Browsing Category

ଓଡିଶା

କାଳ ବୈଶାଖୀ ତାଣ୍ଡବ।। ବଜ୍ରାଘାତ ରେ ଦୁଇଜଣଙ୍କ ଜୀବନ ହାନି।। ବିରାମିତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି।

ଶନିବାର ସନ୍ଧ୍ୟାରେ କାଳ ବୈଶାଖୀ ର ତାଣ୍ଡବରେ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ସହ ବଜ୍ରପାତ ରେ ଦୁଇଜଣଙ୍କ ଜୀବନ ମଧ୍ୟ ଯାଇଛି। ବଜ୍ରାଘାତରେ କୁଆରମୁଣ୍ଡା ବ୍ଲକରକାଲୋସିହିରିଆ ଅଞ୍ଚଳରେ ବୁଧୁ କିଷାନ ନାମକ ଜଣେ ୨୩ ବର୍ଷୀୟ ଯୁବକଙ୍କ
Read More...

ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ।।ପ୍ରଥମ ସ୍ତ୍ରୀ ଥିବାବେଳେ ଦୂତୀୟ ବିବାହ କରିବା ପଡିଲା ମହଙ୍ଗା।।

ପ୍ରଥମ ସ୍ତ୍ରୀ ଥିବା ବେଳେ ଦୂତୀୟ ବିବାହ କରିବା ମହଙ୍ଗା ପଡିଲା ବରକୁ। ସହର ର ଏକ ପ୍ରତିଷ୍ଠିତ ଦେବାଳୟ ରେ ବିବାହ ଚାଲିଥିବା ବେଳେ ପୋଲିସ ବେଦୀରୁ ବରକୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଘଟଣା ଘଟିଛି ଏହିପରି। ରାଉରକେଲା ସହରର ହନୁମାନ ବାଟିକା ପରିସରରେ ଚାଲିଥିଲା ବିବାହ ।
Read More...

ଅର ଏସ ପି ରେ କାର୍ଯ୍ୟରତ ଠିକା ଶ୍ରମିକ ମାନେ ଶୋଷଣ ର ଶିକାର ହେଉଥିବା ଅଭିଯୋଗ।। ଗାଙ୍ଗପୁର ମଜଦୁର ମଞ୍ଚ ର ଧାରଣା।

ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ଆଜି ଧାରଣା ଦିଆଯାଇଛି। ଆଞ୍ଚଳିକ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ସଭାପତି ଜର୍ଜ ତିର୍କୀ ଏବଂ ସମ୍ପାଦକ ଗୋପାଳ ଦାସ ଙ୍କ ନେତୃତ୍ୱରେ ଏହି ଧାରଣା
Read More...

ସୁନ୍ଦରଗଡରେ ଓମ୍ବାଡ଼ଶୀ ର ଓଭର ସାଇଟ ଅଥରିଟିଙ୍କ ଦୂତୀୟ ଦିନ।। ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ।

-ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ କ୍ୱାର୍ଟରର ଉଦ୍‌ଘାଟନ କଲେ-କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଗୋଷ୍ଠୀ ସମ୍ବଳ କେନ୍ଦ୍ରର ଶୁଭାରମ୍ଭ କଲେ ସୁନ୍ଦରଗଡ଼, ୧୯ ମେ ୨୦୨୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର
Read More...

୩ ଡକାୟତ ଗିରଫ।। ୪ ଟି ପିସ୍ତଲ , ୩୨ ରାଉଣ୍ଡ ଗୁଳି , ୨ ଟି ବମ , ଖଣ୍ଡା , ମାରୁତି କାର ଜବତ।

ରାଉରକେଲା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା କୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ବୁଧବାର ରାତିରେ ସହର ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ଗ୍ୟାଙ୍ଗ କୁ ପ୍ଲାଣ୍ଟସାଇଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଡକାୟତଙ୍କ ନିକଟରୁ ୪ ଟି
Read More...

ରାଉରକେଲା ରେ ନିଆଁ ରେ ପୋଡିହୋଇ ମହିଳା ଗୁରୁତର।। ଚିକିତ୍ସା ଲାଗି କଟକ ସ୍ଥାନାନ୍ତର।

ରାଉରକେଲା ଲେବର ଟେନାମେଣ୍ଟ ଅଞ୍ଚଳରେ ଘରେ ପୋଡିହୋଇ ଗୁରୁତର ଆହତ ମହିଳାଙ୍କୁ ଅଧିକ ଚିକିତ୍ସା ଲାଗି କଟକ ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତର କରଯାଇଛି। ଗତକାଲି ଉକ୍ତ ମହିଳା ଘରେ ପୋଡି ହୋଇ ଗୁରୁତର ହୋଇ ପଡିବା ପରେ ତାଙ୍କୁ ଆଇଜିଏଚ ନିଆଯାଇଥିଲା। ମାତ୍ର ତାଙ୍କ ଶରୀରର ୯୦
Read More...

ଓମ୍ବାଡ଼ସି ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଙ୍କ ସୁନ୍ଦରଗଡ଼ ଗସ୍ତ।।

ସତ୍ୟା ନିଉଜ ୧୮ ମେ ୨୦୨୨ ସୁନ୍ଦରଗଡ଼, ୧୮ ମେ’ ୨୦୨୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ
Read More...

ରାଉରକେଲା ରେ ଅଗ୍ନିଶମ ବିଭାଗ ର ବିଭିନ୍ନ ହସପିଟାଲ , ହୋଟେଲ , ମଲ ଯାଞ୍ଚ।। ଅଗ୍ନି ନିର୍ବାପକ ସିଷ୍ଟମ ସୁଧାରିବାକୁ…

ଦିଲ୍ଲୀ ରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ଦୁଃଖଦ ମୃତ୍ୟୁ ପରେ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହୋଟେଲ , ହସପିଟାଲ , ମଲ ଆଦି ରେ ଅଗ୍ନି ନିର୍ବାପକ ସିଷ୍ଟମ ର ଯାଞ୍ଚ ଚାଲିଛି। ରାଉରକେଲା ରେ ମଧ୍ୟ ଦୁଇଦିନ
Read More...

ରାଉରକେଲା ଏବଂ ସୁନ୍ଦରଗଡରେ ପଞ୍ଜିକୃତ ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ।

By SatyaNews Team17th May 2022 ସୁନ୍ଦରଗଡ଼/ରାଉରକେଲା ୧୭/୦୫: ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ସମ୍ବାଦପତ୍ର ହକର ମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଆଜି ୨୦ ଜଣ ହକରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ
Read More...

ରାଜଗାଙ୍ଗପୁର ରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।

• ଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୭୦ଟି ଆବେଦନର ଶୁଣାଣି• ୫୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୧୦ ଜଣଙ୍କୁ ମ୍ୟୁଟେସନ ପଟ୍ଟା ବଣ୍ଟନ• ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଆଜୀବିକା ଏକ୍ସପ୍ରେସ ଯୋଜନା ଅଧୀନରେ ଅଟୋ ରିକ୍ସା ସୁନ୍ଦରଗଡ଼, ୧୭ ମେ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ
Read More...