Browsing Category

ଓଡିଶା

ସୁନ୍ଦରଗଡ଼ : ମିଶନ ରୋଡ ଗୁଳି କାଣ୍ଡ ଘଟଣାରେ ୩ ଗିରଫ।। ପିସ୍ତଲ୍, ଗୁଳି , କାର , ବାଇକ୍ ଜବତ।

ସୁନ୍ଦରଗଡ଼:୨୧/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ର ବିଶିଷ୍ଟ ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ଏବଂ ତାଙ୍କ ଘର କୁ ଟାର୍ଗେଟ କରି ଗୁଳି ଚଳାଇବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ କ୍ରାଇମ୍ ରେ ବ୍ୟବହୃତ ପିସ୍ତଲ୍ , ଗୁଳି , କାର , ବାଇକ୍ ଆଦି
Read More...

ରାଉରକେଲା : ଅନଲାଇନ୍ ଔଷଧ ବିକ୍ରୟ କୁ ବିରୋଧ।। ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ। ରାଉରକେଲାରେ ବନ୍ଦ ର ବ୍ୟାପକ…

ରାଉରକେଲା:୨୦/୫(ସତ୍ୟାନ୍ୟୁଜ) ଅନଲାଇନ୍ ରେ ଔଷଧ ବିକ୍ରି ବିରୋଧରେ ଆଜି ଦେଶ ବ୍ୟାପୀ ଔଷଧ ଦୋକାନ ବନ୍ଦ ରହିଥିବା ବେଳେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏହି ଆନ୍ଦୋଳନ କୁ ସମର୍ଥନ
Read More...

ରାଉରକେଲା: ଗାଡିରେ ଆବଶ୍ୟକୀୟ ତେଲ ନଦେବାରୁ ପେଟ୍ରୋଲ ପମ୍ପ ମ୍ୟାନେଜର ଙ୍କୁ ଆକ୍ରମଣ।। ଅଭିଯୁକ୍ତ ଗିରଫ।

ରାଉରକେଲା:୧୯/୫(ସତ୍ୟାନ୍ୟୁଜ) ଦାବି କରୁଥିବା ଆବଶ୍ୟକୀୟ ପରିମାଣର ତେଲ ଗାଡ଼ିରେ ନଦେବାରୁ ରାଉରକେଲାର ଦେଓଗାଁ ପେଟ୍ରୋଲ ପମ୍ପ ରେ ଏକ ଅଭାବନୀୟ ଘଟଣା ନଜର କୁ ଆସିଛି। ମନ ମୁତାବକ ତେଲ ନପାଇଥିବା ଗାଡ଼ି ମାଲିକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ଖବର ପାଇ
Read More...

ରାଉରକେଲା: ବାଇକ୍ ଦୁର୍ଘଟଣା ରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ।। ୧୦ ନମ୍ୱର୍ ରାଜ୍ୟ ରାଜପଥ ମାଣ୍ଡିଆ କୁଦର୍ ନିକରେ ଘଟିଛି…

ରାଉରକେଲା:୧୯/୫(ସତ୍ୟାନ୍ୟୁଜ) ଆଜି ଏକ ଦୁଃଖଦ ଘଟଣାରେ ୧୦ ନମ୍ୱର୍ ରାଜ୍ୟ ରାଜପଥରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ରାଜଗାଙ୍ଗପୁର ବାଣ୍ଠୁପଡା ଅଞ୍ଚଳର ଗୌରବ ମହାପାତ୍ର ବୋଲି ଜଣା ପଡିଛି। ଅନ୍ୟଜଣେ ରାଉରକେଲା ୨ ନମ୍ୱର୍
Read More...

ରାଉରକେଲା : ଜିଲ୍ଲାରେ କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି।। ଲହୁଣୀପଡା ଅଞ୍ଚଳରେ ବଜ୍ରପାତରେ ନାବାଳକ ମୃତ।

ରାଉରକେଲା:୧୮/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଜାରି ରହିଛି କାଳବୈଶାଖୀ ର ତାଣ୍ଡବ। ସୋମବାର ଅପରାହ୍ନରେବିରମିତ୍ରପୁର, ରାଏବଗା ଏବଂ ବଣାଇ ଅଞ୍ଚଳରେ କାଳବୈଶାଖୀ ଝଡ , ବର୍ଷା ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିରମିତ୍ରପୁର ଏବଂରାଏବାଗା ରେ ବହୁ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା
Read More...

ବଣାଇ : ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର।। ଉଦ୍ଧାର କଲେ ବଣାଇ ଏବଂ ଲହୁଣୀପଡା ଫାୟାର…

ବଣାଇ:୧୮/୫(ସତ୍ୟାନ୍ୟୁଜ) ଗତକାଲି ଠାରୁ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଇ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି। ମୃତ ଯୁବକ ଦେବଗଡ ଜିଲ୍ଲା ପୁରୁଣାପାଣି ପଞ୍ଚାୟତରରତନପାଲି ଗ୍ରାମର ଆଶିଷ ପ୍ରଧାନ ବୋଲି ଜଣା ପଡିଛି ।ଗତକାଲି ବଣାଇ ନର୍ସରୀ ନିକଟ ବ୍ରାହ୍ମଣୀ ନଦୀକୁ ଦୁଇ ଜଣ
Read More...

ରାଉରକେଲା : ଜାରି ରହିଛି କାଳବୈଶାଖୀ ତାଣ୍ଡବ।। ସହରରେ ବ୍ୟାପକ କ୍ଷୟକ୍ଷତି।। ବଣାଇ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ।

ରାଉରକେଲା:୧୭/୫(ସତ୍ୟାନ୍ୟୁଜ) ଏବେ ପ୍ରାୟ ପ୍ରତିଦିନ ସନ୍ଧ୍ୟାରେ କିମ୍ବା ରାତିରେ କାଳବୈଶାଖୀ ଝଡ ହେଉଛି। ଫଳରେ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟି ସାଧାରଣ ଜୀବନ ଯାତ୍ରାରେ ଅସୁବିଧା ସୃଷ୍ଟି ହୋଇଛି। ରାଉରକେଲା ସହରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି
Read More...

ବଣାଇ : ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ଜଣେ ଉଦ୍ଧାର।। ନିଖୋଜ ଯୁବକଙ୍କୁ ଉଦ୍ଧାର ଲାଗି ଫାୟାର ଟିମ୍ ର…

ବଣାଇ:୧୭/୫(ସତ୍ୟାନ୍ୟୁଜ) ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଆଜି ଜଣେ ଯୁବକ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ଉଦ୍ଧାର କରା ଯାଇଛି। ନିଖୋଜ ଯୁବକଙ୍କୁ ଖୋଜିବା ଲାଗି ଫାୟାର ଟିମ୍ ମୋଟର ବୋଟ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବଣାଇ ଥାନା ଅନ୍ତର୍ଗତ ଫରେଷ୍ଟ ନର୍ସରୀ ପାଖରେ
Read More...

ସୁନ୍ଦରଗଡ଼ : କୋଇଲା ବ୍ୟବସାୟୀ ଙ୍କ ଘର ସମ୍ମୁଖରେ ଗୁଳି କାଣ୍ଡ।। ଅଭିଯୁକ୍ତ ମାନେ ଫେରାର।। ପୋଲିସ୍ ତଦନ୍ତ ଜାରି।

ସୁନ୍ଦରଗଡ଼:୧୭/୫(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ରେ ଜଣେ କୋଇଲା ବ୍ୟବସାୟୀଙ୍କ ଘର ନିକଟରେ ଗୁଳି ଚାଳନା କୁ କେନ୍ଦ୍ର କରି ସହରରେ ରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଗୁଳିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀଙ୍କ ଘର ସମ୍ମୁଖରେ ପୋଲିସ୍ ଜଗି ରହିଛନ୍ତି।
Read More...

ସୁନ୍ଦରଗଡ଼/ରାଜଗାଙ୍ଗପୁର : ୧୨ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ , ୨ ଅଟକ।। ଅପରେସନ ଅଗ୍ନିରେ ପୋଲିସ୍ କୁ ବଡ଼ ସଫଳତା।

ସୁନ୍ଦରଗଡ଼:୨୬/୯(ସତ୍ୟା ନ୍ୟୁଜ) ରାଜ୍ୟରେ ବେଆଇନ୍ ଭାବେ ଗଚ୍ଛିତ ଥିବା ବାଣ ବିସ୍ପୋରଣ ଯୋଗୁଁ।ଜୀବନ ହାନି ସହ ଧନ ସଂପତ୍ତି ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି ଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଅଗ୍ନି।ରାଉରକେଲାରେ ପ୍ରାୟ ପ୍ରତିଦିନ ବେଆଇନ୍ ଗଚ୍ଛିତ ବାଣ ଜବତ
Read More...