Browsing Category
ଓଡିଶା
ରାଉରକେଲା : ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଜି ମଧ୍ୟ ଚାଲିଛି ପୋଲିସ ର ମାଓବାଦୀ ଦମନ ଅପରେସନ।। ଗତକାଲି ଅପରେସନରେ ୧୫…
ରାଉରକେଲା:୨୩/୧(ସତ୍ୟାନ୍ୟୁଜ) ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତରେ ଗତକାଲି ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧ୍ୟ ଅପରେସନ୍ ଜାରି ରହିଛି। ଗୁରୁବାର ଦିନ ଭୋରୁ ଆରମ୍ଭ ହୋଇଥିବା ଏହି ଅପରେସନ ରେ ନକ୍ସଲ ସଂଗଠନ ର!-->…
Read More...
Read More...
ରାଉରକେଲା : ପୋଲିସ୍ ମୁଖ୍ୟାଳୟରେ ଇଣ୍ଟିଗ୍ରେସନ୍ ଫୋରମ୍ ଏବଂ ପୋଲିସ୍ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ।। କମିଟିର…
ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ସାମ୍ପ୍ରଦାୟିକ ସଦ୍ଭାବନା ରକ୍ଷା ତଥା ଭାଇଚାରା ପରିବେଶ ସୃଷ୍ଟି କରିବାରେ ରାଉରକେଲାଇଣ୍ଟିଗ୍ରେସନ୍ ଫୋରମ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାମନବମୀ ହେଉ କି ଇଦ୍ ହେଉ ଏହି ଫୋରମ୍ ଭାଇଚାରା ରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୩୨!-->…
Read More...
Read More...
ରାଉରକେଲା : ବେଆଇନ୍ ପାର୍କିଂ ଉପରେ ଆର୍ ଏମ୍ ସି ଏବଂ ପରିବହନ ବିଭାଗର କାର୍ଯ୍ୟନୁଷ୍ଠାନ।। ମହତାବ ରୋଡ ରୁ ହଟା ଗଲା…
ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ରାସ୍ତା ଉପରେ ବେଆଇନ୍ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। ଏହା ଛଡା ଟ୍ରାଫିକ ଜାମ୍ ହେବା ସହ ଗମନାଗମନ ରେ ଅସୁବିଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତା ଉପରେ ବେଆଇନ୍ ଯାନବାହନ ପାର୍କିଂ ଉପରେ ରାଉରକେଲା ମହାନଗର ନିଗମ ଏବଂ ପରିବହନ!-->…
Read More...
Read More...
ରାଉରକେଲା : ଇଏସଆଇସି ସୁପର୍ ସ୍ପେଶିଆଲି୍ଟି ହସ୍ପିଟାଲ୍ ସହ ମେଡିକାଲ କଲେଜ୍ ଦାବି।। ଦାବି କଲା ‘ ସିଟୁ…
ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ରାଉରକେଲା ସବୁକ୍ଷେତ୍ରରେ ଅବହେଳିତ ହେଉଥିବା ଅଭିଯୋଗ ହେଉଛି। ଶିକ୍ଷା ହେଉକି ସ୍ୱାସ୍ଥ୍ୟ , କିମ୍ବା ଗମନା ଗମନ ସମସ୍ତ କ୍ଷେତ୍ରରେ ଆଜି ରାଉରକେଲା ଅବହେଳିତ। ଏବେ ଇଏସଆଇସି ହସ୍ପିଟାଲ୍ କୁ ଭୁବନେଶ୍ୱର ଉଠାଇ ନେବାକୁ ଯୋଜନା ଚାଲିଥିବା ଅଭିଯୋଗ କରିଛି ସିଟୁ!-->…
Read More...
Read More...
ରାଉରକେଲା : ଦନ୍ତା ହାତୀ ଆକ୍ରମଣରେ ଗ୍ରାମବାସୀ ଲୋବୋ ସିଂହ ଙ୍କ ମୃତ୍ୟୁ।। ହାତୀଟି କ୍ଳବ୍ ଘର ଭାଙ୍ଗିବା ସହ ଧାନ ଖାଇ…
ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ୍ ଅନ୍ତର୍ଗତ ବାରିଲେପ୍ଟା ପଞ୍ଚାୟତର ପହାଡ଼ଟୋଲି ଗାଁରେ ଜଙ୍ଗଲି ହାତୀର ଆକ୍ରମଣରେ ଜଣେ ଗ୍ରାମବାସୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ୪୨ ବର୍ଷୀୟ ଲୋବୋ ସିଂହ ବୋଲି ଜଣା ପଡିଛି। ଏହି ଘଟଣା ପରେ ଗାଁରେ ଭୟ ର ବାତାବରଣ!-->…
Read More...
Read More...
ରାଉରକେଲା: ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।। ପୋଲିସ୍ ତଦନ୍ତ ଜାରି।
ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ଗତକାଲି ନଦୀ ପାଣିରୁ ମିଳିଥିବା ମୃତ ବ୍ୟକ୍ତିଙ୍କ ଚିହ୍ନଟ ଏପର୍ଯ୍ୟନ୍ତ ହୋଇ ପାରି ନାହିଁ। ଚିହ୍ନଟ ପାଇଁ ୭୨ ଘଣ୍ଟା ପାଇଁ ପୋଲିସ୍ ମୃତ ଦେହକୁ ରାଉରକେଲା ସରକାରୀ ହସ୍ପିଟଲରେ ସଂରକ୍ଷିତ ରଖିଛନ୍ତି।
ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଜୟଡେଗା!-->!-->!-->…
Read More...
Read More...
ରାଉରକେଲା : ଖାଦ୍ୟ ସୁରକ୍ଷା ଟିମ୍ ଗଠନ କଲା ମହାନଗର ନିଗମ।। ବିଭିନ୍ନ ସ୍ଥାନରେ ହେବଏନଫୋର୍ସମେଣ୍ଟ ଡ୍ରାଇଭ୍।
ରାଉରକେଲା:୨୦/୧(ସତ୍ୟାନ୍ୟୁଜ) ଲୋକଙ୍କୁ ସ୍ୱାସ୍ଥ୍ୟକର ପରିବେଶ ରେ ଗୁଣାତ୍ମକ ଖାଦ୍ୟ ଯୋଗାଇ ଦେବାକୁ ମହାନଗର ନିଗମ ଏବେ ବିଭିନ୍ନ ପଦକ୍ଷେପ ନେଉଛି।ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ବିକ୍ରୟ ଖାଦ୍ୟ ପଦାର୍ଥ ଗୁଡିକର ଯାଞ୍ଚ ସକାଶେ ରାଉରକେଲା ମହାନଗର ନିଗମ ଏକ!-->…
Read More...
Read More...
ସୁନ୍ଦରଗଡ଼ : ଟ୍ରାକ୍ଟର ଚାପାରେ ୨ ବର୍ଷ ଶିଶୁର ମୃତ୍ୟୁ କୁ ନେଇ ଉତ୍ତେଜନା।। ପୌରପାଳିକା ସଫେଇ କାର୍ଯ୍ୟରେ ନିୟୋଜିତ…
ସୁନ୍ଦରଗଡ଼:୨୦/୧(ସତ୍ୟାନ୍ୟୁଜ) ଟ୍ରାକ୍ଟର ଚାପାରେ ୨ ବର୍ଷ ଶିଶୁ ର ମୃତ୍ୟୁ କୁ ନେଇ ଉତ୍ତେଜନା। ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିଲେ। ସିଏ ପୁଣି ମ୍ୟୁନିସପାଲିଟି ରେ କାମ କରୁଥିବା ସଫେଇ ଗାଡ଼ିର ଡ଼୍ରାଇଭର।ସୁନ୍ଦରଗଡ ଟାଉନ୍ ଥାନା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ କୁନାଲ ଟ୍ରାନ୍ସପୋର୍ଟ!-->…
Read More...
Read More...
ବଡ଼ବିଲ : ଦିନ ଦ୍ୱିପ୍ରହରେ ବ୍ୟାଙ୍କ୍ ଡକାୟତି।। ୫ କୋଟି ସୁନା ଗହଣା , ନଗଦ ୮ ଲକ୍ଷ ଲୁଟି ନେଲେ ଡକାୟତ। ବଡ଼ବିଲ ରେ…
ଦିନ ଦ୍ୱିପ୍ରହରେ ବଡ଼ବିଲ ରେ ବ୍ୟାଙ୍କ ଡକାୟତି। ୫ କୋଟି ସୁନା ଗହଣା ସହ ୮ ଲକ୍ଷ ନଗଦ ଲୁଟ୍।ରାଉରକେଲା/ବଡ଼ବିଲ:୧୯/୧ (ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ସୀମା କେନ୍ଦୁଝର ଜିଲ୍ଲାର ବଡ଼ବିଲ ରେ ସୋମବାର ଦିନ ଦ୍ୱିପ୍ରହରେ ସଶସ୍ତ୍ର ଡକାୟତି ହୋଇ ଯାଇଛି। କଳିଙ୍ଗ ରୋଡ୍ସ୍ଥିତ ବ୍ୟାଙ୍କ ଅଫ୍!-->…
Read More...
Read More...
ରାଉରକେଲା : ହୋମ୍ ମେକର୍ ରୁ ହୋମ୍ ବେକର ବନି ଯାଇଛନ୍ତି ରାଉରକେଲାର ମହିଳା ଉଦ୍ୟୋଗୀ।। ରାଜ୍ୟସ୍ତରୀୟ କେକ୍ ପ୍ରଦର୍ଶନୀ…
ରାଉରକେଲା : ୧୯/୧(ସତ୍ୟାନ୍ୟୁଜ) ଆତ୍ମ ନିର୍ଭରଶୀଳ ହେବା ତଥା ଆତ୍ମ ସମ୍ମାନ ସହ ଜୀବନ ନିର୍ବାହ କରିବାକୁ ଏହି ମହିଳା ମାନେ ଆଗେଇ ଆସିଛନ୍ତି। କିଏ ଛାତ୍ରୀ ତ ଆଉ କିଏ ହାଉସ୍ ୱାଇଫ୍। କିନ୍ତୁ ସମସ୍ତେ ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ସହଯୋଗ କରୁଛି ରାଉରକେଲାର!-->…
Read More...
Read More...