Browsing Category

ଓଡିଶା

ରାଜଗାଙ୍ଗପୁର : ୧୦ ନମ୍ୱର୍ ରାଜ୍ୟ ରାଜପଥ ଅବରୋଧ।। ବେଆଇନ୍ ଜମି ଅଧିଗ୍ରହଣ ଅଭିଯୋଗ ରେ ଗ୍ରାମସଭା କମିଟି ର ଆନ୍ଦୋଳନ

ରାଜଗାଙ୍ଗପୁର: ୧୯/୧(ସତ୍ୟାନ୍ୟୁଜ) ୭ ଘଣ୍ଟା ହୋଇ ଗଲାଣି ଅବରୋଧ ହୋଇଛି ରାଉରକେଲା - ସମ୍ବଲପୁର ୧୦ ନମ୍ୱର୍ ରାଜ୍ୟ ରାଜପଥ । କୁତ୍ରା ଏବଂ ରାଜଗାଙ୍ଗପୁରରେ ତହସିଲ ରେ ଆଦିବାସୀଙ୍କ ରୟତ ଜମିକୁ ବେଆଇନ୍ ଭାବେ ଅଧିଗ୍ରହଣ କରା ଯାଇଥିବା ଅଭିଯୋଗ କରି ଏହି ଆନ୍ଦୋଳନ ଆରମ୍ଭ କରା ଯାଇଛି। ଅଭିଯୋଗ
Read More...

ରାଉରକେଲା : ମହିଳା ଭଲିବଲ୍ ପ୍ରତିଯୋଗିତା ଉଦଯାପିତ।। ମହିଳା ଖେଳାଳୀ ଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ।

ରାଉରକେଲା:୧୮/୧(ସତ୍ୟାନ୍ୟୁଜ) ରାଉରକେଲା ୨୦ ନମ୍ୱର୍ ସେକ୍ଟର ସ୍ଥିତ ରାଇଜିଂ କ୍ଳବ୍ ଭଲିବଲ ପଡିଆରେ ରାଉରକେଲା ଓପେନ ମହିଳା ଭଲିବଲ୍ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଚନ୍ଦ୍ରଶେଖର କ୍ରୀଡା ସଂଗଠନ ଓ ରାଇଜିଂ କ୍ଲବ୍ ମିଳିତ
Read More...

ବଣାଇ : ଘର ଭାଙ୍ଗି ଧାନ ଖାଇ ଗଲା ହାତୀ।। ଶୁଣ୍ଢରେ ଧାନ ବସ୍ତା ଟେକି ନେଇଗଲା।। ହାତୀ ଉପଦ୍ରବ ରେ ଲୋକେ ଅତିଷ୍ଠ।

ବଣାଇ/ରାଉରକେଲା: ୧୯/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଜାରି ରହିଛି ହାତୀ ଆତଙ୍କ। ଜିଲ୍ଲାର ନୂଆଗାଁ ବ୍ଲକ୍ ରେ ଦନ୍ତା ହାତୀ ଉପଦ୍ରବରେ ଲୋକମାନେ ଅତିଷ୍ଠ ଥିବା ବେଳେ ଏବେ ବଣେଇ ଅଞ୍ଚଳରେ ମଧ୍ୟ ସମ ଦଶା। ଏହି ଅଞ୍ଚଳରେ ଦନ୍ତା ହଜେଇ ଦେଇଛି ଗ୍ରାମବାସୀଙ୍କ ନିଦ। ବଣାଇ, ତାମରା, ବାଙ୍କୀ
Read More...

ସୁନ୍ଦରଗଡ଼ : ଗୁରୁବାର ହିଂସାକାଣ୍ଡ ପରେ ସହରରେ ଶାନ୍ତି ଶୋଭା ଯାତ୍ରା।। ଯୋଗ ଦେଲେ ଜିଲ୍ଲାପାଳ , ଏସପି ଏବଂ ଉଭୟ…

ସୁନ୍ଦରଗଡ଼:୧୮/୧(ସତ୍ୟାନ୍ୟୁଜ)ଗତ ୧୫ ତାରିଖ ଗୁରୁବାର ଦିନ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟ ହୋଇଥିବା ହିଂସାକାଣ୍ଡ ପରେ ସହରରେ ଧୀରେ ଧୀରେ ଶାନ୍ତି ଫେରିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ମଧ୍ୟ କିଛି ଅଞ୍ଚଳରେ ଚାପା ଉତ୍ତେଜନା ର ବାତାବରଣ ରହିଛି।
Read More...

ରାଉରକେଲା : ବନ ବିଭାଗର ପକ୍ଷୀ ଗଣନା ଆରମ୍ଭ।। ୧୭ ଗୋଟି ସ୍ଥାନରେ ୧୭ ଟି ଟିମ୍ ଗଣନାରେ ନିୟୋଜିତ।

ରାଉରକେଲା:୧୮/୧(ସତ୍ୟାନ୍ୟୁଜ) ଆଜି ରାଉରକେଲା ବନଖଣ୍ଡ ସମେତ ସାରା ଓଡିଶାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ରାଉରକେଲା ବନଖଣ୍ଡରେ ୧୭ ଗୋଟି ଜଳାଶୟ ନିକଟରେ ଏହି ଗଣନା ଆରମ୍ଭ ହୋଇଛି। ଗଣନା ରେ ୧୭ ଟି ଦଳ ନିୟୋଜିତ ହୋଇଛନ୍ତି । ପକ୍ଷୀ ଗଣନା କାର୍ଯ୍ୟକ୍ରମ ସକାଳ ସାଢ଼େ ୬ ଟା ଆରମ୍ଭ କରା
Read More...

ରାଉରକେଲା : ଏଆରକ୍ରାଫ୍ଟ ଦୁର୍ଘଟଣାର ଶିକାର ଜଣେ ଯାତ୍ରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ।। ସ୍ଥାନୀୟ ଘରୋଇ…

ରାଉରକେଲା:୧୭/୧(ସତ୍ୟାନ୍ୟୁଜ) ରାଉରକେଲା ଜଲଦା ନିକଟରେ ଗତ ୧୦ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣାରେ ଆହତ ହୋଇ ଥିବା ୬ ଜଣଙ୍କ ମଧ୍ୟରୁ ଆଜି ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ମୃତକ ରାଉରକେଲା ବେଦବ୍ୟାସସିଂହଟୋଲା ଅଞ୍ଚଳର ସୁଶାନ୍ତ କୁମାର ବିଶ୍ୱାଳ ବୋଲି ଜଣା ପଡିଛି।
Read More...

ରାଉରକେଲା : ହସ୍ପିଟାଲ୍ କର୍ମଚାରୀଙ୍କ ଦୁଇ ଦିନିଆ କ୍ରିକେଟ ମ୍ୟାଚ୍ ଆରମ୍ଭ।। ଉଭୟ ପୁରୁଷ ଏବଂ ମହିଳା ଦଳ…

ରାଉରକେଲା:୧୭/୧(ସତ୍ୟାନ୍ୟୁଜ) ପୁଷ୍ପା , ଜୱାନ୍ , ଲଗାନ୍, କେଜିଏଫ୍, ଧୁରନ୍ଧର୍, ଆଦି ସମସ୍ତ ହିଟ୍ ଫିଲ୍ମ ନାଁରେ ଖେଳୁଛନ୍ତି କ୍ରିକେଟ ଟିମ୍। ଏହା ଖେଳକୁ ଆହୁରି ଆକର୍ଷଣୀୟ କରିଛି। ରାଉରକେଲା ସିଭିଲ୍ ଟାଉନଶିପ୍ ପଡିଆ ରେ ଆରମ୍ଭ ହୋଇଥିବା ହସ୍ପିଟାଲ୍ ସମୂହ କ୍ରିକେଟ୍ ପ୍ରତିଯୋଗିତାରେ
Read More...

ସୁନ୍ଦରଗଡ଼ : ଗୁରୁବାର ହିଂସାକାଣ୍ଡ ପରେ ସ୍ବାଭାବିକ ହେଉଛି ସହରର ସ୍ଥିତ।। ୬ ଗିରଫ , କୋର୍ଟ ଚାଲାଣ।। ବିଭିନ୍ନ…

ସୁନ୍ଦରଗଡ଼:୧୭/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସହରରେ ଦୁଇ ଦିନ ହେଲା ଲାଗି ରହିଥିବା ଉତ୍ତେଜନା ଧୀରେଧୀରେ କମ ହେବା ପରିଲକ୍ଷିତ ହେଉଛି। ଶୁକ୍ରବାର ସଂଧ୍ୟାରେ ସମସ୍ତ କଟକଣା ହଟିଲା ପରେ ସ୍ବାଭାବିକ ହେବାରେ ଲାଗିଛି ସହର। ଦୋକାନ ବଜାର ଖୋଲା ଗଲାଣି। ସ୍କୁଲ କଲେଜ ଖୋଲିବା ସହ ଗାଡ଼ି ମଟର
Read More...

ସୁନ୍ଦରଗଡ଼ : ବୃଦ୍ଧ ମହିଳାଙ୍କୁ ପଥରରେ ଛେଚି ହତ୍ୟା।। କାରଣ ଅସ୍ପଷ୍ଟ।। ଘଟଣା ସ୍ଥଳରେ ଏସପି , ସାଇଣ୍ଟଫିକ୍ ଟିମ୍ ଏବଂ…

ପଥରରେ ଛେଚି ବୃଦ୍ଧା ଙ୍କୁ ହତ୍ୟା। ଘଟଣା ସ୍ଥଳରେ ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ତଦନ୍ତ।ସୁନ୍ଦରଗଡ:୧୫/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ଗଉଡ଼ପଡ଼ା - ଅମଲିପାଲି ମଝି ପୋଖରୀ ନିକଟ ବିଲ ରେ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । କେହି ଜଣେ ପଥରରେ ମୁଣ୍ଡକୁ
Read More...

ରାଉରକେଲା : ପାନପୋଷ ରେଲୱେ ବ୍ରିଜ ଉପରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ କ୍ଷତ ବିକ୍ଷତ ଶରୀର ଉଦ୍ଧାର।। ରେଲୱେ ପୋଲିସ୍…

ରାଉରକେଲା:୧୪/୧(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ନିକଟ ରେଲୱେ ବ୍ରିଜ ଉପରେ ଆଜି ଅପରାହ୍ନରେ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମହିଳା ଜଣଙ୍କ କିଏ ଏବଂ ତାଙ୍କର ମୃତ ଦେହ ସେଠାକୁ କିପରି ଆସିଲା ତାହା ଜଣା ପଡ଼ି ନାହିଁ। ମହିଳାଙ୍କ
Read More...