Browsing Category
ଓଡିଶା
ରାଉରକେଲା : ଇଲେକ୍ଟ୍ରିକ୍ ସ୍କୁଟି ଠକି ବିକ୍ରି କରି ଦେଉଥିବା ଠକ କୁ ଗିରଫ କରିଛି ୩ ନମ୍ୱର୍ ସେକ୍ଟର ଥାନା ପୋଲିସ୍।।…
ରାଉରକେଲା : ୨୬/୧୦(ସତ୍ୟାନ୍ୟୁଜ) ଇଲେଟ୍ରିକ୍ ସ୍କୁଟି ମରାମତି କରିବା କୁ ନେଇ ଗ୍ରାହକ ଙ୍କୁ ଠକି ବିକ୍ରି କରି ଦେଉଥିବା ଏକ ଠକ କୁ ରାଉରକେଲା ୩ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଗିରଫ କରିଛି। ଗିରଫ ଯୁବକ ଅମନ୍ ଅଧିକାରୀ ନିକଟରୁ ପୋଲିସ୍ ୪ ଟି ଇଲେକ୍ଟ୍ରିକ୍ ସ୍କୁଟି ଜବତ କରିଛି। ଏହା ଛଡା!-->…
Read More...
Read More...
ରାଉରକେଲା : ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କଲେ ରାଉରକେଲା ବାଙ୍କୀ ରେଞ୍ଜ ବନ ବିଭାଗ।। ଦୁଇଟି ପିକଅପ୍ ଭ୍ୟାନ ଜବତ।
ରାଉରକେଲା : ୨୫/୧୦(ସତ୍ୟା ନ୍ୟୁଜ) ଉପରେ ଥିଲା ଟମାଟୋ ଟ୍ରେ , ତଳେ ଥିଲା ମୂଲ୍ୟବାନ କାଠ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ଭୁବନେଶ୍ୱର ଏହି କାଠ ସ୍ଲିପର୍ ଦୁଇଟି ପିକ୍ ଅପ୍ ଭ୍ୟାନ ରେ ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ଙ୍କ ହାତରେ ଧରା ପଡିଛି। ଚୋରା ଚାଲାଣ ହେଉଥିବା ଏହି କାଠ ର!-->…
Read More...
Read More...
ରାଉରକେଲା : ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ କରାଗଲା ସାଇବର ଅପରାଧ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।। ସ୍କୁଲ ପିଲା…
ରାଉରକେଲା:୨୫/୧୦(ସତ୍ୟାନ୍ୟୁଜ) ସାଇବର୍ କ୍ରାଇମ୍ ଏବେ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଏବେ ସାଇବର ଅପରାଧ ବୃଦ୍ଧି ପାଉଛି। ଅଧିକାଂଶ ଘଟଣା ଆର୍ଥିକ ଏବଂ ଡିଜିଟାଲ ଆରେଷ୍ଟ ଭଳି ଅପରାଧ ଅନ୍ତର୍ଭୁକ୍ତ। ଏହା ଛଡା ସାଇବର ଅପରାଧ ରେ ଏବେ ଯୋଡ଼ି ହୋଇ!-->…
Read More...
Read More...
ରାଉରକେଲା : ଇଏସଆଇଡିସପେନ୍ସେରୀ ଏବେ ରୋଗୀଙ୍କୁ ବଡ଼ ହସ୍ପିଟାଲ୍ ରେଫର୍ କରି ପାରିବେ।। ସରକାର ନେଲେ ନିଷ୍ପତ୍ତି।।…
ରାଉରକେଲା:୨୫/୧୦(ସତ୍ୟାନ୍ୟୁଜ) ଏବେ ଉତ୍ତମ ଚିକିତ୍ସା ପାଇଁ ବିଭିନ୍ନ ଇଏସଆଇ ଡିସପେନ୍ସରି ଶ୍ରମିକ କର୍ମଚାରୀ ମାନଙ୍କୁ ବଡ଼ ବଡ ଘରୋଇ ହସ୍ପିଟାଲ୍ କୁ ରେଫର୍ କରି ପାରିବେ। ପୂର୍ବରୁ ଏହି କ୍ଷମତା କେବଳ ଇଏସଆଇ ମଡେଲ ହସ୍ପିଟାଲ୍ ର ଥିଲା। ମାତ୍ର ଏବେ ରାଜ୍ୟ ସରକାର ଏହି କ୍ଷମତା!-->…
Read More...
Read More...
ରାଉରକେଲା : ଆଜି ଠାରୁ ଆରମ୍ଭ ହେଲା ଚାରି ଦିବସୀୟ ଛଟ ପର୍ବ।। ବନ୍ଧମୁଣ୍ଡାରେ ବ୍ରତାଧାରିଙ୍କୁ ପୂଜା ସାମଗ୍ରୀ ବଣ୍ଟନ।
ରାଉରକେଲା:୨୫/୧୦(ସତ୍ୟାନ୍ୟୁଜ) ଆଜି ଠାରୁ ଆରମ୍ଭ ହେଉଛି ଚାରି ଦିବସୀୟ ଛଟ୍ ପର୍ବ। ଏହି ମହା ପର୍ବ କୁ ପାଳନ କରିବା ଲାଗି ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ପ୍ରଶାସନ ପକ୍ଷରୁ ଛଟ୍ ପୂଜା ପାଇଁ ବିଭିନ୍ନ ନଦୀ କୂଳରେ ସଫେଇ କାର୍ଯ୍ୟ ସରିଥିବା ବେଳେ ଏଥି ନେଇ ଆଜି ଠାରୁ ଘରେ ଘରେ!-->…
Read More...
Read More...
ରାଉରକେଲା : ଶନିବାର ଠାରୁ ଆରମ୍ଭ ହେଉଛି ଚାରି ଦିବସୀୟଛଟ୍ ପର୍ବ।। ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି
ରାଉରକେଲା:୨୪/୧୦(ସତ୍ୟାନ୍ୟୁଜ) ଆସନ୍ତାକାଲି ଠାରୁ ଆରମ୍ଭ ହେବ ଚାରି ଦିବସୀୟ ଛଟ୍ ପର୍ବ। ବିହାର ପ୍ରଦେଶର ଏହି ମହାପର୍ବ କୁ ପାଳନ କରିବା ଲାଗି ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନଦୀ ଘାଟ ଏବଂ ଜଳାଶୟ ନିକଟରେ ଚାଲିଛି ସଫେଇ କାମ। ଚଳିତ ବର୍ଷ ଛଟ୍ ପର୍ବ ପାଳନ ପାଇଁ ଏକ!-->…
Read More...
Read More...
ରାଉରକେଲା : ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା କାମ କୁ ବିରୋଧ କରୁଛି ଶିଳ୍ପାଞ୍ଚଳ ମଜଦୂର ସଙ୍ଘ।। ଏହି ନିୟମ ଲାଗୁ ହେଲେ…
ରାଉରକେଲା:୨୩/୧୦(ସତ୍ୟାନ୍ୟୁଜ) ବିଭିନ୍ନ କଳ କାରଖାନାରେ ଶ୍ରମିକ ମାନଙ୍କୁ ଦୈନିକ ୧୦ ଘଣ୍ଟା କାମ କରିବା ନିୟମ କୁ ଶ୍ରମିକ ସଂଗଠନ ମାନ ଙ୍କ ପକ୍ଷରୁ ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଶିଳ୍ପାଞ୍ଚଳ ମଜଦୂର ସଂଘ ପକ୍ଷରୁ ଆଜି ରାଉରକେଲା ଫ୍ୟାକ୍ଟ୍ରି ଇନ୍ସପେକ୍ଟର ଙ୍କ!-->…
Read More...
Read More...
ରାଉରକେଲା : ପୋଲିସ୍ ସହିଦ ଦିବସରେ ଅମର ଯବାନ ସହିଦ ସ୍ତମ୍ଭ ରେ ଦିଆ ଗଲା ଶ୍ରଦ୍ଧାଞ୍ଜଳି ।। ରକ୍ତଦାନ ଶିବିର ର ଆୟୋଜନ।
ରାଉରକେଲା:୨୧/୧୦(ସତ୍ୟାନ୍ୟୁଜ) ରାଉରକେଲା ରିଜର୍ଭ ପୋଲିସ ପଡିଆରେ ୬୬ ତମ ପୋଲିସ ସହିଦ ଦିବସ ପାଳନ କରା ଯାଇଛି। ଏହି ଦିବସରେ ଅମର ଯବାନ ସହିଦ ଶୃତି ସ୍ତମ୍ଭ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଦେଶ ପାଇଁ!-->…
Read More...
Read More...
ରାଉରକେଲା: ୧୪୩ ନମ୍ୱର୍ ଜାତୀୟ ରାଜପଥ ରେ ଟ୍ରେଲର ଓଲଟି ଡ୍ରାଇଭର ମୃତ।। ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରିତୋଳା…
ରାଉରକେଲା:୨୦/୧୦(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ନିକଟରେ ଆଜି ଘଟି ଯାଇଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲର ହଠାତ୍ ନିୟନ୍ତ୍ରଣ ହାରାଇ ଡିଭାଇଡର ରେ ପିଟି ହୋଇ ଓଲଟି ପଡ଼ିଥିଲା। ଧକ୍କା ଫଳରେ ଟ୍ରେଲରର ଆଗ ଅଂଶ!-->…
Read More...
Read More...
ବଣାଇ : କଦମ୍ବ କେଶରୀ କଳା ପରିଷଦ ର କଳାକାର ସମାବେଶ ଆୟୋଜିତ।। ବଣାଇ ଉପଖଣ୍ଡର ୪ ବ୍ଲକ୍ ରୁ କଳାକାର ଯୋଗ ଦେଲେ।
ବଣାଇ : ୨୦/୧୦(ସତ୍ୟାନ୍ୟୁଜ) ବଣାଇ ରାଜା ଧରଣୀଧର କ୍ଲବ ପରିସରରେ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଏକ ଭବ୍ୟ କଳାକାର ସମାବେଶ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସ୍ଵତନ୍ତ୍ର ଅତିଥି ଭାବେ ବଣାଇ ର!-->…
Read More...
Read More...