Browsing Category
ଓଡିଶା
ରାଉରକେଲା : ବଣାଇ ଉପଖଣ୍ଡ ରେ ପୁଣି ସଶସ୍ତ୍ର ଡକାୟତି।। ବନ୍ଧୁକ ମୁନରେ କୋଇଡା ରେ ୩ ଲକ୍ଷ ଟଙ୍କା ଲୁଟି ନେଲେ…
ରାଉରକେଲା:୨୦/୧୧(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ ରେ ପୁଣି ସଶସ୍ତ୍ର ଡକାୟତି। ଏଥର ମଧ୍ୟ ଟାର୍ଗେଟ ରେ ଟ୍ରାନ୍ସପୋର୍ଟ ଅଫିସ୍ । ଗତକାଲି ବିଳମ୍ବିତ ରାତିରେ ବଣାଇ ଉପଖଣ୍ଡ କୋଇଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ୩ ଲକ୍ଷ ଟଙ୍କା ଡକାୟତ ମାନେ ଲୁଟି ନେଇଛନ୍ତି। ରାତି ପ୍ରାୟ ୧୨ଟା ବେଳେ କୋଇଡା ଛକ!-->…
Read More...
Read More...
ରାଉରକେଲା : ୩୦ ହଜାର କୋଟି ର ଆରଏସପି ସମ୍ପ୍ରସାରଣ କାମ ଅଗ୍ରଗତିର ସମୀକ୍ଷା କଲେ ଇସ୍ପାତ ମନ୍ତ୍ରୀ।। ଆଇଜିଏଚ୍ ଘରୋଇ…
ରାଉରକେଲା : ୧୯/୧୧(ସତ୍ୟାନ୍ୟୁଜ) ୩୦ ହଜାର କୋଟି ଟଙ୍କାର ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ପ୍ରକଳ୍ପର ତ୍ଵରାନିତ ହେବା ନେଇ ଆଶା ସୃଷ୍ଟି ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀଏଚ ଡି କୁମାରସ୍ବାମୀ ତାଙ୍କର ଦୁଇଦିନିଆ ରାଉରକେଲା ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଯାଇଛନ୍ତି।!-->…
Read More...
Read More...
ସୁନ୍ଦରଗଡ଼ : ଟ୍ରେଲର ମାଡ଼ି ଯାଇଓଏସଆରଟିସି ଜିଲ୍ଲା ଅଧିକାରୀଙ୍କ ମୃତ୍ୟୁ।। ୧୦ ନମ୍ୱର୍ ରାଜ୍ୟ ରାଜପଥରେ ଘଟିଛି…
ସୁନ୍ଦରଗଡ଼ : ୧୯/୧୧(ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳନା ଅଧିକାରୀ ଅମରେଶ ମହାନ୍ତି ଙ୍କ ମୃତ୍ୟୁ ହୋଇ ଯାଇଛି। ଆଜି ସକାଳେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା। ସୁନ୍ଦରଗଡ଼ ସଦର ଥାନା ଫଗୁଆପଡ଼ା ନିକଟରେ ରାସ୍ତା!-->…
Read More...
Read More...
ବଣାଇ : ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦ୍ଘାଟିତ।। ବିଭିନ୍ନ ଜିଲ୍ଲାରୁ ଯୋଗ ଦେଲେ ୧୪୮୮ ଛାତ୍ରଛାତ୍ରୀ।
ବଣାଇ : ୧୮/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେ ଉଦଘାଟିତ ହୋଇ ଯାଇଛି ୬୯ ତମ ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା। ରାଜା ଧରଣୀ ଧର ଖେଳ ପଡିଆ ଠାରେ ଆରମ୍ଭ ହୋଇ ଥିବା ଏହି ତିନି ଦିନିଆ କବାଡି ପ୍ରତିଯୋଗିତାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଉଦ୍ଘାଟନ କରିଥିଲେ। ରାଜ୍ୟର!-->…
Read More...
Read More...
ରାଉରକେଲା : ପରିବର୍ତ୍ତନ ମହିଳା ସଙ୍ଗଠନର ବାର୍ଷିକ ଉତ୍ସବ ପାଳିତ।। ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କଲା…
ରାଉରକେଲା : ୧୮/୧୧(ସତ୍ୟାନ୍ୟୁଜ) ରାଉରକେଲା ପରିବର୍ତ୍ତନ ମହିଳା ସଂଗଠନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ଶ୍ଵତା ଜସୱଲ ଓ ସମ୍ପାଦିକା ଭାଗ୍ୟଶ୍ରୀ ମହାପାତ୍ର ଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ ଅତିଥି ଭାବେ ଯୋଗଦେଇଥିଲେ। ଛୋଟ ଛୋଟ!-->…
Read More...
Read More...
ରାଉରକେଲା : ଆଇଜିଏଚ ଘରୋଇ କରଣ ଉଦ୍ୟମ କୁ ତୀବ୍ର ବିରୋଧ।। ରାଉରକେଲା ଶ୍ରମିକ ସଙ୍ଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର…
ରାଉରକେଲା : ୧୭/୧୧(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ କୁ ଘରୋଇକରଣ କରିବାକୁ ଉଦ୍ୟମ କରା ଯାଉଥିବା ଅଭିଯୋଗ ହେଉଛି। ଅଭିଯୋଗ କରିଛନ୍ତି ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ।ଆଇଜିଏଚ ର ଘରୋଇ କରଣ ପ୍ରସ୍ତାବ କୁ ବିରୋଧ କରି ସୋମବାର ସନ୍ଧ୍ୟାରେ ଉଭୟ ଶ୍ରମିକ!-->…
Read More...
Read More...
ରାଉରକେଲା : ବେଦବ୍ୟାସ ମେଳା ପଡ଼ିଆରେ ଉଦ୍ଘାଟିତ ହେଲା କୃଷି ଯନ୍ତ୍ରପାତି ମେଳା।। ପ୍ରଦର୍ଶିତ ହେଉଛି ବିଭିନ୍ନ କୃଷି…
ରାଉରକେଲା : ୧୭/୧୧(ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ମେଳା ପଡିଆ ଠାରେ ଆଜି ଉଦଘାଟିତ ହୋଇ ଯାଇଛି ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା। ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷିକୁ ଉତ୍ସାହିତ କରିବା ଏବଂ!-->…
Read More...
Read More...
ରାଉରକେଲା : ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର।। ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
ରାଉରକେଲା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ
ରାଉରକେଲା:୧୬/୧୧(ସତ୍ୟାନ୍ୟୁଜ) ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ଆଜି ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସୂଚନା ଲୋକ ସମ୍ପର୍କ!-->!-->!-->…
Read More...
Read More...
ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲ୍ କୁ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ରେ ପରିଣତ କରା ଯିବ।। ଆବଶ୍ୟକୀୟ…
ରାଉରକେଲା : ୧୬/୧୧(ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସ୍ପିଟାଲ୍ ରେ ମିଳିବ ବିଶ୍ଵ ସ୍ତରୀୟ ମାନ ର ଚିକିତ୍ସା ସୁବିଧା। ଏହି ଡାକ୍ତରଖାନାକୁ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ରେ ରୂପାନ୍ତରିତ କରାଯିବ। ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶନିବାର ଦିନ ରାଉରକେଲା ଗସ୍ତ!-->…
Read More...
Read More...
ରାଉରକେଲା: ହାତୀ ଆକ୍ରମଣରେ ଲାଠିକଟା ବ୍ଲକ୍ ରେ ଆଜି ଆଉ ଜଣଙ୍କ ମୃତ୍ୟୁ।। ଏହି ଅଞ୍ଚଳରେ ତିନି ମାସ ମଧ୍ୟରେ ତିନି…
ରାଉରକେଲା: ୧୬/୧୧(ସତ୍ୟାନ୍ୟୁଜ) ରାଉରକେଲା ବନଖଣ୍ଡ ଲାଠିକଟା ବ୍ଲକ ରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ହେଲେ ଏରେଗେଡା ଗାଁ ର ମାଙ୍ଗରା କୁଜୁର। ଆଜି ର ଘଟଣାକୁ ମିଶାଇ ଗତ ତିନି ମାସ ମଧ୍ୟରେ ଲାଠିକଟା ବ୍ଲକ ରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ!-->…
Read More...
Read More...