Browsing Category

ଓଡିଶା

ରାଉରକେଲା : ଛେଣ୍ଡ କଲୋନୀ ଅଞ୍ଚଳରୁ ଦୁଇ ପେଶାଦାର ଚୋର ଗିରଫ।। ସୁନା ରୂପା ଗହଣା ସହ ସ୍କୁଟି ଜବତ୍।

ରାଉରକେଲା:୬/୧(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳରେ ଘନ ଘନ ଚୋରି ପୋଲିସ୍ ର ନିଦ ହଜାଇ ଦେଇଥିଲା। ବାରମ୍ବାର ଘର କବାଟ ଭାଙ୍ଗି ଚୋରି ଯୋଗୁଁ ଲୋକଙ୍କ ମନରେ ମଧ୍ୟ ଭୟ ଦେଖା ଯାଉଛି। ଏହି ସମୟରେ କଲୋନୀର ଫେଜ୍ - ୧ ରେ ରହୁଥିବା ସନ୍ଧ୍ୟାରାଣୀ ମହାପାତ୍ରଙ୍କ ଘରୁ ଚୋରି ପୋଲିସ୍ ର
Read More...

ରାଉରକେଲା : ପରିବହନ ବିଭାଗ ଆକ୍ସନ ମୋଡ୍ ରେ ।।ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ବସ୍ ଡ୍ରାଇଭର ଅଟକ।। କଟିଲା…

ରାଉରକେଲା:୫/୧(ସତ୍ୟାନ୍ୟୁଜ)" ଆଜି ପିଇ ନାହିଁ। ଗତକାଲି ପିଇ ଥିଲି। କାନଧରି କହୁଛି ଆଉ ମଦ ପିଇ ଗାଡ଼ି ଚଳାଇବି ନାହିଁ। " ଏପରି ବ୍ୟକ୍ତବ୍ୟ ଥିଲା ଜଣେ ବସ୍ ଡ଼୍ରାଇଭରଙ୍କର। ଯାଞ୍ଚ ବେଳେ ଧରାପଡ଼ିବା ପରେ ସେ ଏପରି କହିଥିଲେ ।ଆମ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉ ଥିବାରୁ ପରିବହନ ବିଭାଗ
Read More...

ରାଉରକେଲା : କଲ୍ୟାଣୀ ରାୟ ସେବା ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କଲେ ବଣ୍ଟନ।

ରାଉରକେଲା:୪/୧(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ କଲ୍ୟାଣୀ ରାୟ ସେବା ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ କରା ଯାଇଛି। ପ୍ରବଳ ଶୀତ ଅନୁଭୂତ ହେଉ ଥିବାରୁ ଅସହାୟ ଲୋକମାନଙ୍କୁ ଶନିବାର ଦିନ କମ୍ବଳ ବଣ୍ଟନ କରା ଯାଇଥିଲା। ପୂର୍ବତନ କାଉନସିଲର ଜର୍ଜ
Read More...

ରାଉରକେଲା : ଘର ଭାଙ୍ଗି ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ।। ନଗଦ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା , ଲୁଟ୍ ସୁନା ଗହଣା ଜବତ।।

ରାଉରକେଲା:୪/୧(ସତ୍ୟାନ୍ୟୁଜ) ରାଉରକେଲା ସେକ୍ଟର ଅଞ୍ଚଳରେ କ୍ୱାର୍ଟର ରୁ ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ଜଣେ ପୁରୁଣାଅଭ୍ୟାସଗତ ଅପରାଧୀ କୁ ୭ ନମ୍ୱର୍ ଥାନା ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଠାରୁ ପୋଲିସ୍ ଲୁଟ୍ କରିଥିବା ଲକ୍ଷାଧିକ
Read More...

ବଣାଇ : ରାଜସ୍ବ ଏବଂ ବନ ବିଭାଗ କର୍ମଚାରୀଙ୍କୁ ଫିଟ୍ ରଖିବାକୁ ପ୍ରୟାସ ଆରମ୍ଭ।। ଉଭୟ ବିଭାଗ ମଧ୍ୟରେ ବିଭିନ୍ନ…

ବଣାଇ:୩/୧(ସତ୍ୟାନ୍ୟୁଜ) ନିଜ ନିଜ କର୍ମଚାରୀଙ୍କୁ ଶାରୀରିକ ଏବଂ ମାନସିକ ଭାବେ ଫିଟ୍ ରଖିବାକୁ ବନ ବିଭାଗ ଏବଂ ରାଜସ୍ବ ବିଭାଗ ତରଫରୁ କ୍ରୀଡା ଏବଂ ବ୍ୟାୟାମ ଉପରେ ଗୁରୁତ୍ବ ଦିଆ ଯାଉଛି। ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ପିଲ୍ଲେ, ଏବଂ ବଣାଇ ଡିଏଫଓ ଲଳିତ ମୋହନ ପାତ୍ର ଙ୍କ ଉଦ୍ୟମ
Read More...

ରାଉରକେଲା : ଡେଲି ମାର୍କେଟ ଦୁର୍ଗାପୂଜା ମଣ୍ଡପର ନୂତନ ଦ୍ଵାର ଉଦ୍ଘାଟନ କଲେ ଦିଲ୍ଲୀପ ରାୟ।। ମାର୍କେଟ ର ଉନ୍ନତି କରଣ…

ରାଉରକେଲା:୩/୧୨(ସତ୍ୟାନ୍ୟୁଜ) ' ରାଉରକେଲା ମହାନଗର ନିଗମ ନିର୍ବାଚନ ହେଲେ ବହୁ ସମସ୍ୟା ସମାଧାନ ହୋଇ ଯିବ। ନିର୍ବାଚିତ ପ୍ରତିନିଧି ଆସିଲେ ସହରର ଉନ୍ନତିକରଣ ତ୍ୱରାନ୍ୱିତ ହେବ। ଏଥି ପାଇଁ ଆମେ ଉଦ୍ୟମ ଜାରି ରଖିଛୁ।' ଏକଥା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଆଜି ଡେଲି
Read More...

ସୁନ୍ଦରଗଡ଼ : ସ୍କୁଲ ରେ ପଶି ଦନ୍ତା ହାତୀର ଉନ୍ମତ୍ତ କାଣ୍ଡ।। କବାଟ ଭାଙ୍ଗି ଚାଉଳ ଖାଇବା ସହ କଦଳୀ ବଗିଚା ନଷ୍ଟ କଲା।

ରାଜଗାଙ୍ଗପୁର : ୨/୧/୨୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗତକାଲି ରାତିରେ ଏକ ଦନ୍ତା ହାତୀ ପ୍ରବେଶ କରି ଭୟଙ୍କର ଉପଦ୍ରବ ସୃଷ୍ଟି କରିଛି। ବଡ଼ଦିନ ଓ ନୂଆଁ ବର୍ଷ ଉପଲକ୍ଷେ
Read More...

ରାଉରକେଲା : ସଫେଇ କର୍ମଚାରୀଙ୍କୁ ବଣ୍ଟା ଗଲା କମ୍ବଳ।।ସଫେଇ କର୍ମଚାରୀଙ୍କ ପ୍ରତି ଗଭୀର ସହାନୁଭୂତି ଦେଖାଇଲେ ଆରଏମସି…

ରାଉରକେଲା :୨/୧/୨୦୨୫(ସତ୍ୟାନ୍ୟୁଜ) ସାରା ସହର ଯେତେବେଳେ ଶୋଇ ଥାଏ ସେତେ ବେଳେ ରାସ୍ତା ଉପରେ କାମ କରି ଥାଆନ୍ତି ସେମାନେ। ରାଉରକେଲାରେ ଡିସେମ୍ବର, ଜାନୁଆରୀ ମାସ ପ୍ରବଳ ଥଣ୍ଡାରେ ଆମେ ରେଜେଇ କିମ୍ବା କମ୍ବଳ ତଳେ ଉଷ୍ମତା ଅନୁଭବ ପୂର୍ବକ ସୋଇଥିବା ବେଳେ ସେମାନେ ରାସ୍ତା ସଫା କରି
Read More...

ରାଉରକେଲା : ହନୁମାନ ବାଟିକା ରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସୁବର୍ଣ୍ଣ ଧନୁ।। ଓଡ଼ିଶାର ୩୦ ଜିଲ୍ଲା ପରିକ୍ରମା ପରେ…

ରାଉରକେଲା : ୨/୧/୨୫(ସତ୍ୟାନ୍ୟୁଜ) ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଛି ସୁବର୍ଣ୍ଣ ଧନୁ। ଅଯୋଧ୍ୟା ରାମ ଲାଲା ଙ୍କ ନିକଟକୁ ଯାତ୍ରା କରୁଥିବା ଧନୁଷ ଆଜି ହନୁମାନ ବାଟିକା ରୁ ବାହାରି ଓଡ଼ିଶାର ୩୦ ଟି ଜିଲ୍ଲା ପରିକ୍ରମା କରିବା ପରେ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ପହଞ୍ଚିବ।
Read More...

ସୁନ୍ଦରଗଡ଼ : ୭୯ ତମ ସୁନ୍ଦରଗଡ଼ ଦିବସ ପାଳିତ।। ପାରମ୍ପରିକ ନୃତ୍ୟ , ଗୀତରେ କମ୍ପିଲା ସହର।

ସୁନ୍ଦରଗଡ଼: ୨/୧/୨୫(ସତ୍ୟାନ୍ୟୁଜ)ସୁନ୍ଦରଗଡ ଜିଲ୍ଲା ପାଳନ କରୁଛି ୭୯ ତମ ପ୍ରତିଷ୍ଠା ଦିବସ। ଗତକାଲି ସମଗ୍ର ବିଶ୍ବ ନବବର୍ଷ ପାଳନ କରୁ ଥିଲା ବେଳେ ସୁନ୍ଦରଗଡ଼ ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଏହି ଅବସରରେ ସ୍ଥାନୀୟ ସମଲେଇ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ
Read More...