏନଏସିର ମାନ୍ୟତା,
Read More...

ରାଉରକେଲା : ଲହୁଣୀପଡା ବ୍ଲକ୍ କଲେଇପୋଷ ୱେ ବ୍ରିଜ୍ ରାସ୍ତା ଅବସ୍ଥା ଶୋଚନୀୟ।। ଯାନ ବାହନ ଚଳାଚଳ ରେ ଅସୁବିଧା।। ଶୀଘ୍ର…

ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କଲେଇପୋଷ ନିକଟରେ ଥିବାୱେ-ବ୍ରିଜ୍ ନିକଟ ରାସ୍ତା ଅତି ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ ଯାତାୟତ ଏକ ପ୍ରକାର ଦୁର୍ବିସହ ହୋଇ ପଡିଛି। ରାସ୍ତା ମଝିରେ ବଡ଼ ବଡ଼ ଖାଲ ହୋଇ ଯାଇ ଥିବାରୁ ୱେ ବ୍ରିଜ୍ ପ୍ରତିଦିନ ଯାଉଥିବା ଶହଶହ ଗାଡି ବହୁ ଅସୁବିଧାର ସମ୍ମୁଖିନ
Read More...

ବିରମିତ୍ରପୁର : ୧୪୩ ନମ୍ୱର୍ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର…

ବିରମିତ୍ରପୁର:୧୫/୧୦(ସତ୍ୟାନ୍ୟୁଜ) ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ ଖାଲ ହେବା ସହ ଭାରି ଯାନ ଯାତାୟତ ଯୋଗୁଁ ପ୍ରବଳ ଧୂଳି ଉଡୁଛି। ଫଳରେ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକଙ୍କ
Read More...

ରାଉରକେଲା : ଚଳିତ ବର୍ଷ ଦୀପାବଳୀ ରେ ଦୁଇ ଘଣ୍ଟା ବାଣ ଫୁଟିବ।। ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…

ରାଉରକେଲା:୧୫/୧୦(ସତ୍ୟାନ୍ୟୁଜ) ଚଳିତ ବର୍ଷ ଦୀପାବଳୀ ରେ କେବଳ ଦୁଇ ଘଣ୍ଟା ବାଣ ଫୁଟିବ। ସନ୍ଧ୍ୟା ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ବାଣ ଫୁଟାଇ ଦିୱାଲି ପାଳନ କରି ପାରିବେ। ଏପରି ପରାମର୍ଶ ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଆଲୋକର ପର୍ବ
Read More...

ରାଉରକେଲା : ଦନ୍ତା ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ।। କୁଆଁରମୁଣ୍ଡା ବ୍ଲକ୍ ରେ ଗତ କାଲି ରାତିରେ ଘଟିଛି…

ରାଉରକେଲା:୧୫/୧୦(ସତ୍ୟାନ୍ୟୁଜ) ଦନ୍ତା ହାତୀ ଦଳି ଦେବାରୁ ଜଣେ ୬୨ ବର୍ଷୀୟ ଗ୍ରାମବାସୀଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଫରେଷ୍ଟ ଡିଭିଜନ ର କୁଆରମୁଣ୍ଡା ବ୍ଲକ୍ ରେ। ହାତୀ ଧାନ ଖାଉଥିବା ଶୁଣି ଉକ୍ତ ବ୍ୟକ୍ତି ଖେତ କୁ ଯାଉଥିବା ବେଳେ ହାତୀ
Read More...

ସୁନ୍ଦରଗଡ଼ : ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କଲା ଟାଉନ୍ ଥାନା ପୋଲିସ୍।। ମହିଳାଙ୍କ ସମେତ ୩ ଗିରଫ।। ୩ କାର ,୨ ବାଇକ୍…

୬୮ କେଜି ଗଞ୍ଜେଇ ସହ ତିନି ଗିରଫଗିରଫ ଙ୍କ ମଧ୍ୟରେ ଜଣେ ମହିଳା, ୨ ଯୁବକ। ୩ଟି କାର ଜବତସୁନ୍ଦରଗଡ଼:୧୪/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପକ୍ଷରୁ ଆଜି ଭବନୀପୁର ସ୍ପୋର୍ଟସ ହଷ୍ଟେଲ ପଛ ପେଟ ସେମିନା ଅଞ୍ଚଳର ଏକ ଘରେ ଚଢ଼ଉ କରି ୬୮ କେଜି ପାଖାପାଖି ଗଞ୍ଜେଇ ଜବତ କରିବା ସହ ୩
Read More...

ରାଉରକେଲା : ୫୦ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକି ଦେଲା ମା।। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ବିକଳ ଚିତ୍ର।

୫୦ ହଜାରରେ ଶିଶୁପୁତ୍ରକୁ ବିକିଦେଲା ମାରାଉରକେଲା:୧୪/୧୦(ସତ୍ୟାନ୍ୟୁଜ) ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡାର ସ୍ଥିତି ଏପରି କାହିଁକି ଅଛି ତାହା କେହି ବୁଝି ପାରୁ ନାହାଁନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଓ
Read More...

ରାଉରକେଲା : ଏସପି ଙ୍କ ଦ୍ବାରସ୍ଥ ହେଲେ କଲେଜ୍ ଅଧ୍ୟକ୍ଷା।। ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ବିଜେପି କର୍ମୀଙ୍କ…

ରାଉରକେଲା:୧୪/୧୦(ସତ୍ୟାନ୍ୟୁଜ) ଭୟଭୀତ ହୋଇ ଏସପି ଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଉରକେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ସାମଲ। ଗତକାଲି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ୨୫ ରୁ ୩୦ ଜଣ କର୍ମକର୍ତ୍ତା ଅଧ୍ୟକ୍ଷାଙ୍କ ଚେମ୍ବର୍ ରେ ବିନା ଅନୁମତିରେ ପଶି ହଙ୍ଗାମା
Read More...

ରାଉରକେଲା : ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଆତଙ୍କ ଖେଳାଇ ଥିବା ଦୁଇ ଯୁବକ ଗିରଫ।। ଟୟ ପିସ୍ତଲ୍, ଛୁରୀ , ସ୍କୁଟି…

ରାଉରକେଲା:୧୪/୧୦(ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଗତକାଲି ଦୁଇ ଜଣ ଯୁବକ ପିସ୍ତଲ୍ ଏବଂ ଛୁରୀ ଧରି ଆତଙ୍କ ଖେଳାଇ ଥିଲେ। ଏହି ଦୁଇ ଯୁବକଙ୍କୁ ରଘୁନାଥପାଲି ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ପୋଲିସ୍ ଯୁବକ ମାନେ ବ୍ୟବହୃତ କରିଥିବା
Read More...

ରାଉରକେଲା : ସହରରେ ବଦଳିଛି ସିନେମା ହଲ୍ ର ଢାଞ୍ଚା।। କୋଣାର୍କ ସିନେମା ହଲ୍ ନୂଆ ରୂପରେ ଚାଲୁ ହେଲା।

ରାଉରକେଲା:୧୨/୧୦(ସତ୍ୟା ନ୍ୟୁଜ) ସତୁରୀ , ଅଶି, ନବେ ଦଶକ ରେ ସିନେମା ହଲ୍ ରେ ଯେପରି ଭିଡ ହେଉଥିଲା ତା ଏବେ ନାହିଁ। ଯଦିଓ ସିନେମା ର କ୍ରେଜ୍ ଏବେବି ରହିଛି କିନ୍ତୁ ଏହାର ପରିଭାଷା ଏବଂ ମୂଳଦୁଆ ବଦଳି ଯାଇଛି। ପୂର୍ବରୁ ବଡ଼ବଡ଼ ସିନେମା ହଲ୍ ଥିଲା। ୮୦୦ ରୁ ୧ ହଜାର ଲୋକ ବସି ହଲ୍ ରେ
Read More...